Daily Archives

June 6, 2018

ଅଣ୍ଡା ଆମିଷ ନା ନିରାମିଷ ! ପ୍ରମାଣ ଦେଲେ ବୈଜ୍ଞାନିକ

ପ୍ରତିଦିନ ଖାଦ୍ୟସୂଚିରେ ଅଣ୍ଡା ଏକ ଆବଶ୍ୟକୀୟ ଖାଦ୍ୟ ପାଲଟି ଯାଇଛି । ପ୍ରତିଦିନ ଖାଦ୍ୟରେ ଗୋଟିଏ ଲେଖାଏଁ ଅଣ୍ଡା ଖାଇବା ଶରୀର ପ୍ରତି ମଧ୍ୟ ହିତକର ହୋଇଥାଏ । ଅଣ୍ଡାରେ ପୋଷକ ତତ୍ୱ ଅଧିକ ମାତ୍ରାରେ ଥିବାରୁ ଡାକ୍ତରମାନେ ମଧ୍ୟ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏଥିସବୁ ମଧ୍ୟରେ ବି…

ଆରବିଆଇ ବଢ଼ାଇଲା ରେପୋ ରେଟ୍ ! ଏଣିକି ଦେବାକୁ ପଡ଼ିବ ଅଧିକ EMI, ବ୍ୟାଙ୍କରୁ ରଣ ନେବା ହେବ ମହଙ୍ଗା

ମୁଦ୍ରାନୀତି ସମୀକ୍ଷା କରିଛି ଆରବିଆଇର । ରେପୋ ରେଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ରେପୋ ରେଟ ଶୂନ୍ ଦଶମିକ ୨୫ ପ୍ରତିଶତ ବୃଦ୍ଧି ପରେ ୬.୨୫ ପ୍ରତିଶତରେ ପହଂଚିଛିା ଫଳରେ ବ୍ୟାଙ୍କ ଋଣ ହୋଇପାରେ ମହଙ୍ଗା । ପୂର୍ବରୁ ରେପୋ ରେଟ୍ ୬ ପ୍ରତିଶତ ଥିବା ବେଳେ ଏଥିରେ ୨୫ ବେସିସ୍…

ଭାରତକୁ ଆସିଲା ନୂଆ ଇଲେକ୍ଟ୍ରିକ ସ୍କୁଟର ଆଥର୍-ଏସ୩୪୦ । ଥରେ ଚାର୍ଜ କଲେ ଚାଲିବ ୬୦ କିଲୋମିଟର, ଦମଦାର ସ୍ପିଡ୍ ସହ…

ଭାରତରେ ଇଲେକ୍ଟ୍ରିକ ସ୍କୁଟରର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଦେଶ କମ୍ପାନୀ ଗୁଡିକ ମଧ୍ୟ ଭାରତକୁ ତାଙ୍କର ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ ଗାଡ଼ିକୁ ଅଧିକରୁ ଅଧିକ ମାତ୍ରାରେ ପଠାଉଛନ୍ତି । ଠିକ୍ ସେହିଭଳି ଭାରତରେ ବହୁ ଦିନରୁ ଯୁବଗୋଷ୍ଠୀ ମାନେ ଆଥର୍-ଏସ୩୪୦ ର ଅପେକ୍ଷାରେ ରହିଥିଲେ…

ପଥର ତଳେ ଚପି ରହିଥିବା ଦୁଇ ଜଣଙ୍କ ଉଦ୍ଧାର ପାଇଁ ବିସ୍ଫୋରଣ କରିବ ସେନା! ରାଣୀଗଡ ଗାଁ ଲୋକଙ୍କ ସହ ଜିଲ୍ଲା ପ୍ରଶାସନର…

କନକ ବ୍ୟୁରୋ : ପାହାଡ ଫୁଟାଇ ଜୟପୁରର ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯିବ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଘଟଣାସ୍ଥଳରୁ ୧ କିଲୋମିଟର ପର୍ଯ୍ୟନ୍ତ ମଣିଷ, ଗାଈଗୋରୁଙ୍କୁ ଖାଲି କରିବାକୁ କୁହାଯାଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପରେ କେତେବେଳେ ବିସ୍ଫୋରଣ କରାଯିବ…

ଗୁଡି ଉଡିଗଲା ଆତ୍ମା ଉଡିଗଲା! ମୃତ୍ୟୁ ଶଯ୍ୟାରେ ରସରାଜ ନାରାୟଣ ପ୍ରସାଦ ସିଂ, ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀକୁ ଦେଇଥିଲେ…

କନକ ବ୍ୟୁରୋ : ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କର ଆଜି ୮୬ ବର୍ଷ ବୟସରେ ପରଲୋକ ଘଟିଛି । ୭୦ ଓ ୮୦ ଦଶକରେ ଅନେକ ହିଟ ଓଡିଆ ଗୀତ ଲେଖିଥିଲେ ନାରାୟଣ । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ସାଧନା ପାଇଁ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ…