Daily Archives

June 24, 2018

ମଣ୍ଡପ ଗୋଟିଏ, କନ୍ୟା ତିନଟି ! ଲିଭଇନରେ ୧୨ ବର୍ଷ ରହିବା ପରେ ଏକାସାଙ୍ଗରେ ତିନି ଜଣଙ୍କୁ ବିବାହ କଲେ ଦିବ୍ୟାଙ୍ଗ ଯୁବକ

ଆଜିକାଲିର ଆଧୁନିକ ସମାଜରେ ଯୁବକ-ଯୁବତୀଙ୍କ ଲିଭଇନରେ ରହିବା ପାପ ବୋଲି ଧରା ଯାଉଥିବା ବେଳେ ରାଜସ୍ଥାନରେ ଏକ ଆଦିବାସୀ ସଂପ୍ରଦାୟ ରହିଛି ଯେଉଁଠି ଅନେକ ବର୍ଷ ତଳୁ ଏହି ପ୍ରଥା ଚାଲି ଆସୁଛି । ଏଠାରେ ଯୁବକ-ଯୁବତୀମାନେ ଯେତେ ଦିନ ଚାହିଁବେ ସେତେ ଦିନ ଲିଭଇନରେ ରହି ପାରିବାର ପ୍ରଥା ସମସ୍ତଙ୍କୁ…

ଓଜନ ବଢିବାକୁ ନେଇ ଚିନ୍ତାରେ ଅଛନ୍ତି କି ? କରନ୍ତୁ ଏହି କାମ, ନିୟନ୍ତ୍ରଣକୁ ଆସିବ ଓଜନ ।

ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟି ଗଲାଣି । ଅଧିକାଂଶ ଲୋକ କମ ଖାଇ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । ଏଥିପାଇଁ ଲୋକମାନେ ଖାଦ୍ୟପେୟରେ ନିୟନ୍ତ୍ରଣ କରି ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳୁ ନାହିଁ । କିନ୍ତୁ ଏହାର ପ୍ରକୃତ କାରଣ ହେଉଛି ଜଙ୍କ ଫୁଡ଼୍ । ଘର ତିଆରି ଖାଦ୍ୟ ନ…

ମାଙ୍କଡ଼ ପାଇଁ ହଟହଟା ! ଜିଓ ଟାୱାର ଉପରେ ଦୁଇ ଘଣ୍ଟା ଧରି ଦୁଇ କର୍ମଚାରୀଙ୍କୁ କଲା ହଇରାଣ

କନକ ବ୍ୟୁରୋ : ମାଙ୍କଡ଼ ପାଇଁ ହଟହଟା । ମୋବାଇଲ ଟାୱାର ଉପରେ ମରାମତି ପାଇଁ ଦୁଇ ଜଣ କର୍ମଚାରୀ ଚଢ଼ିଥିବା ବେଳେ ତାଙ୍କୁ ନାକେଦମ୍ କରି ଦେଇଥିଲା ଏକ ମାଙ୍କଡ । ଭୁବନେଶ୍ୱର ବମିଖାଲ ଅଂଚଳରେ ଏକ ଜିଓ ଟାୱାର ମରାମତି ପାଇଁ ଦୁଇ କର୍ମଚାରୀ ଟାୱାର ଉପରକୁ ଚଢ଼ିଥିଲେ । ହେଲେ ହଠାତ୍ ସେତେବେଳେ ଏକ…

କେତେ ଦକ୍ଷ ଆମ ଆଇଏଏସ ଅଫିସର ! ଆଇଏଏସ୍ ଅଫିସରଙ୍କ ଦକ୍ଷତା ମାପିବେ ମୋଦି ସରକାର, ପ୍ରଦର୍ଶନ ଆଧାରରେ ମିଳିବ ପଦୋନ୍ନତି

ସରକାରୀ ବାବୁଙ୍କ ଦକ୍ଷତା ମାପିବେ ମୋଦି ସରକାର । ପ୍ରତିବର୍ଷ ହେବ ମୂଲ୍ୟାୟନ । ଏପରିକି ଦେଶର ୫ହଜାର ୪ଜଣ ଆଏଏସ ଅଫିସରଙ୍କ କାର୍ଯ୍ୟ ଦକ୍ଷତାର କେମିତି ହେବ ମୂଲ୍ୟାୟନ? ସେନେଇ ଗାଇଡଲାଇନ ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ବିଶେଷ କରି ସମାଜର ଦୁର୍ବଳ ଶ୍ରେଣୀଙ୍କ ପ୍ରତି ଅଫିସରମାନଙ୍କ…

ଅନ୍ଧ ପ୍ରେମ ! ପ୍ରେମିକ ସହ ଭେଟିବାରେ କଣ୍ଟା ସାଜିଥିଲେ ବାପା, ଶୋଇଥିବା ବେଳେ କୁରାଢ଼ୀରେ ତଣ୍ଟି କାଟି ହତ୍ୟା କଲା ଝିଅ

କଥାରେ ଅଛି ପ୍ରେମ ଅନ୍ଧ । ପ୍ରେମ ଆଗରେ ସବୁ କିଛି ଫିକା । ନିଜ ପ୍ରେମକୁ ପାଇବା ପାଇଁ କେତେବେଳେ ଯେ ମଣିଷ ପଶୁ ପାଲଟିଯାଏ ତାହା ଜାଣିପାରେନା । ଏପରିକି ବେଳେ ବେଳେ ପ୍ରେମରେ କଣ୍ଟା ସାଜୁଥିବା ବ୍ୟକ୍ତିକୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥାନ୍ତି ପ୍ରେମୀ । ପ୍ରେମ ପାଇଁ ଝିଅ ଏତେ ଅନ୍ଧ ଯେ,…