Daily Archives

June 10, 2018

ବ୍ଲାଷ୍ଟ ହୋଇପାରେ ଆପଣଙ୍କ ମୋବାଇଲ ଫୋନ! ଯଦି ଏହି ୮ଟି ଦିଗ ଉପରେ ଧ୍ୟାନ ନ ଦିଅନ୍ତି

ଗତ କିଛି ଦିନ ହେବ ମୋବାଇଲ ବିସ୍ଫୋରଣ ଭଳି ଘଟଣା ସାମ୍ନାକୁ ଆସୁଛି । କିଏ ଗୀତ ଶୁଣିବା ବେଳେ, ତ କିଏ ଗେମ୍ ଖେଳିବା ବେଳେ ଫୋନ ଫାଟିବାର ବା ବ୍ଲାଷ୍ଟ ହେବାର ଖବର ସାମ୍ନାକୁ ଆସିବା ସହ ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି । କିଛି ଲୋକଙ୍କ ଅସାବଧାନତା ପାଇଁ ଏପରି ଘଟୁଥିବା ବେଳେ, ଆଜି…

ଖାଉଟି ଅଦାଲତର ଗୁରୁତ୍ୱପୂର୍ଣ୍ଣ ରାୟ ! ଟ୍ରେନରେ ଚୋରି ହୋଇଗଲା ଯାତ୍ରୀଙ୍କ ବ୍ୟାଗ୍, କ୍ଷତିପୂରଣ ବାବଦକୁ ରେଳବାଇ ଦେବ…

ଟ୍ରେନରେ ଯାତ୍ରା କରୁଥିବା ଏକ ଦମ୍ପତିଙ୍କ ବ୍ୟାଗ୍ ଚୋରି ହୋଇଯିବାରୁ ଏବେ ରେଳବାଇକୁ ଏଥିପାଇଁ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଜଣା ପଡ଼ିଛି । ବ୍ୟାଗ୍ ଚୋରି ପରେ ଦମ୍ପତି ରେଳବାଇକୁ ଏ ନେଇ ଜରିମାନା ଦେବା ପାଇଁ ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷପ ନେଇ ନଥିଲା ରେଳବାଇ । ଶେଷରେ…

ଏମିତି ପୁଅକୁ ଛି ! ଜନ୍ମକଲା ମାଆକୁ ଘୋଷାଡ଼ି ଘୋଷାଡ଼ି ଗୋଇଠା ମାରିଲା ନୃଶଂସ ପୁଅ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା…

‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’। ଯେଉଁ ସଂସ୍କୃତିରେ ମାଆକୁ ସ୍ୱର୍ଗଠାରୁ ବି ଉଚ୍ଚ ବୋଲି ବିବେଚନା କରାଯାଏ ସେହି ମାଟିରେ ଜଣେ ପୁଅ ନିଜର ଜନ୍ମକଲା ମାଆକୁ ଗୋଇଠା ମାରୁଥିବା କଥା ସଂସ୍କୃତିକୁ ପରିହାସ କରୁଛି। ନିକଟରେ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଭିଡିଓଟିକୁ ଆପଣ ଦେଖି…

ରତ୍ନଭଣ୍ଡାରର ଚାବି ହଜିବା ନେଇ ରାଜ୍ୟର ସବୁ ଥାନାରେ ବିଜେପି ଦେବ ଏତଲା ! ସପ୍ତାହ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ!

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ନେଇ ଦିନକୁ ଦିନ ରାଜନୀତି ବଢ଼ି ଚାଲିଛି । ଆଉ ଏସବୁ ଭିତରେ ଏହାକୁ ରାଜନୈତିକ ମୁଦ୍ଦା କରିବାକୁ ଆଦୌ ସୁଯୋଗ ହାତଛଡ଼ା କରୁନାହିଁ ବିଜେପି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି, ରାଜ୍ୟର ସବୁ ଜିଲ୍ଲା ଓ ଉପଖଣ୍ଡରେ କାଲିଠୁ ଜନଜାଗରଣ ଓ…

୧୧ ଦିନର ଅପରେସନର ଦୁଃଖଦ ଅନ୍ତ ! ସେନାର ପଥର ବ୍ଲାଷ୍ଟିଂ ପରେ ମିଳିଲା ପ୍ରଥମ ଅପରେଟରଙ୍କ ମୃତଦେହ, ଆଉ ଜଣଙ୍କୁ…

କନକ ବ୍ୟୁରୋ : ୧୧ ଦିନର ଅପରେସନର ଦୁଃଖଦ ଅନ୍ତ । ୧୧ ଦିନ ପରେ କୋରାପୁଟ ରାଣିଗଡ ପାହାଡରେ ପୋତି ହୋଇ ରହିଥିବା ଜଣେ ଜେସିବି ଅପରେଟରଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ୮ ଟି ବ୍ଲାଷ୍ଟିଂ ପରେ ଆଜି ପ୍ରଥମ ମୃତଦେହ ନଜର ଆସିଥିଲା । ପୂର୍ବରୁ ଦ୍ୱିତୀୟ ଜେସିବି ମେସିନକୁ ପଥର ତଳେ ଠାବ…