ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶଙ୍କ ମିଶନ ଦିଲ୍ଲୀ । ସେପ୍ଟେମ୍ବର ୫ ରେ ଅନେକ ନେତାଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : ବିଜେପି ଠାରୁ ସଂପର୍କ ତୁଟାଇବା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ରାଜନୀତିରେ ନିଜର କ୍ଷେତ୍ର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛନ୍ତି । ସେ ଚଳିତମାସ ୫ ତାରିଖରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିବା ପରେ ଏବେ ଦେଶ ରାଜନୀତି ସରଗରମ ହେବାରେ ଲାଗିଛି ।…

ସେପ୍ଟେମ୍ବରରେ ନାହିଁ ବାତ୍ୟାର ଆଶଙ୍କା : ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ; ଲଘୁଚାପ ପ୍ରଭାବରେ କେବଳ ବର୍ଷା ହେବା…

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ନାହିଁ ବାତ୍ୟାର ଆଶଙ୍କା । କନକ ନ୍ୟୁଜକୁ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ୬ ତାରିଖରେ…

୬ ଦିନ ହେଲା ନିଖୋଜ ଫେରିବାଲା କିଶୋର : ମିଳୁନି ପତ୍ତା, ସ୍ୱାମୀଙ୍କୁ ଝୁରି ସ୍ତ୍ରୀ ଆଖିରୁ ଶୁଖୁନି ଲୁହ; ଗାଁରେ…

କନକ ବ୍ୟୁରୋ : ୬ ଦିନ ହେଲା ନିଖୋଜ ସ୍ୱାମୀଙ୍କ ମିଳୁନି ପତ୍ତା । ସ୍ୱାମୀଙ୍କୁ ଝୁରି ଝୁରି ସ୍ତ୍ରୀ ଆଖିରୁ ଲୁହ ଶୁଖୁନି । ଚର୍ଚ୍ଚା ହେଉଛି କଟକ ଡ଼ମପଡ଼ା-ଚନ୍ଦକା ଅଭୟାରଣ୍ୟରେ ସ୍ୱାମୀଙ୍କୁ ଅଜଗର ଗିଳି ଦେଇଛି । ଜଙ୍ଗଲ ଭିତରେ ଯେଉଁଠି ଅଜଗର ଶୋଇଛି ସେଠାରୁ ମାତ୍ର ୭ଶହ କି ୮୦୦ ମିଟର ଦୂରରୁ…

ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଶଙ୍କରାଚାର୍ଯ୍ୟ : ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧରେ ଥାନାେ ର…

କନକ ବ୍ୟୁରୋ : ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଆଦିବାସୀ ଶବ୍ଦକୁ ନେଇ ବୟାନ ଦେବା ପରେ ବିବାଦ ସୃଷ୍ଟି ହୋଇଛି । ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ପ୍ରତିବାଦ କରାଯାଇଛି । ଜି ଉଦୟଗିରି ଆଦର୍ଶ ଥାନରେ ତାଙ୍କ ବିରୋଧରେ…

ପ୍ରସୂତୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମୃତ ଶିଶୁ ଜନ୍ମ ହେଲେ ମା’ଙ୍କୁ ମିଳିବ ….

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମହିଳା କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯଦି କୌଣସି ମହିଳା କର୍ମଚାରୀ ପ୍ରସବ ସମୟରେ ବା ପ୍ରସବର କିଛି ସମୟ ପରେ ସେମାନଙ୍କ ପିଲାଟିର ମୃତ୍ୟୁ ହୋଇଯାଏ ତେବେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଅଧିକ ୬୦ ଦିନ ଛୁଟି ମିଳିବ । କର୍ମଚାରୀ…

ମୁସଲିମ ଦେଶରେ ସର୍ବପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର । ନିର୍ମାଣ ଶୈଳୀ ଦେଖି ଭାବବିହ୍ୱଳ ହେଲେ  ବିଦେଶ ମନ୍ତ୍ରୀ ଏସ…

କନକ ବ୍ୟୁରୋ:  କୌଣସି ସ୍ୱପ୍ନରୁ ଊଣା ନୁହେଁ ,କୌଣସି ଚମିକ୍ରାରରୁ କମ୍ ନୁହେଁ । ମୁସିଲିମ ଦେଶରେ ଭାରତର ସାଂସ୍କୃତିକ ଶକ୍ତିର ପରାକାଷ୍ଠା ,ଯାହା ସାରା ବିଶ୍ୱରେ ପ୍ରତିପାଦିତ ହେଉଛି । ସବୁଠାରୁ ଧନୀକ ମୁସଲିମ୍ ଧନୀ ଦେଶ ଭାବେ ଜଣାଶୁଣା ୟୁନାଇଟେଡ୍ ଆରବ ଏମିରେଟରେ ଗଢିଉଠିଛି ସବୁଠାରୁ ବଡ…

ପ୍ରାଣ ନେଉଛି ପରକୀୟା ପ୍ରୀତି : ୪୨ ମାସରେ ଆତ୍ମହତ୍ୟା କଲେଣି ୯୪ ଜଣ; ଉଠିଲା ପ୍ରଶ୍ନ କାହିଁକି ବଢ଼ୁଛି ପରକୀୟା ପ୍ରୀତି…

କନକ ବ୍ୟୁରୋ : ପାଶ୍ଚାତ୍ୟ ସଭ୍ୟତା ଅନୁକରଣରେ ପରକୀୟା ପ୍ରୀତି ଏବେ ଓଡ଼ିଶାର ଗାଁ ଗହଳିରେ ପହଞ୍ଚିଛି । ଏଥିପାଇଁ କାହାର ସଂସାର ଉଜୁଡ଼ିଛି ତ’ କାହାର ଜୀବନ ଯାଉଛି । ରିପୋର୍ଟ କହୁଛି ଗତ ୪୨ ମାସ ମଧ୍ୟରେ ପରକୀୟା ପ୍ରୀତି ପାଇଁ ୯୪ ଜଣ ଆତ୍ମହତ୍ୟା କରିଛନ୍ତି । ମହିଳାଙ୍କ ଅପେକ୍ଷା ଅଧିକ…

ବୁଷ୍ଟର ଡୋଜ୍ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଆହ୍ୱାନ : ସରୁଛି ମାଗଣା ଟିକା ଅବଧି, ତୁରନ୍ତ ନେବାକୁ ଅପିଲ୍

କନକ ବ୍ୟୁରୋ : ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି । ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ସରୁଛି । ମାଗଣା ଟିକାର ଅବଧି ଆଉ ମାତ୍ର ୨୭ଦିନ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଅପିଲ କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର…

ୱେବ୍ ସିରିଜ୍ ‘ଓଖା-ଏକ୍ସପ୍ରେସ୍ ଗଞ୍ଜାମରୁ ସୁରଟ’କୁ ମେୟରଙ୍କ ବିରୋଧ : ବର୍ଜନ କଲେ ପ୍ରିମିୟର ସୋ; ସିରିଜରେ ଅଶ୍ଳୀଳ…

କନକ ବ୍ୟୁରୋ : ରିଲିଜ୍ ହେବାକୁ ଥିବା ୱେବ ସିରିଜ ଓଖା-ଏକ୍ସପ୍ରେସ୍ ଗଞ୍ଜାମରୁ ସୁରଟ’କୁ ବ୍ରହ୍ମପୁର ମେୟରଙ୍କ ବିରୋଧ । ବହୁମାତ୍ରାରେ ଅଶ୍ଳୀଳ ଭାଷାର ବ୍ୟବହାର ହୋଇଥିବାରୁ ଏହାର ପ୍ରତିବାଦ କରାଯାଇଛି  । ଏକ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଥିବା ‘ଓଖା ଏକ୍ସପ୍ରେସ୍-ଗଞ୍ଜାମରୁ…

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭିନ୍ନ ଅବତାରରେ କୋହଲି । ସ୍ୱତନ୍ତ୍ର ମାସ୍କ ପିନ୍ଧି ପଡିଆକୁ ଓହ୍ଲାଇଲେ ବିରାଟ ।…

କନକ ବ୍ୟୁରୋ : ଏସିଆ କପର ସୁପର-୪ ମୁକାବିଲା ଆଜିଠାରୁ ଆରମ୍ଭ ହେବ । ସୁପର-୪ରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସାମିଲ ହୋଇଛନ୍ତି । ଯାହା ସୁପର-୪ ମୁକାବିଲାକୁ ଆହୁରି ରୋଚକ କରିବ । ତେବେ ରବିବାର ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ରବିବାର…