Browsing Category

ନ୍ୟୁଜ୍

ବାହାନଗା ଟ୍ରେନ୍ ଦୁର୍ଘଟଣା : ଏଥିପାଇଁ କିଏ ଦାୟୀ ? କାହିଁକି ହେଲା ଦୁର୍ଘଟଣା ?

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ କିଏ ଦାୟୀ ? ସିଗନାଲରେ ତ୍ରୁଟି ଓ ଷ୍ଟେସନ୍ ମାଷ୍ଟରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ରେଲୱେ ସେଫଟି କମିଶନର ବା ସିଆରଏସ୍ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍…
Read More...

ବିରୋଧ ସତ୍ତ୍ୱେ ପାତାଳି ଶ୍ରୀକ୍ଷେତ୍ରରେ ଫାଇଭ-ଟି ସଚିବ, ମହାପ୍ରଭୁଙ୍କୁ କଲେ ଦର୍ଶନ

କନକ ବ୍ୟୁରୋ : ପାତାଳି ଶ୍ରୀକ୍ଷେତ୍ରରେ ୫ଟି ସଚିବ ଭି.କେ ପାଣ୍ଡିଆନ । ସୋନପୁର ଗସ୍ତରେ ଥିବା ବେଳେ ସଚିବ ପାତାଳି ଶ୍ରୀକ୍ଷେତ୍ର ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏହାବାଦ ମିଶନ ଶକ୍ତି…
Read More...

ତିନୋଟି ଗାଡିକୁ ଧକ୍କା ଦେଲା ଟ୍ରକ୍ । ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ୧୦ ଲୋକ ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ୩ଟି ଗାଡିକୁ ଗୋଟିଏ ଟ୍ରକ୍ ଧକ୍କା ଦେବା ପରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ୧୦ ଜଣ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ମହାରାଷ୍ଟ୍ରର ଧୁଲେରେ ମଙ୍ଗଳବାର ଏହି ଦୁର୍ଘଟଣା…
Read More...

ପରିବା ଦେଇ କଂଗ୍ରେସ କର୍ମୀଙ୍କ ପ୍ରତିବାଦ : ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଜଳସେଚନ ଅଫିସରେ ହୋହଲ୍ଲା

କନକ ବ୍ୟୁରୋ : ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କର୍ମୀ ଜଳସେଚନ ଅଫିସରେ ହୋହଲ୍ଲା କରିଛନ୍ତି  । ୪୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥିବା କଂଗ୍ରେସ କହୁଛି । ତଥାବି କାମ…
Read More...

ମହାରାଷ୍ଟ୍ର ମହାଡ୍ରାମା: ପ୍ରଫୁଲ୍ଲ ପଟେଲଙ୍କ ଦାବି ଆମ ପାଖରେ ରହିଛି ୪୦ ବିଧାୟକଙ୍କ ସମର୍ଥନ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ମଧ୍ୟ ରାଜନୈତିକ ଡ୍ରାମା ଜାରି । ସାଂସଦ ପ୍ରଫୁଲ୍ଲ ପଟେଲ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ସହ ୪୦ ବିଧାୟକ ରହିଛନ୍ତି । ବହୁମତ ଆମ ସହ ଏବେ ବି ରହିଛି । ଗତ ରବିବାର ଅଜିତ ପାୱାର ୮ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଏକ ଘଣ୍ଟା…
Read More...

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା : ହାଇକୋର୍ଟରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି

କନକ ବ୍ୟୁରୋ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ହାଇକୋର୍ଟରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି । ଏନବିଡବ୍ଲ୍ୟୁ ଉପରେ ଅନ୍ତରୀଣ ରହିତାଦେଶ କୋର୍ଟ ଜାରି କରିଛନ୍ତି ।କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ…
Read More...

ହଙ୍ଗାମା ମଧ୍ୟରେ ଏନସିପିର ନୂଆ କାର୍ଯ୍ୟାଳୟର ଉଦଘାଟନ କଲେ ଅଜିତ ପାୱାର । 

କନକ ବ୍ୟୁରୋ: ଏନସିପି ନେତା ଅଜିତ ପାୱାର ଦକ୍ଷିଣ ମୁମ୍ବାଇରେ ନୂଆ ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଏହା ମନ୍ତ୍ରାଳୟର ଠିକ୍ ସାମନାରେ ରହିଛି । ସେପଟେ ଏନସିପି କାର୍ଯ୍ୟାଳୟରେ ହଙ୍ଗାମା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ରର କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଅଜିତ…
Read More...

ଦୁର୍ଘଟଣାର ଶିକାର ହେଲେ କିଙ୍ଗ ଖାନ୍ : ରକ୍ତ ବାହାରିବାରୁ ହସ୍ପିଟାଲରେ ଭର୍ତ୍ତି; ମେଡିକାଲ ଟିମ୍ କରୁଛି ଚିକିତ୍ସା

କନକ ବ୍ୟୁରୋ : ଦୁର୍ଘଟଣାର ଶିକାର ହୋଇଛନ୍ତି କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ଯେଉଁ କାରଣରୁ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ…
Read More...

5T ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ ପଡ଼ିବ ମହଙ୍ଗା ! ଅଣ୍ଡାମାଡ଼ କରିଥିବା କର୍ମୀଙ୍କ ପାଇଁ ଫେସବୁକରେ ଏମିତି ଲେଖିଲା ‘ଆପ୍’…

କନକ ବ୍ୟୁରୋ: ମହଙ୍ଗା ପଡ଼ିବ ଫାଇଭ୍-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ । ସୁବର୍ଣ୍ଣପୁରର ଉଲୁଣ୍ଡାକୁ ଗସ୍ତ ସମୟରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ଆପ୍ କର୍ମୀ । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଓଡିଶା ଶାଖାର ପ୍ରତିକ୍ରିୟା ରଖିଛି । ଆଉ ଦଳ ଫେସବୁକ୍ ପେଜରେ ପୋଷ୍ଟ କରି ଲେଖିଛି…
Read More...

ବାହାନଗା ଟ୍ରେନ ଦୁର୍ଘଟଣାର ସତ : ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ କିଏ ଦାୟୀ ? ସିଗନାଲରେ ତ୍ରୁଟି ଓ ଷ୍ଟେସନ୍ ମାଷ୍ଟରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ରେଲୱେ ସେଫଟି କମିଶନର ବା ସିଆରଏସ୍ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍…
Read More...