ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭାଗବଣ୍ଟା : ଏଣିକି ବିଜୁ ପକ୍କା ଘର ଯୋଜନା ଲୋଗୋ ସହ ଉଲ୍ଲେଖ ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ । ରାଜ୍ୟ ସରକାର କହିଲେ, କେନ୍ଦ୍ର ଓ ରାଜ୍ୟର ଅଂଶଧନ ୫୬-୪୪ ପ୍ରତିଶତ

10