Daily Archives

June 2, 2018

ଓଡ଼ିଶା ଇତିହାସରେ ବିରଳ! ଗୋଟିଏ ମାସ ମଧ୍ୟରେ ଶେଷ ହେଲା ଶୁଣାଣି , ଗଣଦୁଷ୍କର୍ମକାରୀଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ

କନକ ବ୍ୟୁରୋ : ଓଡ଼ିଶା ଇତିହାସରେ ବିରଳ । ନାବାଳିକାଙ୍କୁ ନ୍ୟାୟ ପାଇଁ ଦିନ ତମାମ ଚାଲିଲା କୋର୍ଟ । ସମ୍ବଲପୁର ନାବାଳିକା ଦୁଷ୍ମର୍ମ ମାମଲାରେ ପକସୋ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି ଐତିହାସିକ ରାୟ । ଏହି ଦୁଷ୍ମର୍ମ ମାମଲାରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ…

ବିଧାୟକ ହେବ ତ ଏମିତି ! ଗରିବର ଶବକୁ ଶ୍ମଶାନକୁ ନେବାକୁ କେହି କାନ୍ଧ ଦେଉନଥିବା ବେଳେ ନିଜେ କାନ୍ଧରେ ବୋହିନେଲେ…

ଆସାମର ଜୋରହଟ ଜିଲ୍ଲା ଅନ୍ତର୍ଗତ ମରିଆନିର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମି ନିସ୍ୱାର୍ଥପର ଓ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଜଣେ ଗରିବ ଲୋକର ପରଲୋକ ହେବା ପରେ ବିଧାୟକ ଜଣକ ତାଙ୍କର ଅନ୍ତିମ ସତ୍କାର ସକାଶେ ଶବକୁ ନିଜ କାନ୍ଧରେ ବୋହି ନେଉଥିବା ବେଳର ଫଟୋ ଏବେ…

ଇଣ୍ଟରନେଟରେ ଧମାଲ ମଚାଇଲେ ଓଡ଼ିଆ ଝିଅ ! ରାତାରାତି ସୋନମ କପୁର ଦେଲେ ବଲିଉଡ଼ ଅଫର

ପ୍ରିୟା ପ୍ରକାଶଙ୍କ ପରି ରାତାରାତି ଇଣ୍ଟରନେଟରେ ଚର୍ଚ୍ଚା ପାଲଟିଛନ୍ତି ଜଣେ ଓଡ଼ିଆ ଝିଅ। ଆମେରିକାରେ ଚିକାଗୋଠାରେ ରହୁଥିବା ଓଡ଼ିଆ ଝିଅ ଲିସା ମିଶ୍ର ନିଜର ସଂଗୀତ ଦକ୍ଷତା ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଲିସା ମିଶ୍ରଙ୍କୁ ଲୋକପ୍ରିୟ ସଜାଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ…

ବନ୍ଦ କର ପୋଲାଭରମ ପ୍ରକଳ୍ପ ! କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ସୁପ୍ରିମକୋର୍ଟରେ ବିଚାରଧିନ ଥିବା ମାମଲାକୁ ବାରମ୍ବାର…

ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବାନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲାଭରମ ଡ୍ୟାମ୍ ନିର୍ମାଣ ଦ୍ୱାରା ଓଡିଶାର ଅନେକ ଆଦିବାସୀ ବହୁଳ ଅଞ୍ଚଳ କ୍ଷତିଗ୍ରସ୍ତ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି…

କେନ୍ଦ୍ର କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ ! କହିଲେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଚାଷୀମାନେ କରୁଛନ୍ତି…

ଗତକାଲି ଠାରୁ ବିଭିନ୍ନ ଦାବି ନେଇ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ୧୩୦ଟି କୃଷକ ସଂଗଠନ ଆନ୍ଦୋଳନରେ ବସିଛନ୍ତି । ଏବଂ ଏହାରି ଭିତରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଗଲାଣି । ପାଟନା ଠାରେ ଆୟୋଜିତ ଏକ ସଭାରେ ଆନ୍ଦୋଳନରତ ଥିବା…