Browsing Category

ଦେଶ ବିଦେଶ

ସହିଦ ଯବାନଙ୍କ ମଧ୍ୟରେ ୫ ଜଣ ଥିଲେ ପୂର୍ବରୁ ନକ୍ସଲ, କିନ୍ତୁ ହିଂସାର ରାସ୍ତା ଛାଡି ଦେଶ ସେବା ପାଇଁ ଡିଆରଜିରେ…

କନକ ବ୍ୟୁରୋ : ଛତିଶଗଡର ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ସହିଦ ୧୦ ଯବାନଙ୍କ ମଧ୍ୟରୁ ୫ ଜଣ ପୂର୍ବରୁ ନକ୍ସଲ ରହିଥିଲେ । କିନ୍ତୁ ସମୟକ୍ରମେ ନକ୍ସଲବାଦରୁ ମୁହଁ ଫେରାଇ ଦେଶ ସେବା…
Read More...

ଆଇଏଏସ ହେବାକୁ ଦିବ୍ୟାଙ୍ଗଙ୍କ ଜୋସ୍ । ସିଙ୍ଗଡ଼ା ବିକୁଛନ୍ତି, ପାଠ ପଢୁଛନ୍ତି

କନକ ବ୍ୟୁରୋ : କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପେ ଆସିଯାଏ । ପଙ୍କରୁ ପଦ୍ମ ଫୁଟିବା ପରି , ସଂଘର୍ଷମୟ ଜୀବନ ନୁଆ ଆଶା ଆଣିଦିଏ । ଯଦି କୌଣସି ବ୍ୟକ୍ତି ଭିତରେ ଆଗ୍ରହ ଥାଏ , ତେବେ ସେ ସବୁଠାରୁ ବଡ଼ ଆହ୍ୱାନକୁ ମଧ୍ୟ ଦୂର କରିଯାଏ । ସେଥିପାଇଁ କୁହାଯାଏ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ…
Read More...

ଅଲିମ୍ପିକ ଆସୋସିଏସନ ଓ କୁସ୍ତି ଯୋଦ୍ଧା ସଂଘ ମୁହାଁମୁହିଁ : ପିଟି ଉଷାଙ୍କ ମନ୍ତବ୍ୟ ପରେ ତେଜୁଛି ଅସନ୍ତୋଷ ;…

କନକ ବ୍ୟୁରୋ : ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଧାରଣା । ଏବେ ୬ ଦିନରେ ପହଞ୍ଚିଲାଣି ଧାରଣା । ଏହାରି ଭିତରେ ଅଲିମ୍ପିକ ଆସୋସିଏସନ ଓ କୁସ୍ତି ଯୋଦ୍ଧା ସଂଘ ମୁହାଁମୁହିଁ ହୋଇଛନ୍ତି । ଆଇଓଏ ସଭାପତି ପିଟି ଉଷାଙ୍କ ମନ୍ତବ୍ୟ ପରେ ଏହିଭଳି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ମହିଳା କୁସ୍ତି…
Read More...

ରାସ୍ତାକୁ ନେଇ ବିବାଦ, ନିତୀଶଙ୍କ ବନ୍ଧୁଙ୍କୁ ଗୁଳି କରି ହତ୍ୟା

କନକ ବ୍ୟୁରୋ : ନିତୀଶ କୁମାରଙ୍କ ବନ୍ଧୁ ତଥା ଜେଡିୟୁର ବରିଷ୍ଠ ନେତା କୈଳାଶ ମାହତୋଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବରାରୀ ଥାନା ଅଞ୍ଚଳ କୃଷି ଫାର୍ମ ନିକଟରେ ଦୁଇଜଣ ବ୍ୟକ୍ତି ମୋଟରସାଇକେଲରେ ଆସି କୈଳାଶଙ୍କ ଉପରକୁ ଗୁଳି ଚଳାଇଥିଲେ । ନିତୀଶ କୁମାରଙ୍କ ସରକାରରେ ନିଜ ନେତାଙ୍କୁ ସୁରକ୍ଷା…
Read More...

ଏବେ E-Rupeeରେ ଭରନ୍ତୁ ଇନସ୍ୟୁରାନ୍ସ ପ୍ରିମିୟମ୍ । ଜାଣନ୍ତୁ ଏହାର ପ୍ରକ୍ରିୟା

କନକ ବ୍ୟୁରୋ: ଦେଶରେ ପ୍ରଥମ ଥର ପାଇଁ ରିଲାଏନ୍ସ ଇନସ୍ୟୁରାନ୍ସ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି ନୂଆ ସୁବିଧା । ଏଣିକି ଗ୍ରାହକ ନିଜ ଇନସ୍ୟୁରାନ୍ସ ପ୍ରିମିୟମକୁ ଡିଜିଟାଲ ଟଙ୍କା ବା E-Rupee ଭରିପାରିବେ । ଏଥିପାଇଁ ରିଲାଏନ୍ସ YesBank   ସହ ପାର୍ଟନରସିପ୍ କରିଛି । ଏବେ ଦେଶରେ ବଢିଚାଲିଛି…
Read More...

୪୦ ମହିଳାଙ୍କର ଜଣେ ସ୍ୱାମୀ! ବିହାରରେ ଜାତି ଗନଗଣନା ସମୟରେ ଆସିଲା ଏଭଳି ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ । ଜାଣନ୍ତୁ କିଏ…

କନକ ବ୍ୟୁରୋ: ବିହାରରେ ଜାତିଗତ ଜନଗଣନା ସମୟରେ ଚମକାଇଦେଲା ଭଳି ତଥ୍ୟ ସାମନାକୁ ଆସିଛି । ବିହାରର ଅରୱଲର ରେଡ୍ ଲାଇଟ୍‌ ଅଞ୍ଚଳରେ ୪୦ ଜଣ ମହିଳାଙ୍କର ଜଣେ ସ୍ୱାମା ଥିବା ଜଣାପଡିଛି । ବିହାର ଅରୱଲର ରେଡ୍ ଲାଇଟ୍‌ ଅଂଚଳର ୪୦ ଜଣ ମହିଳା ‘ରୂପଚାନ୍ଦ’ଙ୍କୁ ସେମାନଙ୍କ ସ୍ୱାମୀ ବୋଲି…
Read More...

ପୁଣିଥରେ ଦୁର୍ଘଟଣାର ଶିକାର ହେଲା ବନ୍ଦେ ଭାରତ, ଗାଈ ବାଡେଇ ହେବାରୁ ଖୋଲିଗଲା ଟ୍ରେନର ବୋଟନ୍

କନକ ବ୍ୟୁରୋ: ପୁଣିଥରେ ଦୁର୍ଘଟଣାର ଶିକାର ହୋଇଛି ସେମି ହାଇସ୍ପିଡ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ । ଦିଲ୍ଲୀରୁ ଭୋପାଳ ଯାଉଥିବାବେଳେ ଗ୍ୱାଲିଅର ପାଖରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଟ୍ରେନ ଆଗକୁ ଗାଈ ଆସିଯିବାରୁ ଟ୍ରେନର ସାମ୍ନାପଟ ବୋଟନ୍ ଖୋଲିଯାଇଥିବା ଜଣାପଡିଛି । ଏହି…
Read More...

ଦାନ୍ତେୱାଡାରୁ ଆସିଲା କୋହଭରା ଦୃଶ୍ୟ : ସହିଦ ସ୍ୱାମୀଙ୍କ ଜୁଇରେ ଶୋଇ ପଡିଲେ ପତ୍ନୀ; କହିଲେ, ମୋତେ ବି ନେଇଯାଅ ତୁମ…

କନକ ବ୍ୟୁରୋ : ଦାନ୍ତେୱାଡା ସହିଦଙ୍କ ଅନ୍ତ୍ୟେଷ୍ଟି ବେଳେ ସାମ୍ନାକୁ ଆସିଛି କୋହଭରା ଦୃଶ୍ୟ । କାନ୍ଦି କାନ୍ଦି ସ୍ୱାମୀଙ୍କ ଜୁଇ ଉପରେ ଗଡି ପଡିଲେ ପତ୍ନୀ । କାନ୍ଦି କାନ୍ଦି ନୟାନ୍ତ ହୋଇପଡିଲେ । ଅନ୍ତ୍ୟେଷ୍ଟି ପାଇଁ ଗାଁକୁ ମରଶରୀର ନିଆଯାଇଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି…
Read More...

ଚୀନ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ବୈଠକ : କହିଲେ ସୀମାରେ ଶାନ୍ତି ନରହିଲେ ସମ୍ପର୍କରେ ଆସିବନି ସୁଧାର

କନକ ବ୍ୟୁରୋ : ଚୀନକୁ ଭାରତର କଡ଼ା ଚେତାବନୀ । ଦ୍ୱିପକ୍ଷାକ ସମ୍ପର୍କ ପ୍ରଚଳିତ ଥିବା ଚୁକ୍ତିର ଉଲ୍ଲଙ୍ଘନ ଯୋଗୁ ସମ୍ପର୍କ ପ୍ରଭାବିତ ହୋଇଛି । ସୀମାରେ ଶାନ୍ତି ପ୍ରତିଷ୍ଠା ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସି ପାରିବ ନାହିଁ ବୋଲି ମଧ୍ୟ ଭାରତ ପକ୍ଷରୁ କୁହାଯାଇଛି । ଗତକାଲି…
Read More...

ଅଭିନେତ୍ରୀ ଜିଆ ଖାନ ମୃତ୍ୟୁ ମାମଲା : ଆଜି ଆସିପାରେ ରାୟ; ବୟଫ୍ରେଣ୍ଡ ସୁରଜ ପାଞ୍ଚୋଲି ଆତ୍ମହତ୍ୟା ପାଇଁ…

କନକ ବ୍ୟୁରୋ : ଅଭିନେତ୍ରୀ ଜିଆ ଖାନ୍ ମୃତ୍ୟୁ ପ୍ରସଙ୍ଗ, ଆଜି ରାୟ ଶୁଣାଇ ପାରନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ୨୦୧୩ ମସିହା ଜୁନ୍ ୩ ତାରିଖରେ ଅଭିନେତ୍ରୀ ଜିଆ ଖାନଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା । ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଜିଆ ଖାନଙ୍କୁ…
Read More...