ଛତିଶଗଡରେ ରେଡ୍ ଆଲର୍ଟ ଜାରି : ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ଘରେ ପଶୁଛି ପାଣି

କନକ ବ୍ୟୁରୋ : ଛତିଶଗଡରେ ରେଡ୍ ଆଲର୍ଟ ଜାରି । ବିଳାସପୁର ଓ ରାୟପୁର ରେଞ୍ଜ ଲାଗି ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ରାୟଗଡ, ବଲୋଦାବଜାର, ଜାଞ୍ଜଗିର ଚାମ୍ପା, ରେଡ୍ ଆଲର୍ଟ ଜାରି । ବିଳାସପୁର, କୋର୍ବା, ମଙ୍ଗେଲି, ଗରିଆବାଦ, ରାୟପୁର, ଦୁର୍ଗ ଓ ଧମତରି ସଂଲଗ୍ନକୁ ଅରେଞ୍ଜ ଆଲର୍ଟ…

ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା ନଦୀର ଜଳସ୍ତର । ଆତଙ୍କିତ ଅବସ୍ଥାରେ ତଳିଆ ଅଞ୍ଚଳର ଲୋକେ

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ମଥାନୀ ଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ । ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬ ଦଶମିକ ୩୧ ମିଟର ରହିଛି । ପାଣି ଘେରରେ ୫୦ ହେକ୍ଟରରୁ ଅଧିକ ଚାଷ ଜମି । ବସ୍ତା ବ୍ଲକର ଦୁଧହଂସା ଓ ମଥାନୀ ପଞ୍ଚାୟତର ୧୦ ଗାଁ…

ଲଘୁଟାପ ପ୍ରଭାବ : ଟ୍ୱିନସିଟିକୁ ସତର୍କ ସୂଚନା ଜାରି; ତଳିଆ ଅଞ୍ଚଳରେ ପାଣି ପଶିଯିବା ସମ୍ଭାବନା

କନକ ବ୍ୟୁରୋ : ଲଘୁଟାପ ପ୍ରଭାବରେ ଟ୍ୱିନସିଟିରେ ପ୍ରବଳ ବର୍ଷା । ଘଣ୍ଟାପ୍ରତି ୨ରୁ ୩ ସେମି ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେବଳ ସେତିକି ନୁହେଁ କଟକ ଓ ଭୁବନେଶ୍ୱରର ତଳି ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ସେପଟେ,…

ଶକ୍ତିଶାଳୀ ହେଉଛି ଲଘୁଚାପ : ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଘନୀଭୂତ ହେଉଛି ଲଘୁଚାପ । ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ସାଟେଲାଇଟରୁ ଉଠାଯାଇଥିବା ଏହି ଚିତ୍ର କହୁଛି, ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ପୂରା ଓଡ଼ିଶାକୁ ଘେରିରହିଛି ମେଘଖଣ୍ଡ । ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବର୍ଷାର ପ୍ରକୋପ ବଢ଼ିବ ।…

ଆଜି ପ୍ରଥମ ପାଳି ‘ଖୁଦୁରୁକୁଣୀ ଓଷା’

କନକ ବ୍ୟୁରୋ : ଆଜି ପ୍ରଥମ ପାଳି ‘ଖୁଦୁରୁକୁଣୀ ଓଷା’ । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ…

ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଜୋରଦାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାତ ତିଆରି ୩୦ଲକ୍ଷ ଜାତୀୟ…

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ଅବସରରେ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଜୋରଦାର ଚାଲିଛି । ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମସ୍ତ ଘର ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତିର ସ୍ୱୟଂ ସହାୟକ…

ଫୁଲୁଛି ମହାନଦୀ, ଆସୁଛି ବନ୍ୟା : ହୀରାକୁଦରୁ ୩୪ ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣିି

କନକ ବ୍ୟୁରୋ : ହୀରାକୁଦରୁ ୩୪ଟି ଗେଟ୍ ଖୋଲାଯିବା ପରେ ଧିରେ ଧିରେ ଫୁଲୁଛି ମହାନଦୀ । ଫଳରେ ମହାନଦୀରେ ଛୋଟିଆ ବନ୍ୟା ଆସିବା ଆଶଙ୍କା ଦେଖାଦେଇଛି । ମହାନଦୀର ଜଳସ୍ତର ବଢ଼ିବା ପରେ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଆଉ ମହାନଦୀର ଅବବାହିକାରେ ଥିବା ୧୦ରୁ ଅଧିକ…

ଘନୀଭୂତ ହେଉଛି ଲଘୁଚାପ : ଆଜି ନେଇପାରେ ଅବପାତର ରୂପ; ୨ଦିନ ପାଇଁ ରେଡ଼ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଘନୀଭୂତ ହେଉଛି ଲଘୁଚାପ । ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ସାଟେଲାଇଟରୁ ଉଠାଯାଇଥିବା ଏହି ଚିତ୍ର କହୁଛି, ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ପୂରା ଓଡ଼ିଶାକୁ ଘେରି ରହିଛି ମେଘଖଣ୍ଡ । ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବର୍ଷାର ପ୍ରକୋପ ବଢ଼ିବ ।…

ସଚିନ ନିଜ ଘରେ ଉଡାଇଲେ ତ୍ରିରଙ୍ଗା । କହିଲେ, ସବୁବେଳେ ତ୍ରିରଙ୍ଗା ମୋ ହୃଦୟରେ ରହିଛି ।

କନକ ବ୍ୟୁରୋ : ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଆଉ ଏହି ୭୫ତମ ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବାକୁ ଦେଶରେ ଏବେ ଅମୃତ ମହୋତ୍ସବ ପାଳନ କରାଯାଉଛି । ହର ଘର ତ୍ରିରଙ୍ଗା ଅଭିଯାନ ଏହି ମହୋତ୍ସବର ଅଂଶ । ଯେଉଁଥିରେ କୋଟି କୋଟି ଭାରତୀୟ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା…