ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ସ୍କୁଲ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । 

90

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ । ବିଦ୍ୟାଳୟ ପିଲାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇଲା ବିଏସଏଫ । ମାଲାକନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ବିଏସଏଫ ପକ୍ଷରୁ ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ବନ୍ଧୁକ ଓ ଗୁଳି ଗୋଳା ଦେଖି ବେଶ ଉତ୍ସାହିତ ହୋଇଥିଲେ । ଏଥିସହ ବିଏସଏଫ ତାଲିମପ୍ରାପ୍ତ କୁକୁରଙ୍କ ଡଗ୍ ଶୋ କରାଯାଇଛି ।