Daily Archives

June 8, 2018

ସଚେତନ ହେବ ସମାଜ ! ଧୁମ୍ରପାନ ଦୂର କରିବାରେ ସାହାଯ୍ୟ କରିବ ଫେସବୁକ ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅନ୍ୟ ସୋସିଆଲ ମିଡ଼ଆ ସାଇଟ୍ ଅପେକ୍ଷା ଫେସବୁକ୍ ଦ୍ୱାରା ୨.୫ ପ୍ରତିଶତ ଅଧିକ ବ୍ୟକ୍ତି ଧୂମପାନ କରିବା ତ୍ୟାଗ କରୁଛନ୍ତି । ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ଧୂମପାନ ଛାଡ଼ିବା ଅଭିଯାନ, ଚିକିତ୍ସା ଏବଂ କାଉସେଲିଂ ଠାରୁ ଅଧିକ ଫେସବୁକ୍…

କାଶ୍ମୀରକୁ ନେଇ ପାକିସ୍ତାନର ହୀନ ରାଜନୀତି ! କାଶ୍ମୀରକୁ ଭାରତର ଅଂଶ ଦେଖାଉଥିବା ସ୍କୁଲ ବହି ହେଲା ନିଷିଦ୍ଧ ।

ନିଜ ଦେଶବାସୀଙ୍କ ମନରେ କାଶ୍ମୀର ସମସ୍ୟାକୁ ବଜାୟ ରଖିବା ଓ ଭାରତୀୟଙ୍କ ପ୍ରତି ଘୃଣାକୁ ବଢାଇବାକୁ ପାକିସ୍ତାନ ସରକାର ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି । ଏପରିକି ଛୋଟ ପିଲାଙ୍କ ମନରେ ଏହି ଘୃଣାଭାବ ସୃଷ୍ଟି କରାଯାଉଛି । ସେଥିପାଇଁ ସ୍କୁଲ ପାଠ୍ୟକ୍ରମରେ ଭୁଲ ଇତିହାସ ପଢାଯାଉଛି ।…

ଡାକ୍ତର ହେବ ତ ଏମିତି ! ଡାକ୍ତରଖାନାରୁ ବିଦାୟ ନେବା ବେଳେ କାନ୍ଦିଲା ପୂରା ଗାଁ, ଜାଣନ୍ତୁ ଭଗବାନ-ରୂପୀ ଡାକ୍ତର…

କନକ ବ୍ୟୁରୋ : ଜଣେ ଡାକ୍ତରଙ୍କ ବିଦାୟ ବେଳେ ଯେଉଁ ଭିଡ ହୋଇଥିଲା ତାକୁ ଦେଖି ଅନୁମାନ କରିହେଉଥିଲା ତାଙ୍କ ଲୋକପ୍ରିୟତା । ଆଉ ସାଧାରଣରେ ପ୍ରଶ୍ନ ଉଠୁଥିଲା, ଜଣେ ଡାକ୍ତରଙ୍କ ପାଇଁ ଲୋକଙ୍କ ଆଖିରେ ଲୁହ କାହିଁକି ଜକାଇ ଆସିଛି । ଜାଣିଲେ ଆଶ୍ଚ ଯ୍ୟ ହେବେ ନବରଙ୍ଗପୁର ତେନ୍ତୁଳିଖୁଂଟି ଗୋଷ୍ଠୀ…

ଟଙ୍କା ଲୁଟିବାର ଅଜବ ତରିକା ! ୩ ବର୍ଷରେ ୩ଥର ବିବାହ କରି ଏହି ମହିଳା ହଡପ କରିଥିଲେ ଲକ୍ଷ ଲକ୍ଷ ଟଙ୍କା ।

ଗତ ୩ବର୍ଷରେ ତିନିଟି ନକଲି ବିବାହ କରି ୧୦ଲକ୍ଷ ଟଙ୍କା ଠକି ନେଇଥିବା ଜନୈକା ଲୁଟେରୀ ଦୁଲହନକୁ ଶେଷରେ ପୁଲିସ ଗିରଫ କରିଛି । ଏପ୍ରିଲ ୧୫ରେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ଥିବା ବେଳେ ଗୁରୁବାର ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣା ପଡ଼ିଛି । ଗିରଫ ହେବା ପରେ ମୁଁ କୌଣସି…

ଭିକ ନଦେବାରୁ ଭିକାରୀ ମାରିଲା ଛୁରୀ ! ଲୁଟିନେଲା ୧୦ ହଜାର ଟଙ୍କା ।

ଦେଶରେ ଦିନକୁ ଦିନ ଭିକାରିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଲୋକ ମାନଙ୍କ ପାଇଁ ଏକ ମୁଣ୍ଡ ବିନ୍ଧା ପାଲଟିଛି । ଭିକାରିଙ୍କ ସଂଖ୍ୟା ବଢିବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଏକ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ରାୟପୁର ରେଲୱେ…