ଉପରମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀରେ ବଢୁଛି ଜଳସ୍ତର : ବିପଦ ସଙ୍କେତ ଉପରେ ରାଜ୍ୟର ୩ ନଦୀର ଜଳସ୍ତର

କନକ ବ୍ୟୁରୋ : ଲଘୁଚାପଜନିତ ବର୍ଷା ଯୋଗୁ ମହାନଦୀ ସମେତ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳ ୬ ଟା ସୁଦ୍ଧା କିଛି ନଦୀରେ ପାଣି ବିପଦ ସଙ୍କେତ ଉପରେ ଥିବା ସୂଚନା ମିଳିଛି । ବୈତରଣୀ ନଦୀରେ ଆଖୁଆପଦା ଠାରେ ବିପଦ ସଙ୍କେତ ପାର କରି ୧୮ ଦଶମିକ ୬ ମିଟର ଉପରେ…

ଲଘୁଚାପ ପ୍ରଭାବ : ଏରସମାରେ ସର୍ବାଧିକ ବର୍ଷା ରେକର୍ଡ

କନକ ବ୍ୟୁରୋ : ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଅବପାତରେ ପରିଣତ ହେବା ପରେ ଦୁର୍ବଳ ହେବ। ଆସନ୍ତା…

ଗାଁରେ ପଶିଲା ମହାନଦୀର ବନ୍ୟାଜଳ । ହରଭଙ୍ଗା ବ୍ଲକର ୫୫ ଗାଁ ପାଣି ଘେରରେ

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାରେ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୫୫ଟି ଗାଁ ପ୍ରଭାବିତ ହୋଇଛି । ମହାନଦୀରେ ବନ୍ୟା ଯୋଗୁଁ ହରଭଙ୍ଗା-ଧଳପୁର ଜଗନ୍ନାଥସଡ଼କର…

ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ । ୬୨ ବର୍ଷ ବୟସରେ ଆଖି ବୁଜିଲେ ସେୟାର ବଜାରର ବିଗବୁଲ୍ ।

କନକ ବ୍ୟୁରୋ : ସେୟାର ବଜାରର ବିଗବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷ ବୟସରେ ପରଲୋକ । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝୁନଝୁନୱାଲା । ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ବିଭିନ୍ନ…

ଦୁର୍ଘଟଣାରେ ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ମୃତ । ଅଙ୍ଗରକ୍ଷୀ, ଡ୍ରାଇଭର ମଧ୍ୟ ଗୁରୁତର

କନକ ବ୍ୟୁରୋ: କାର ଧକ୍କାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ବିନାୟକ ମେଟେ ତାଙ୍କ କାରରେ ବିଡରୁ ମୁମ୍ବାଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ…

ଛତିଶଗଡରେ ରେଡ୍ ଆଲର୍ଟ ଜାରି : ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ଘରେ ପଶୁଛି ପାଣି

କନକ ବ୍ୟୁରୋ : ଛତିଶଗଡରେ ରେଡ୍ ଆଲର୍ଟ ଜାରି । ବିଳାସପୁର ଓ ରାୟପୁର ରେଞ୍ଜ ଲାଗି ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ରାୟଗଡ, ବଲୋଦାବଜାର, ଜାଞ୍ଜଗିର ଚାମ୍ପା, ରେଡ୍ ଆଲର୍ଟ ଜାରି । ବିଳାସପୁର, କୋର୍ବା, ମଙ୍ଗେଲି, ଗରିଆବାଦ, ରାୟପୁର, ଦୁର୍ଗ ଓ ଧମତରି ସଂଲଗ୍ନକୁ ଅରେଞ୍ଜ ଆଲର୍ଟ…

ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା ନଦୀର ଜଳସ୍ତର । ଆତଙ୍କିତ ଅବସ୍ଥାରେ ତଳିଆ ଅଞ୍ଚଳର ଲୋକେ

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ମଥାନୀ ଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ । ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬ ଦଶମିକ ୩୧ ମିଟର ରହିଛି । ପାଣି ଘେରରେ ୫୦ ହେକ୍ଟରରୁ ଅଧିକ ଚାଷ ଜମି । ବସ୍ତା ବ୍ଲକର ଦୁଧହଂସା ଓ ମଥାନୀ ପଞ୍ଚାୟତର ୧୦ ଗାଁ…

ଲଘୁଟାପ ପ୍ରଭାବ : ଟ୍ୱିନସିଟିକୁ ସତର୍କ ସୂଚନା ଜାରି; ତଳିଆ ଅଞ୍ଚଳରେ ପାଣି ପଶିଯିବା ସମ୍ଭାବନା

କନକ ବ୍ୟୁରୋ : ଲଘୁଟାପ ପ୍ରଭାବରେ ଟ୍ୱିନସିଟିରେ ପ୍ରବଳ ବର୍ଷା । ଘଣ୍ଟାପ୍ରତି ୨ରୁ ୩ ସେମି ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେବଳ ସେତିକି ନୁହେଁ କଟକ ଓ ଭୁବନେଶ୍ୱରର ତଳି ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ସେପଟେ,…

ଶକ୍ତିଶାଳୀ ହେଉଛି ଲଘୁଚାପ : ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଘନୀଭୂତ ହେଉଛି ଲଘୁଚାପ । ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ସାଟେଲାଇଟରୁ ଉଠାଯାଇଥିବା ଏହି ଚିତ୍ର କହୁଛି, ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ପୂରା ଓଡ଼ିଶାକୁ ଘେରିରହିଛି ମେଘଖଣ୍ଡ । ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବର୍ଷାର ପ୍ରକୋପ ବଢ଼ିବ ।…

ଆଜି ପ୍ରଥମ ପାଳି ‘ଖୁଦୁରୁକୁଣୀ ଓଷା’

କନକ ବ୍ୟୁରୋ : ଆଜି ପ୍ରଥମ ପାଳି ‘ଖୁଦୁରୁକୁଣୀ ଓଷା’ । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ…