Daily Archives

June 9, 2024

ଏପଟେ ଚାଲୁଥିଲା ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ । ସେପଟେ ବୈଷ୍ଣବଦେବୀ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ,…

କନକ ବ୍ୟୁରୋ : ଏପଟେ ଦିଲ୍ଲୀରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ସେପଟେ ଜମ୍ମୁରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।…

କେବେ ଥିଲେ ମୁଖ୍ୟମନ୍ତ୍ରୀ, ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ କେନ୍ଦ୍ରମନ୍ତ୍ରୀ ପଦ

କନକ ବ୍ୟୁରୋ : ଆଜି ମୋଦୀଙ୍କ ତୃତୀୟ ପାଳି ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ଏନଡିଏ ସରକାରରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ତୃତୀୟ ଥର ଶପଥ ନେଇଛନ୍ତି । ହେଲେ ଏହି ଶପଥଗ୍ରହଣ ଉତ୍ସବରେ କିଛି ରୋଚକ ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ ବିଭିନ୍ନ ଦଳରେ ରହି ମୁଖ୍ୟମନ୍ତ୍ରୀ ଥିବା ୪…

ମୋଦୀଙ୍କ ତୃତୀୟ ପାଳି ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ୩୪ ଜଣ ମନ୍ତ୍ରୀ । ଜାଣନ୍ତୁ ଏନଡିଏ ମେଣ୍ଟରୁ କେଉଁ ଦଳକୁ ମିଳିଲା…

କନକ ବ୍ୟୁରୋ : ଦେଶରେ ଦ୍ୱିତୀୟଥର ପାଇଁ ଇତିହାସ ରଚିଛନ୍ତି ନରେନ୍ଦ୍ର ମୋଦୀ । ଜବାହରଲାଲ ନେହରୁଙ୍କ ପରେ ଆଜି ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଜି ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମୋଟ ୩୪ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ବିଜେପି…

ମୋଦୀ ମନ୍ତ୍ରୀମଣ୍ଡଳରେ ଓଡିଶାର ୩ କ୍ୟାବିନେଟ ମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ନେଲେ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭାବେ ମୋଦୀ ନିଜର ତୃତୀୟ ପାଳି ଆରମ୍ଭ କରିଛନ୍ତି । ତେବେ ମୋଦୀ ଶପଥ ନେବା ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସାଂସଦମାନେ ମଧ୍ୟ ଶପଥ ନେଇଛନ୍ତି…

ମୋଦୀଙ୍କ ଦ୍ୱିତୀୟ ପାଳିରେ ବି ସ୍ଥାନ ପାଇଲେ ଅଶି୍ୱନୀ ବୈଷ୍ଣବ । କ୍ୟାବିନେଟ ମନ୍ତ୍ରୀ ଭାବେ ନେଲେ ଶପଥ

କନକ ବ୍ୟୁରୋ : ମୋଦୀଙ୍କ ଦ୍ୱିତୀୟ ପାଳିରେ ରେଳମନ୍ତ୍ରୀ ଦାୟୀତ୍ୱରେ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦୀଙ୍କ ତୃତୀୟ ପାଳିରେ ସ୍ଥାନ ମିଳିଛି । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଏଥର କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ…

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ଓଡିଶାର ଜୁଏଲ ଓରାମ । ଦ୍ୱିତୀୟ ପାଳିରେ ମିଳି ନଥିଲା ମନ୍ତ୍ରୀପଦ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ମୋଦୀ ସରକାରଙ୍କ ପ୍ରଥମ ପାଳିରେ ସେ ମନ୍ତ୍ରୀ ଥିବା ବେଳେ ଦ୍ୱିତୀୟ ପାଳିରେ ତାଙ୍କୁ ମୋଦୀ କ୍ୟାବିନେଟରେ ସ୍ଥାନ ପାଇ ନଥିଲେ । ହେଲେ ଚଳିତ ଥର ମୋଦୀ କ୍ୟାବିନେଟରେ ତାଙ୍କୁ ସ୍ଥାନ ମିଳିଛି । ଯାହାକୁ ନେଇ…