Browsing Category

ଦେଶ ବିଦେଶ

୫ ଦଫା ଦାବି ପୂରଣ ନହେଲେ ବନ କର୍ମଚାରୀଙ୍କ ଆନ୍ଦୋଳନ, ୧୦ରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ

କନକ ବ୍ୟୁରୋ: କାଲିଠାରୁ ବନ କର୍ମଚାରୀଙ୍କ ଆନ୍ଦୋଳନ । ପାଟ୍ରୋଲିଂ ଏବଂ ଅନ୍ୟ କାମରେ ସାମିଲ ହେବେ ନାହିଁ କର୍ମଚାରୀ । ୫ ଦଫା ଦାବି ପୂରଣ ନହେଲେ ଛୁଟିରେ ଯିବାକୁ ଚେତାବନୀ ଦେଇଛି ସଂଘ । ଆସନ୍ତା ୧୦ ତାରିଖରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଲା ସଂଘ । ଏନେଇ ବନସେବା ସଂଘ ସଭାପତି…
Read More...

ଆମେରିକା ଚିକାଗୋ ସହରରେ ଅଜଣା ବ୍ୟକ୍ତି ଚଳାଇଲେ ଗୁଳି, ୧୫ ଜଣ ଗୁରୁତର

କନକ ବ୍ୟୁରୋ : ଆମେରିକାରୁ ପୁଣିଥରେ ଗୁଳିକାଣ୍ଡର ଖବର ଆସିଛି । ଚିକାଗୋ ସହରର ବିଲୋବ୍ରୁକ ଠାରେ କୌଣସି ଅଜଣା ଦୁର୍ବୁତ ଗୁଳି ଚଳାଇବାରୁ ୧୫ ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୋଟିଏ ସ୍ଥାନରେ ୨୦୦-୩୦୦ ଲୋକ ରୁଣ୍ଡ ହୋଇଥିବା ବେଳେ କେହି ଜଣେ ଆଖିବୁଜା ଗୁଳି ଚଳାଇଥିଲା । ସ୍ଥାନୀୟ…
Read More...

ଦିଲ୍ଲୀ-ଏନସିଆର ସମେତ ମଧ୍ୟପ୍ରଦେଶରେ ଦେଖାଯାଇପାରେ ‘ବିପର୍ଯ୍ୟୟ’ର ପ୍ରଭାବ, ଜାଣନ୍ତୁ କେବେ କେଉଁଠି ହେବ…

କନକ ବ୍ୟୁରୋ: ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବା ପରେ ଲଗାତର ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୁଜରାଟ ପରେ ଏବେ ଏହା ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ତାର ପ୍ରଭାବ ଦେଖାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିଲ୍ଲୀ-ଏନସିଆର ଯାଏ ଏହାର ପ୍ରଭାବ ରହିପାରେ । ଆଇଏମଡିର ସୂଚନା…
Read More...

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମଲ୍ଲିକାର୍ଜୁନ ଖଡଗେ । କହିଲେ, ମନ୍ କି ବାତରେ ପ୍ରଧାନମନ୍ତ୍ରୀ କାହିଁକି କହିଲେ…

କନକ ବ୍ୟୁରୋ : ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ କଂଗ୍ରେସ ଲଗାତର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି । କଂଗ୍ରେସ ବିଶେଷ ଭାବେ ମଣିପୁର ହିଂସା ଘଟଣାରେ କାହିଁକି ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି ତାହା ଉପରେ ପ୍ରଶ୍ନ କରୁଛି । ଏହି କ୍ରମରେ ରବିବାର ଦିନ କଂଗ୍ରେସ…
Read More...

‘ଭାରତକୁ ସମ୍ମାନ ନମିଳିଲେ ରାଗ ଲାଗେ’: ଲଣ୍ଡନରେ ଇଣ୍ଡିଆନ୍ ହାଇ କମିଶନ ବାହାରେ ଘଟିଥିବା ହିଂସାକୁ ଅଣଦେଖା ନେଇ ଏଭଳି…

କନକ ବ୍ୟୁରୋ: ଲଣ୍ଡନରେ ଭାରତୀୟ ହାଇକମିସନ ବାହାରେ ଖଲିସ୍ତାନ ସମର୍ଥକମାନେ କରିଥିବା ହିଂସା ଉପରେ ପ୍ରତିକ୍ରିୟା ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଭାରତକୁ ସମ୍ମାନ ମିଳେ ନାହିଁ ସେତେବେଳେ ସେ ରାଗି ଯାଆନ୍ତି । ମାର୍ଚ୍ଚ ମାସରେ କିଛି ଲୋକ…
Read More...

୧ ହଜାର କୋଟି ଟପିଲା ବିରାଟ କୋହଲିଙ୍କ ସମ୍ପତ୍ତି, ଜାଣନ୍ତୁ କେଉଁଠୁ କେତେ ଆସୁଛି ରୋଜଗାର

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲଲି ଏବେ ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଏହାସହ ରୋଜଗାର ମାମଲାରେ ବି ଏବେ ସମୟରେ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ ଆଗରେ ରହିଛନ୍ତି । ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ହଜାର କୋଟି ପାର ହୋଇଛି । ଷ୍ଟକ…
Read More...

୪ ଦିନ ମଧ୍ୟରେ ବ୍ରିଟେନରେ ୩ ଭାରତୀୟଙ୍କୁ ହତ୍ୟା । କେରଳର ଏକ ଯୁବକଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟାକଲା ସାଙ୍ଗ

କନକ ବ୍ୟୁରୋ : ବ୍ରିଟେନରେ ଭାରତୀୟଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଗତ ୪ଦିନ ମଧ୍ୟରେ ବ୍ରିଟେନରେ ୩ଜଣ ଭାରତୀୟଙ୍କୁ ହତ୍ୟା କରାଗଲାଣି । ଶୁକ୍ରବାର ଦିନ କେରଳର ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଛି । ମେଟ୍ରୋପଲିଟନ ପୋଲିସ ତରଫରୁ ଶନିବାର ଦିନ କେରଳର ଅରବିନ୍ଦ…
Read More...

ଉତ୍ତର ପ୍ରଦେଶରେ ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ୭୨ ଘଣ୍ଟା ମଧ୍ୟରେ ଗୋଟିଏ ଜିଲ୍ଲାରେ ୫୪ ଜଣଙ୍କ ମୃତ୍ୟୁ,…

କନକ ବ୍ୟୁରୋ : ଅସହ୍ୟ ଗ୍ରୀଷ୍ମପ୍ରବାହ ଫଳରେ ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରେ ଗତ ୭୨ ଘଣ୍ଟା ମଧ୍ୟରେ ୫୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪୦୦ ଲୋକ ଅସୁସ୍ଥ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉତ୍ତର ପ୍ରଦେଶର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।…
Read More...

୧ ଟଙ୍କାରେ ମିଳୁଛି ଚିକେନ୍ ବିରିୟାନି । ହୋଟେଲ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ, ଦଳାଚକଟା ପରିସ୍ଥିତି

କନକ ବ୍ୟୁରୋ: ତେଲେଙ୍ଗାନାର କରିମନଗରରେ ଶନିବାର ଏକ ସ୍ଥାନୀୟ ହୋଟେଲର ଭବ୍ୟ ଉଦଘାଟନ ଉତ୍ସବରେ ଚିକେନ୍ ବିରିୟାନିକୁ ମାତ୍ର ୧ ଟଙ୍କାରେ ଅଫର କରାଯିବା ପରେ ପ୍ରବଳ ଭିଡ଼ ଓ ଦଳାଚକଟା ଦୃଶ୍ୟ ଦେଖିବାକୁ ମିଳିଥିଲା। ହୋଟେଲର ଅଫର ଥିଲା ଯେଉଁମାନେ ମୁଣ୍ଡ ପିଛା ୧ ଟଙ୍କିଆ ନୋଟ୍ ଆଣିଥିଲେ…
Read More...

ଏଠି ରହିଛି ମହିଳାଙ୍କ ପାଇଁ ଛାଡପତ୍ର ମନ୍ଦିର । ୬୦୦ ବର୍ଷ ଧରି ଅସହାୟ ମହିଳାଙ୍କୁ ମିଳୁଛି ସାହାରା । ଜାଣନ୍ତୁ ଏଭଳି…

କନକ ବ୍ୟୁରୋ : ବୈବାହିକ ଜୀବନରେ ଯେତେବେଳେ ଛାଡ଼ପତ୍ର କଥା ଉଠେ , ତେବେ ଏହା ଆଜୀବନ ଯନ୍ତ୍ରଣାଦାୟକ ଅଟେ । ଛାଡ଼ପତ୍ର କେବଳ ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କରେ ନାହିଁ, ବରଂ ଦୁଇଟି ପରିବାରକୁ ମଧ୍ୟ ଅଲଗା କରିଥାଏ । ଦୁନିଆରେ ଅନେକ ସମ୍ପ୍ରଦାୟ ଅଛି ଯେଉଁଠି ଛାଡପତ୍ରକୁ ଏକ ଅଭିଶାପ ବୋଲି ଧରାଯାଏ…
Read More...