Daily Archives

June 16, 2018

ଆମେରିକାରେ ଭାରତୀୟଙ୍କୁ ଝଟକା! ୪ଲକ୍ଷ ଭାରତୀୟଙ୍କୁ ୧୫୦ ବର୍ଷ ପର୍ଯ୍ୟନ୍ତ ମଳିବ ନାହିଁ ଗ୍ରୀନ କାର୍ଡ ।

ଆମେରିକା କାଟୋ ଇନଷ୍ଟିଚ୍ୟୁଟର ଥିଙ୍କ-ଟାଙ୍କ ବିଭାଗ ରିପୋର୍ଟ ଅନୁସାରେ ଆଡଭାନ୍ସ ଡିଗ୍ରୀ ପ୍ରାପ୍ତ କରିଥିବା ଭାରତୀୟଙ୍କୁ ୧୫୦ ବର୍ଷ ପର୍ଯ୍ୟନ୍ତ ଆମେରିକାର (ଗ୍ରୀନ କାର୍ଡ) ସିଟିଜନସିପ ପାଇଁ ଅପେକ୍ଷା କରିବାକୁ ପଡିବ । ଏହି ଗ୍ରୀନ କାର୍ଡ ଭାରତୀୟଙ୍କୁ ଆମେରିକାରେ ସ୍ଥାୟୀ ନାଗରିକର ମନ୍ୟତା…

ସାକ୍ଷୀ ରହିବେ ସାମ୍ବାଦିକ ! ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ ପୋଲିସ

କନକ ବ୍ୟୁରୋ : କୌଣସି ଅପରାଧିକ ଘଟଣାର ରିପୋର୍ଟିଂ କରୁଥିବା ସାମ୍ବାଦିକ କୋର୍ଟରେ ସାକ୍ଷୀ ଦେବେ । ଏଭଳି ସର୍କୁଲାର ଜାରି କରିଛି କ୍ରାଇମବ୍ରାଂଚ ପୋଲିସ । କୋର୍ଟରେ ଭିଡିଓ ଫୁଟେଜକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଗ୍ରହଣ କରାଯାଉଥିବାରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।…

ଏମିତି ଏକ ମନ୍ଦିର, ଯେଉଁଠି ପାଣିରେ ଜଳୁଛି ଦୀପ ! ଜାଣନ୍ତୁ କେଉଁଠି ରହିଛି ଏହି ମନ୍ଦିର ଏବଂ କଣ ରହିଛି ଏହା ପଛର…

ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେ ବେଳେ ଏପରି କିଛି ଚମକ୍ରାର ସମ୍ନାକୁ ଆସିଥାଏ ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରିନଥାଏ । ସେହିଭଳି ଏକ ଚମକ୍ରାର ଘଟଣା ସମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଉଠିବେ । ଏହି ଘଟଣାଟି ମା’ଙ୍କ ଏକ ମନ୍ଦିର ସହ…

୨୩ ଫୁଟର ଅଜଗର ପେଟରେ ମହିଳା! ଅଜଗରର ପେଟ ଚିରିବା ପରେ ବାହାରିଲା ମହିଳାଙ୍କ ମୃତଦେହ

ଅଜଗର ପେଟରେ ମହିଳା । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ଇଣ୍ଡୋରନେସିଆରେ ଅଜଗର ପେଟରୁ ଉଦ୍ଧାର କରାଗଲା ମହିଳାଙ୍କ ମୃତଦେହ ।ଇଣ୍ଡୋନେସିଆରେ ଜଣେ ୫୪ବର୍ଷିୟ ମହିଳାଙ୍କ ମୃତଦେହ ୭ଫୁଟ୍ ଲମ୍ବା ଅଜଗର ପେଟରୁ ମିଳିବା ପରେ…

କାଳିଜାଇ ଦର୍ଶନ କରି ହସଖୁସିରେ ଫେରୁଥିଲେ! ମଝି ଚିଲିକାରେ ପ୍ରବଳ ଝଡ଼ ତୋଫାନରେ ବୁଡ଼ିଗଲା ଡଙ୍ଗା

କନକ ବ୍ୟୁରୋ : ଚିଲିକା ମଝିରେ ବୁଡ଼ିଲା ଡ଼ଙ୍ଗା । ଫଳରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଡ଼ଙ୍ଗା ବୁଡ଼ି ଘଟଣାରେ ଅନ୍ୟ ତିନି ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ନିଖୋଜ ପର୍ଯ୍ୟଟକ ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ଓଡ଼୍ରାଫ ଟିମ୍ ପହଞ୍ଚି ଉଦ୍ଧାର…