Daily Archives

June 8, 2024

ସରକାର ବଦଳିବା ପରେ ଆରମ୍ଭ ହେଲା ଖୋଳତାଡ: ଅବସର ପରେ ପୁନଃ-ନିଯୁକ୍ତି ପାଇଥିବା ଅଧିକାରୀଙ୍କ ତାଲିକା ମାଗିଲା ଗୃହବିଭାଗ

କନକ ବ୍ୟୁରୋ: ସରକାର ବଦଳିବା ପରେ ଆରମ୍ଭ ହେଲା ଖୋଳତାଡ଼ । ଅବସର ପରେ କାମ କରୁଥିବା ଅଧିକାରୀଙ୍କ ତାଲିକା ମାଗିଲା ଗୃହ ବିଭାଗ । ଡିଜି ପୁଲିସ, ଅଗ୍ନିଶମ ଡିଜି, ଜେଲ୍ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ସିଏମଡି, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର, ଓଡ଼ିଶା ଭବନର…

ଶ୍ରୀମନ୍ଦିର ଚାରିପଟରେ ପୁଣି ହେଲା ଆଲୋକୀକରଣ ବ୍ୟବସ୍ଥା: ବିବାଦ ପରେ ପୁଣି ଚାରିପାଖେ ଲାଗିଲା ଲାଇଟ୍

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପୁଣି ଜଳିଲା ଫୋକସ ଲାଇଟ । ଦୁଇଦିନ ହେଲା ଫୋକସ ଲାଇଟକୁ ସଂପୃକ୍ତ ଠିକାସଂସ୍ଥା କାଢିନେବା ପରେ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ମୁଖ୍ୟ ଶାସନ ସଚିବ ବି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।…

ରବିବାର ଟି-୨୦ ବିଶ୍ୱକପର ବଡ଼ ମୁକାବିଲା: ମୁହାଁମୁହିଁ ହେବେ ଇଣ୍ଡିଆ-ପାକିସ୍ତାନ

କନକ ବ୍ୟୁରୋ: ଜୁନ ୧ରୁ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପର ରବିବାର ଖେଳାଯିବ ସବୁଠୁ ବଡ଼ ମ୍ୟାଚ । ନ୍ୟୁୟର୍କରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ କାଉଂଟଡାଉନ ଆରମ୍ଭ ହୋଇଯାଇଛି । ଦୁଇ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ…

ନିଟ୍ ଫଳାଫଳର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ: ପ୍ରଥମ ସ୍ଥାନରେ ୬୭ ଜଣ, ଗୋଟିଏ ସେଣ୍ଟରରୁ ୮ ଜଣ ରଖିଲେ ୭୨୦…

କନକ ବ୍ୟୁରୋ: ନିଟ୍ ପରିକ୍ଷା ଫଳକୁ ନେଇ ବିରୋଧୀ କଂଗ୍ରେସ ଦଳର ତୀବ୍ର ସମାଲୋଚନା ପରେ ପୁଣି ଥରେ ଏଇ ପରିକ୍ଷା କରାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଏକ କମିଟି ଗଠନ ହୋଇଛି । ଏଇ କମିଟିର ରିପୋର୍ଟ ପରେ ପୁଣି ଥରେ ପରିକ୍ଷା ହେବ କି ନାହିଁ ସ୍ଥିର କରାଯିବ ।…

ପୁଣି ଥରେ କଂଗ୍ରେସ ସଂସଦୀୟ ଦଳର ନେତା ନିର୍ବାଚିତ ହେଲେ ସୋନିଆ ଗାନ୍ଧୀ: ସଂସଦର ସେଣ୍ଟ୍ରାଲ ହଲରେ ସର୍ବସମ୍ମତି କ୍ରମେ…

କନକ ବ୍ୟୁରୋ: ପୁଣି ଥରେ କଂଗ୍ରେସ ସଂସଦୀୟ ଦଳର ନେତା ନିର୍ବାଚନ ହେଲେ ସୋନିଆ ଗାନ୍ଧୀ । ସଂସଦର ସେଂଟ୍ରାଲ ହଲରେ ଅନୁଷ୍ଠିତ କଂଗ୍ରେସ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ପାରିତ ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭା ଦଳର ନେତୃତ୍ୱ ନେବେ ସୋନିଆ । ସଂସଦୀୟ ଦଳର ନେତା ପାଇଁ କଂଗ୍ରେସ ଅଧ୍ୟକ୍ଷ…

ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ପାଇବ ସ୍ଥାନ? ୨ରୁ ୪ ମନ୍ତ୍ରୀ ଦାବି କରୁଛନ୍ତି ଟିଡିପି ଓ ଜେଡିୟୁ

କନକ ବ୍ୟୁରୋ: ରବିବାର ସନ୍ଧ୍ୟା ସାଢେ ୭ ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଏହାରି ଭିତରେ ମୋଦୀଙ୍କ ତୃତୀୟ ପାଳିର ମନ୍ତ୍ରୀମଣ୍ଡଳ, ବିଶେଷକରି କ୍ୟାବିନେଟରେ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି…