ବରମୁଣ୍ଡାରେ ହଣାକଟା, ଜଣେ ଗୁରୁତର। ଭରତପୁର ପୋଲିସର ତଦନ୍ତ ଆରମ୍ଭ।

527

କନକ ବ୍ୟୁରୋ : ଭୁବନେଶ୍ୱର ବରମୁଣ୍ଡାରେ ହଣାକଟା । ବସଷ୍ଟାଣ୍ଡରେ ହଣାକଟାରେ ଜଣେ ଗୁରୁତର ହୋଇଛନ୍ତି । ଦୁଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଏଭଳି ଘଟଣା ଘଟିଛି । ଜଣେ କର୍ମଚାରୀଙ୍କ ଆକ୍ରମଣରେ ଆଉ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଭରତପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।