Daily Archives

June 5, 2018

ବିଜେପିକୁ ସାହା ଶିବସେନା ! ପଦ୍ମ ଧରିବା ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିବେ ଅମିତ ଶାହା

କନକ ବ୍ୟୁରୋ : ଦିନକୁ ଦିନ ବିଜେପି ପାଇଁ ଅଡୁଆ ହେଉଛି ବିରୋଧୀଙ୍କ ମେଣ୍ଟ । ଫଳରେ ବିଜେପିର ଲୋକପ୍ରିୟତା ହ୍ରାସ ପାଇବା ସହିତ ବିଭିନ୍ନ ରାଜ୍ୟରୁ ଧିରେ ଧିରେ କରି ବିଜେପିକୁ ଅଟକାଇବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ଆଉ ଏନେଇ ବିଜେପି ଖେଳିଛି ନୂଆ କାର୍ଡ । ୨୦୧୪ ନିର୍ବାଚନ ପରଠାରୁ…

ଅନଲାଇନରେ ବିବାହ ପ୍ରସ୍ତାବ ଗ୍ରହଣ କରି ଫସିଗଲେ ଓଡିଆ ମହିଳା ! ଆମେରିକାର ଡାକ୍ତର କହି ୧୦ ଲକ୍ଷ ଟଙ୍କା ଠକି ନେଲେ…

କନକ ବୁରୋ : ଫୋନ କଲ କରି ଆକାଉଂଟ ନମ୍ବର, ଏଟିଏମ୍ ନମ୍ବର ମାଗିବା, ଗିଫ୍ଟ ପାଇଁ ଟଙ୍କା ପୈଠ କରିବା ଭଳି ଅନେକ ଖବର ଆପଣ ଶୁଣି ଥିବେ । କେହି କେହି ଏଭଳି ତିକ୍ତ ଅନୁଭୂତି ନିଜେ ଅଙ୍ଗେ ବି ନିଭେଇ ଥିବେ । ତେବେ ଏଭଳି ଏକ କାହାଣୀ, ଯାହା ଅନଲାଇନରେ ଚାଟିଂ କରୁଥିବା, ବିବାହ ପ୍ରସ୍ତାବ…

ହୁସିଆର, ମହଙ୍ଗା ପଡିବ ପ୍ଲାଷ୍ଟିକ ବ୍ୟବହାର ! ବିଶେଷଜ୍ଞଙ୍କ ମତ ପ୍ଲାଷ୍ଟିକ ହେଉଛି କ୍ୟାନ୍ସରର ମୁଖ୍ୟ କାରଣ ।

ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଆଜିଭଳି ଦିନରେ ପରିବେଶକୁ ସୁରକ୍ଷିତ ରଖିବାର ସଂକଳ୍ପ ସମସ୍ତେ ନେବା ଉଚିତ । କିନ୍ତୁ ଦିଲ୍ଲୀରେ ପ୍ଲାଷ୍ଟିକକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଆଜିକାଲି ଦୁନିଆରେ ପ୍ଲାଷ୍ଟିକ ଏକ ନିତ୍ୟାବଶ୍ୟକୀୟ ପଦାର୍ଥ ପାଲଟି ଯାଇଛି । ଆମେମାନେ ପ୍ରତିଦିନ କୌଣସି ନା…

ମୋଦି ସରକାରଙ୍କ ୩ଟି ମହତ୍ୱାକାଂକ୍ଷୀ ଯୋଜନା ! ବୟସ୍କଙ୍କ ପାଇଁ ପେନସନ, ଗର୍ଭବତୀଙ୍କୁ ଆର୍ଥିକ ସହାୟତା ଓ ମୋଦି କେୟାର…

କନକ ବୁରୋ : ବିଭିନ୍ନ ଉପନିର୍ବାଚନରେ ବିଜେପିର ପରାଜୟ ମୋଦିଙ୍କ ଲୋକପ୍ରିୟତା ଉପରେ ସନ୍ଦେହ ସୃଷ୍ଟି କରୁଥିବା ବେଳେ ସମସ୍ତଙ୍କୁ ଚମକାଇବା ଭଳି ଏକ ବଡ ଯୋଜନା ମୋଦି ଆଣୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି, ମାଷ୍ଟରଷ୍ଟ୍ରୋକ ମାରିବାକୁ ଯାଉଛନ୍ତି ମୋଦି ।…

ସୁନନ୍ଦା ମାମଲାରେ ବଢ଼ିଲା ଶଶୀଙ୍କ ଅଡୁଆ : ଦିଲ୍ଲୀ ପୁଲିସର ଚାର୍ଜସିଟ୍ ଆଧାରରେ ଶଶୀଙ୍କୁ ଆରୋପୀ ମାନିଲେ ପଟିଆଲା ହାଉସ୍…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମାମଲାରେ ବଢ଼ିଲା ଶଶୀ ଥରୁରଙ୍କ ଅଡୁଆ । ପଟିଆଲା ହାଉସ୍ କୋର୍ଟ ଦିଲ୍ଲୀ ପୁଲିସର ଚାର୍ଜସିଟ୍ ଆଧାରରେ ଆଜି ଶଶୀ ଥରୁରଙ୍କୁ ଅଭିଯୁକ୍ତ ବିବେଚନା କରିଛନ୍ତି । ଜୁଲାଇ ୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଶଶୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…