ଫୋନି ପରେ ଦିନରାତି ଏକ କରି କାମ କରୁଛନ୍ତି ଅଗ୍ନିଶମ କର୍ମଚାରୀ । ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଗଛ କାଟିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି କର୍ମଚାରୀ

87