ଚିଲିକାରେ ଚକ୍ରବାତ ! ପାଣି ମଝିରେ ସୃଷ୍ଟି ହେଲା ଘୂର୍ଣ୍ଣିଝଡ, ପବନ ସହ ଉପରକୁ ଉଠିଲା ପାଣି ।
କନକ ବ୍ୟୁରୋ : ପୁଣି ଥରେ ଚିଲିକା ମଝିରେ ସୃଷ୍ଟି ହୋଇଛି ଚକ୍ରବାତ । ପାଣି ମଝିରେ ଏପରି ଭୟଙ୍କର ଦୃଶ୍ୟ ଦେଖି ଆତଙ୍କିତ ହୋଇ ପଡିଛନ୍ତି ଅଂଚଳବାସୀ । କାରଣ ୨ ସପ୍ତାହ ତଳେ ଏପରି ଘୂର୍ଣ୍ଣି ଝଡ଼ ଦେଖିବାକୁ ମିଳିଥିଲା । ଏହି ଚକ୍ରବାତରେ କୃଷ୍ଣପ୍ରସାଦ ଅଂଚଳରେ ଜଣଙ୍କର ଘର ଆଜବେଷ୍ଟ ପ୍ରାୟ ୫୦୦…