ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା: ଗତ ଦୁଇଦିନ ହେଲା ଥିଲେ ଛୁଟିରେ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ଆଜି ଥିଲା ବାପାଙ୍କ ଶ୍ରାଦ୍ଧ, ଯାଜପୁର ଜିଲ୍ଲାର ଭୁବନେଶ୍ୱର ପଂଚାୟତ ବିହାରୀ ମଠ ସ୍ଥିତ ଗାଁ ଯାଇଥାନ୍ତେ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ । କିନ୍ତୁ ଘରେ ପହଁଚିଲା ମୃତ୍ୟୁ ଖବର । ଘରେ ପଡି ଯାଇଥିଲା କାନ୍ଦ ବୋବାଳି । କଟକ ସିଡିଏ ସ୍ଥିତ ସରକାରୀ ବାସଭବନରେ ସ୍ତ୍ରୀ ଓ…

ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ସ୍କୁଲ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । 

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ବିଦ୍ୟାଳୟ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । ମାଲାକନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ବିଏସଏଫ ପକ୍ଷରୁ ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ…

ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚ। ସରକାରୀ ସହାୟତାକୁ ଅପେକ୍ଷା। 

କନକ ବ୍ୟୁରୋ: ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚଙ୍କ ଜୀବନ । ଦିନେ ଲୋକଙ୍କ ସୁଖ ଦୁଃଖର ସାଥୀ ହେଉଥିଲେ । ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଭଲମନ୍ଦରେ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗରେ ହାତ ବଢାଉଥିଲେ । ହେଲେ ଏବେ ସେ ନିଜେ ସହଯୋଗ ଲୋଡୁଛନ୍ତି । ଜରିପାଲ ତଳେ ରହୁଥିବା ବେଳେ ସରକାରୀ…

କେରଳ ହାଇକୋର୍ଟଙ୍କ ଟିପ୍ପଣୀ ପରେ ବଡ଼ ବିତର୍କ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁ ନାହାନ୍ତି ଦେଶର ଯୁବପୀଢ଼ି

କନକ ବ୍ୟୁରୋ: ଲିଭ ଇନ ରିଲେନସନସିପକୁ ନେଇ କେରଳ ହାଇକୋର୍ଟଙ୍କ ରାୟ ଦେଶରେ, ଯୁବ ପୀଢିଙ୍କ ମଧ୍ୟରେ ବିତର୍କ ସୃଷ୍ଟି କରିଛି । କୋର୍ଟ ଏକ ବିବାହ ବିଚ୍ଛେଦ ମାମଲାର ରାୟ ଶୁଣାଇ ଟିପ୍ପଣୀ କରିଛନ୍ତି, ଯୁବପିଢି ଭାବୁଛନ୍ତି ବିବାହ କଲେ ସ୍ୱାଧୀନତା ରହିବ ନାହିଁ । ତେଣୁ ସମାଜରେ ‘ୟୁଜ ଆଣ୍ଡ…

ଆଇପିଏସସ୍ତରରେ ଅଦଳବଦଳ । ୪ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟା ପଦୋନ୍ନତି ।

କନକ ବ୍ୟୁରୋ: ଆଇପିଏସ ସ୍ତରରେ ଅଦଳବଦଳର କରିଛନ୍ତି ରାଜ୍ୟ ସରକାର । ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରେ ଅଛନ୍ତି, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ସିଦ୍ଧାର୍ଥ…

ସେପ୍ଟେମ୍ବର ପ୍ରଥମ ୨ ସପ୍ତାହରେ ଆସୁଛି ଦୁଇଟି ଲଘୁଚାପ! ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା, ୮ଟି ଜିଲ୍ଲାକୁ ୟେଲୋ…

କନକ ବ୍ୟୁରୋ: ଅଗଷ୍ଟ ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ଆସିଥିବା ବେଳେ ସେପ୍ଟେମ୍ବରରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ । ପ୍ରଥମ ସପ୍ତାହରେ ଅର୍ଥାତ୍ ୮ ତାରିଖ ମଧ୍ୟରେ ଗୋଟିଏ ଲଘୁଚାପ ଓ ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଗୁହାଳ ପାଇଁ ହେଉଥିଲା ପିସି କାରବାର। ବିଲ୍ ପାସ କରାଇଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଯନ୍ତ୍ରୀ।

କନକ ବ୍ୟୁରୋ: ଗୁହାଳ ପାଇଁ ହେଉଥିଲା ପିସି କାରବାର । ଗୁହାଳ ବିଲ କରାଇ ଦେବାକୁ କହି ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଭାଗୀୟ ଯନ୍ତ୍ରୀ । ଗଞ୍ଜାମ ବେଗୁନିଆପଡ଼ା ବ୍ଳକର ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଆଜି ଧରାପଡିଛନ୍ତି । ବେଗୁନିଆପଡ଼ା ବୁରୁଝୁରୀ…

ଗାଁ ଗାଁରେ ଗରିବ ଖୋଜିବେ ସରକାର: ଘର ଘର ବୁଲି କରିବେ ସର୍ଭେ

କନକ ବ୍ୟୁରୋ: ଦାରିଦ୍ର୍ୟ ଦୂରିକରଣ ପାଇଁ ସରକାର ଅନେକ ଯୋଜନା କରୁଛନ୍ତିି । କିନ୍ତୁ ରାଜ୍ୟର ଗରିବୀ ସଂଖ୍ୟା ଯେମିତି ହ୍ରାସ ପାଇବା କଥା ସେମିତି ଦେଖିବାକୁ ମିଳୁନାହିଁ । ତେବେ କାହିଁକି ରାଜ୍ୟରେ ଗରିବୀ ସଂଖ୍ୟା କମୁନାହିଁ? ହେଉଥିବା ଯୋଜନା ଲୋକଙ୍କ ନିକଟରେ ପହଁଚୁଛି କି ନାହିଁ? ଏହାର…

ଢେଙ୍କାନାଳ ପୌରସଂସ୍ଥାରେ କାଉନସିଲରଙ୍କ ମଧ୍ୟରେ ବଢୁଛି ରାଜନୈତିକ କଳି। ପଦାରେ ପଡିଛି ବିଜେଡି, ବିଜେପି ବିବାଦ।

କନକ ବ୍ୟୁରୋ: ଢେଙ୍କାନାଳ ପୌରସଂସ୍ଥାରେ ଦେଖାଦେଇଛି ଘୋର ସଙ୍କଟ । ୧୪ ବିଜେଡି କାଉନସିଲର ଏବଂ ୯ ବିଜେପି କାଉନସିଲରଙ୍କ ମଧ୍ୟରେ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଗଷ୍ଟ ୩୧ ସ୍ୱାୟତଶାସନ ଦିବସରେ ବିବାଦ ନେଲା ଉଗ୍ର ରୁପ, ହେଲା ନାହିଁ କୌଣସି କାର୍ଯ୍ୟକ୍ରମ । ନଗରପାଳ ଓ ଉପ…

ଆସୁଛି ୨୦୨୨ର ବଡ ମହାବାତ୍ୟା: ଚୀନ ଓ ଜାପାନ ଉପରେ ମାଡି ଆସୁଛି ବିପଦ!

କନକ ବ୍ୟୁରୋ: ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଭୟଙ୍କର ରୂପ ଧାରଣ କରିଛି । ସମୁଦ୍ର ଭିତରେ ବଳ ଗୋଟାଇ ପୂର୍ବ ଚୀନ ସାଗର ଛୁଇଁସାରିଥିବା ଏହି ସାମୁଦ୍ରିକ ଝଡର ନାଁ ରଖାଯାଇଛି ହିନାମନୁର । ଏହା ଏବେ ଚୀନର ପୂବ ଉପକୂଳ ଓ ଜାପାନର ଦକ୍ଷିଣରେ ଥିବା ଓକିନାକା ଦ୍ୱିପ ଆଡକୁ…