Browsing Category

ନ୍ୟୁଜ୍

ଜୁଲାଇ ୧ରୁ ୧୨ ସୁଦ୍ଧା ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା । କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ରେକର୍ଡ

କନକ ବ୍ୟୁରୋ: ବର୍ଷା: କେଉଁଠି କେମିତି? ଜୁଲାଇ ମାସରେ ମୌସୁମୀ ଭିଜାଉଛି ଚାଷୀଙ୍କ ଆଖି । ତେବେ ପ୍ରତିଦିନ ବର୍ଷା ସମ୍ପର୍କୀତ ତଥ୍ୟ ପ୍ରକାଶ କରୁଛି ପାଣିପାଗ ବିିଭାଗ । ଆଜି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଅଧାରୁ ଅଧିକ ଜିଲ୍ଲାରେ ନିଅଁଟିଆ…
Read More...

ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ ! ବନ୍ଦ ପାଇଁ ଚେତାବନୀ ଦେଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ

କନକ ବ୍ୟୁରୋ: ୩ଦିନ ପରେ ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ! ଉଠାଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସେସନ । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନପକ୍ଷରୁ…
Read More...

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଅକ୍ଟୋବର ୩୧ ସୁଦ୍ଧା ବର୍ଷା-ଅନୁଭବ ଛାଡପତ୍ର! 

କନକ ବ୍ୟୁରୋ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ଛାଡପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ । ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ । ୪ ସପ୍ତାହ ମଧ୍ୟରେ ଜବାବ…
Read More...

ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଫ୍ରାନ୍ସ ପ୍ରଧାନମନ୍ତ୍ରୀ କଲେ ସ୍ୱାଗତ । ଜାଣନ୍ତୁ, କଣ ରହିଛି ପୂରା…

କନକ ବ୍ୟୁରୋ: ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ଷଷ୍ଠ ଫ୍ରାନ୍ସ ଯାତ୍ରା । ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍…
Read More...

ଚୀନକୁ ସୁରକ୍ଷା ଦେଇପାରିବନି ଏସ୍-୪୦୦, ଭାରତର ବ୍ରହ୍ମୋସ କରିଦେବ ଧ୍ୱସ୍ତବିଧ୍ୱସ୍ତ । ଡ୍ରାଗନ ବାହିନୀ ପାଇଁ ଆତଙ୍କ…

କନକ ବ୍ୟୁରୋ : କାମ ଦେବନି ଚୀନର ସୁରକ୍ଷାକବଚ, ଡ୍ରାଗନବାହିନୀକୁ ଧ୍ୱସ୍ତବିଧସ୍ତ କରିଦେବ ଭାରତର ବ୍ରହ୍ମାସ୍ତ୍ର ବ୍ରହ୍ମୋସ । ଥରେ ଟାର୍ଗେଟ ସେଟ୍ ହେବା ମାତ୍ରେ ଏହାକୁ ଅଟକାଇବା ମୁସ୍କିଲ । ଶତ୍ରୁର ସଂହାର କରିବା ପରେ ହିଁ ଶାନ୍ତ ହେବ ବ୍ରହ୍ମୋସ । ତେବେ ଚୀନର ସୁରକ୍ଷାକବଚ କୁହାଯାଉଥିବା…
Read More...

ରୁସ୍ତମ-ଏ- ହିନ୍ଦ୍ ‘ଦାରା ସିଂହ’, କାଜୁ ଖୁଆଇବା ପାଇଁ ଥିଲେ ୨ ଜଣ ଲୋକ

କନକ ବ୍ୟୁରୋ: ରୁସ୍ତମ-ଏ- ହିନ୍ଦ ଦାରା ସିଂହ । ୨୦୦ କିଲୋର କିଙ୍ଗ କଙ୍ଗକୁ ରିଙ୍ଗରୁ ବାହାରକୁ ଫୋଫାଡିଦେଇଥିବା ଦାରା ସିଂହଙ୍କୁ ଆପଣ ସମସ୍ତେ ଜାଣିଥିବେ । ବିଶ୍ୱ ଚାମ୍ପିୟନ ହେବା ପରେ ଯେତେବେଳେ ଦାରା ସିଂହ ଫିଲ୍ମରେ କାମ କରିବାକୁ ଆସିଥିଲେ ସେତେବେଳେ ଅନେକ ଅଭିନେତ୍ରୀ ତାଙ୍କ ସହ କାମ…
Read More...

ଘରୋଇ ଡାକ୍ତରଖାନା ପାର୍କିଂରୁ ଗୋଲଡେନ ବାବାର ଦାମୀ ଗାଡି ସିଜ୍। ଗାଡିକୁ ଜବତ କଲା ଇଡି 

କନକ ବ୍ୟୁରୋ: ଗୋଲଡେନ ବାବର ଗାଡି ସିଜ୍ । ବାବାର ବିଏମଡବ୍ଲୁ ଗାଡି ସିଜ୍ ହୋଇଛି । ଏକ ଘରୋଇ ହସପିଟାଲର ପାର୍କିଂରୁ ଏହାକୁ ସିଜ କରାଯାଇଛି । ଇଡି ଏହାକୁ ଜବତ କରିଛି । ପୂର୍ବରୁ ଏକ ଅଡି ଗାଡିକୁ ମଧ୍ୟ ସିଜ କରାଯାଇଥିଲା । ଏନେଇ ଇଡି ସୂଚନା ଦେଇଛି ।
Read More...

ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ବୟାନ। କହିଲେ ନିର୍ବାଚନ ଲଢ଼ିବାକୁ ସାମର୍ଥ୍ୟ ଅଛି, କାହିଁକି…

କନକ ବ୍ୟୁରୋ: ଚର୍ଚ୍ଚାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ । ପ୍ରସନ୍ନ କହିଛନ୍ତି, ମୁହଁ ଖୋଲିଲେ ଟିକେଟ୍ କଟିଯିବ । ଶଙ୍ଖଭବନରେ ଦଳୀୟ ବୈଠକ ଚାଲିଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ନିର୍ବାଚନର ଲଢ଼ିବା ପାଇଁ ମୋର ବୟସ ଓ ସାମର୍ଥ୍ୟ ଅଛି । ଯଦି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି। କହିଲେ, ମୋ ଅଭିଯୋଗ ଶୁଣାଣି ଉପରେ ବିଶ୍ୱାସ କରନ୍ତି ନାହିଁ…

କନକ ବ୍ୟୁରୋ: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ଅଭିଯୋଗ ଶୁଣାଣି ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ନାହିଁ । ୨୩ ବର୍ଷରେ ୨୩ ଥର ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବେ କି ନାହିଁ ସନ୍ଦେହ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ…
Read More...

ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା। ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କନକ ବ୍ୟୁରୋ: ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ପିଟିସନର ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ କୋର୍ଟ । ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟ ।
Read More...