Daily Archives

June 3, 2024

ପ୍ରକୃତିର ବିଚିତ୍ର ରୂପ: ଉତ୍ତରଭାରତରେ ଅସହ୍ୟ ତାତିରେ ଯାଉଛି ଜୀବନ, ୧୩୩ବର୍ଷର ରେକର୍ଡ ଭାଙ୍ଗିଲା ବେଙ୍ଗାଲୁରୁରେ…

କନକ ବ୍ୟୁରୋ: ପ୍ରକୃତିର ବିଚିତ୍ର ରୁପ ଦେଖିବାକୁ ମିଳିଛି । କେଉଁଠି ତାତି କେଉଁଠି ଝାଞ୍ଜି ମାଡ ହେଉଛି । ଏବେ ସୁଦ୍ଧା ହିଟୱେଭ ଓ ଲୁ ପ୍ରଭାବରେ ଅଢ଼େଇ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଉତରଭାରତରେ ପାରଦ ବଢ଼ୁଥିବାବେଳେ ସେପଟେ ଉତରପୂର୍ବ ଭାରତ ଓ ଦକ୍ଷିଣରେ କାଳ ସାଜିଛି…

ଜୟରାମ ରମେଶଙ୍କ ଅନୁରୋଧକୁ ମାନିଲେନି ନିର୍ବାଚନ କମିଶନ: ଆଜି ସୁଦ୍ଧା ପ୍ରମାଣଭିତିକ ତଥ୍ୟ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ନୋଟିସ ଦିଆଯିବା ସହ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟ ନିର୍ବାଚନ କମିଶନ । ଭିତିହୀନ ଦାବି, ଅଭିଯୋଗ ଦ୍ୱାରା ସହେନ୍ଦ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ।ଏଥିରୁ ଦୂରେଇ ରହିବାକୁ ଓ ଭାବି ବିଚାରି ଏଭଳି ବୟାନ ଦେବାକୁ ପରାମର୍ଶ ଦେଇଛନ୍ତି…

ଏଗଜିଟ ପୋଲକୁ ନେଇ ପାକିସ୍ତାନ ଛାନିଆ: ସେପଟେ ମଜଭୁତ କୂଟନୀତି ସମ୍ପର୍କକୁ ନେଇ ଚୀନ ଆଶାୟୀ

କନକ ବ୍ୟୁରୋ: ଆଉ କିଛି ଘଂଟାର ଅପେକ୍ଷା । ସାମ୍ନାକୁ ଆସିବ ଗଣତନ୍ତ୍ରର ସବୁଠୁ ବଡ ପର୍ବର ଫଳାଫଳ । ଏହାକୁ ନେଇ ଦେଶବାସୀ ଯେତିକି ଉତ୍ସାହ ଓ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ପଡୋଶୀ ଦେଶ । ସବୁଠୁ ବଡ କଥା ହେଉଛି ଭାରତର ନିର୍ବାଚନି ଏଗଜିଟ ପୋଲ ଦେଖି ପାକିସ୍ତାନ ଛାନିଆ ହୋଇପଡିଛି ।…

କାଲି ଟ୍ରେନ୍ ଦୁର୍ଘଟଣା, ଆଜି ଟ୍ରେନରେ ନିଆଁ । ଦୁଇ ଦିନରେ ପଞ୍ଜାବ ଓ ଦିଲ୍ଲୀରୁ ଆସିଲା ଅଘଟଣର ଖବର । ଅଳ୍ପକେ ଟଳିଗଲା…

କନକ ବ୍ୟୁରୋ: ଅଘଟଣ ପରେ ଅଘଟଣ । କାଲି ପଞ୍ଜାବ ଫତେଗଡ, ଆଜି ଦିଲ୍ଲୀ ସରିତା ବିହାର । ଦୁଇ ଦିନରେ ଦୁଇଟି ଟ୍ରେନ ଅଘଟଣର ଖବର । ଗତବର୍ଷ ଜୁନ ମାସରେ ଘଟିଥିଲା କରମଣ୍ଡଳ ଦୁର୍ଘଟଣା । ଆଉ ଚଳିତ ବର୍ଷ ଜୁନରେ ହିଁ ଘଟିଲାଣି ୨ଟି ଟ୍ରେନ ଅଘଟଣ । ଜୁନ ଆରମ୍ଭରୁ ଟ୍ରେନ୍ ଯାତ୍ରାରେ ଖାଲି ଅଘଟଣ ପରେ…

୩ ଜିଲ୍ଲାକୁ ସତର୍କ ଘଣ୍ଟି ! ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଏହିସବୁ ଜିଲ୍ଲା ଗୁଡ଼ିକୁ ବର୍ଷା ଓ ବଜ୍ରପାତ ବିପଦ ନେଇ ୟେଲୋ…

କନକ ବ୍ୟୁରୋ: ରାଜ୍ୟର ୩ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି, ସୁନ୍ଦରଗଡ଼, ସମ୍ବଲପୁର ଏବଂ…

ଉଛୁଳିଲା ସେୟାର ମାର୍କେଟ: ସାଢ଼େ ୧୨ ଲକ୍ଷ କୋଟି ବଢ଼ିଲା ନିବେଶକଙ୍କ ସମ୍ପତ୍ତି

କନକ ବ୍ୟୁରୋ: ଏଗଜିଟ୍ ପୋଲ ପୂର୍ବାନୁମାନ ପରେ ସେୟାର ମାର୍କେଟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଗଣତିର ଦିନକ ପୂର୍ବରୁ ରକେଟ ଭଳି ଉପରକୁ ଉଠିଛି ବଜାର । ୩ ପ୍ରତିଶତ ବଢ଼ିଲା ନିଫ୍ଟି ଓ ସେନସେକ୍ସ । ବ୍ୟାଙ୍କ ନିଫ୍ଟି ୫୧ ହଜାର ପାଖାପାଖି ପହଁଚିଯାଇଛି । ସାଢ଼େ ୧୨ ଲକ୍ଷ କୋଟି…