Monthly Archives

June 2018

ସ୍ମାର୍ଟ ସିଟିରେ ଭାସିଲା କାର ! ଅସରାଏ ବର୍ଷାରେ ବଦଳିଗଲା ଭୁବନେଶ୍ୱରର ରୂପ । ରାଜଧାନୀରେ ଲୋକ ଦେଖିଲେ ବନ୍ୟାର…

କନକ ବ୍ୟୁରୋ : ସାଧରଣତଃ ନଦୀକୂଳିଆ ଅଞ୍ଚଳରେ ବର୍ଷା ଦିନରେ କିମ୍ବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଥାଏ । କିନ୍ତୁ ଘଣ୍ଟାଏ ବର୍ଷାରେ ସ୍ଥିତି ଏମିତି ଉପୁଜିବ ଯେ ସହରରେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ଭାସିବା ଦୃଶ୍ୟ ହୁଏତ ଆପଣକୁ କମ୍ ଦେଖିବାକୁ ମିଳିଥିବ ।…

୧ ଜୁଲାଇକୁ ‘ଜିଏସଟି ଦିବସ’ ରୂପେ ପାଳନ କରିବେ ମୋଦି ସରକାର : ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ପର୍ବ

କନକ ବ୍ୟୁରୋ : ସାମଗ୍ରୀ ଓ ସେବା ଟିକସ (ଜିଏସଟି)କୁ ଜୁଲାଇ ୧ ତାରିଖରେ ବର୍ଷେ ପୂରିବାକୁ ଯାଉଛି । ଅର୍ଥ ମନ୍ତ୍ରାଳୟ ସୂଚନା ଅନୁସାରେ ୨୦୧, ୧ ଜୁଲାଇ (ରବିବାର)କୁ ଜିଏସଟି ଦିବସ ପାଳନ କରାଯିବ । କେନ୍ଦ୍ରୀୟ ରେଳ, କୋଇଲାମନ୍ତ୍ରୀ ପୀୟୁଷ ଗୋୟଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ…

କାହିଁକି ଅଲଗା ଅଲଗା ରଙ୍ଗର ହୋଇଥାଏ ଟ୍ରେନ ! ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ ।

ଭାରତୀୟ ରେଳବାଇକୁ ୧୯୫୧ରେ ରାଷ୍ଟ୍ରୀୟକରଣ କରାଯାଇଥିଲା ଏବଂ ଏବେ ଏହା ଏସିଆର ସବୁଠାରୁ ବଡ ରେଳ ନେଟୱାର୍କ ଭାବରେ ପରିଗଣିତ । ସମୟ ବିତିବା ସହ ଭାରତୀୟ ରେଳବାଇରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଛି ।  ରେଳବାଇର ଏହିସବୁ ପରିବର୍ତ୍ତନ ମଧ୍ୟରେ ଟ୍ରେନର ରଙ୍ଗକୁ ବେସ ଗୁରୁତ୍ୱ ଦିଆଯାଇଛି ।…

ସଙ୍କଟରେ ଭାରତ ! ଜଳ ବାୟୁ ପରିବର୍ତ୍ତନ ଯୋଗୁଁ ୨୦୫୦ ସୁଦ୍ଧା ୬୦ କୋଟି ଲୋକେ ହେବେ ପ୍ରଭାବିତ, ଜାଣନ୍ତୁ କାହିଁକି ।

ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତର ଜିଡିପି ଉପରେ ବଡଧରଣର ପ୍ରଭାବ ପଡିବ ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟ ପ୍ରକାଶ କରିଛି । ଆଗାମୀ ୨୦୫୦ ସୁଦ୍ଧା ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପି ୨.୮ ପ୍ରତିଶତ ହ୍ରାସ ପାଇବା ଭଳି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଥିବା ଏବେ ଭାରତବାସୀଙ୍କୁ ଚିନ୍ତାରେ…

ଟ୍ରକ ଡ୍ରାଇଭରଙ୍କ ପରିବାରକୁ ନିଜ ଅଧା ଦରମା ଦେଉଛନ୍ତି ଏହି ଆଇପିଏସ୍ ଅଫିସର ! ଜାଣନ୍ତୁ ଡିସିପିଙ୍କ ଏହି ବଡ ହୃଦୟ…

ମାନବିକତାର ପରିଚୟ ଦେଇଛନ୍ତି ଜଣେ ଆଇପିଏସ ଅଫିସର । ଉତ୍ତର ପଶ୍ଚିମ ଦିଲ୍ଲୀ ର ଡିସିପି ଅସଲମ ଖାନ୍ ଗତ କେତେ ମାସ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ସୁଚେତଗଡର ଏକ ପରିବାରକୁ ନିଜ ଦରମାର କିଛି ଅଂଶ ପଠାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଅଫିସର ଜଣଙ୍କ ଉକ୍ତ ପରିବାରକୁ ଭେଟି ନଥିବା…

ଉର୍ଦ୍ଦୁ ଭାଷାରେ ରାମାୟଣକୁ ଅନୁବାଦ କରି ଚର୍ଚ୍ଚାରେ ମୁସଲିମ୍ ମହିଳା : ଜାଣନ୍ତୁ କିଏ ଏହି ମହିଳା, କଟ୍ଟରପନ୍ଥୀଙ୍କୁ…

ଯେଉଁଠି ସମସ୍ତ ଲୋକ ଧର୍ମ ନାମରେ ରାଜନୀତି କରନ୍ତି, ସେଠି କାନପୁରରେ ଏକ ମୁସଲିମ୍ ମହିଳା ସାମ୍ପ୍ରଦାୟିକ ସୈାହାର୍ଦ୍ୟର ଉଦାହରଣ ଦେଇଛନ୍ତି । ମାହି ତଲତ ସିଦ୍ଦିକୀ ନାମକ ଏକ ମହିଳା ରାମାୟଣକୁ ଉର୍ଦ୍ଦୁରେ ଲେଖିଛନ୍ତି । ଏଥିପାଇଁ ତାଙ୍କୁ ଦେଢ଼ ବର୍ଷ ସମୟ ଲାଗିଲା । କିନ୍ତୁ ଏବେ ଉର୍ଦ୍ଦୁ…