Browsing Category

ଦେଶ ବିଦେଶ

ଇମ୍ପାଲ ଆକାଶରେ ଉଡିଲା ଅଜଣା ଉଡନ୍ତା ଯାନ ବା ୟୁଏଫଓ । ଏୟାରସ୍ପେଶରେ ୟୁଏଫଓ ଦେଖାଯିବା ପରେ ପିଛା କଲା ରାଫେଲ ବିମାନ

କନକ ବ୍ୟୁରୋ : ଇମ୍ପାଲ ଆକାଶରେ ଅଜଣା ଯାନ ଦୃଶ୍ୟମାନ । ସୋମବାର ଇମ୍ପାଲ ବିମାନବନ୍ଦର ନିକଟ ଆକାଶରେ ଅଜଣା ଉଡନ୍ତା ଯାନ ଦେଖାଯାଇଛି । ସୂଚନା ମିଳିବାପରେ ଏହାକୁ ଖୋଜିବାକୁ ଭାରତୀୟ ବାୟୁସେନା ଦୁଇଟି ରାଫେଲ ଫାଇଟର ଏୟାରକ୍ରାପ୍ଟ ନିୟୋଜିତ କରିଥିଲା । ହାସିମାରା ଏୟାରଫେର୍ସ ବେସରୁ ପ୍ରଥମେ…
Read More...

ଛଟ ପର୍ବକୁ ନେଇ ଉତ୍ସାହର ମାହୋଲ । ବିହାର ସମେତ ଉତର ଭାରତରେ ଉତ୍ସବ, ଦିଲ୍ଲୀରେ ପ୍ରଦୂଷିତ ଯମୁନାରେ ବୁଡ଼ ପକାଇଲେ…

କନକ ବ୍ୟୁରୋ : ଛଟପୂଜାକୁ ନେଇ ଚାରିଆଡେ ଦେଖିବାକୁ ମିଳିଛି ଉତ୍ସାହ । ପରିବାରର ଶୁଭ ମନାସି, ସୁଖ ଶାନ୍ତି କାମନା ତଥା ସମାଜର ମଙ୍ଗଳ ପାଇଁ ପାଳନ କରାଯାଏ ଛଟ ପର୍ବ । ବିଶେଷ କରି ବିହାରରେ ଛଟପୂଜାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ୪ଦିନ ଧରି ଚାଲିଥିବା ଛଟପୂଜାର ଶେଷ ଦିନରେ ସୂର୍ଯ୍ୟ…
Read More...

ଭୁଷୁଡିଲା ନିର୍ମାଣଧୀନ ଇନଡୋର ଷ୍ଟାଡିୟମ । ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ ସୂଚନା

କନକ ବ୍ୟୁରୋ : ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ ବଡ଼ ଅଘଟଣ । ନିର୍ମାଣଧିନ ଇନଡୋର ଷ୍ଟାଡିୟମ ଭୁଶୁଡି ଫଳରେ ୩ମୃତ, ୧୦ଗୁରୁତର । ଘଟଣା ସ୍ଥଳରେ ପହଁଚି ଭଗ୍ନାବଶେଷକୁ ଆଡେଇ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିବା ବେଳେ…
Read More...

ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ଆସିଲା ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ…

କନକ ବ୍ୟୁରୋ : ଅଯୋଧ୍ୟ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆସିଛି ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିବେ । ସେହି ୪୮ ମିନିଟ ବେଶ ମହତ୍ୱପୂର୍ଣ୍ଣ ହେବାକୁ ଯାଉଛି ।…
Read More...

ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜସ୍ଥାନ । ସଭା ମଞ୍ଚରୁ କଂଗ୍ରେସକୁ ସନାତନ ବିରୋଧୀ କହିଲେ ପ୍ରଧାନମନ୍ତ୍ରୀ ।…

କନକ ବ୍ୟୁରୋ : ରାଜସ୍ଥାନରେ ସେପଟେ ଜୋରଦାର ପ୍ରଚାର କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଓ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ବୁଝି ବିଚାରି ଭୋଟ ଦେବାକୁ ରାଜସ୍ଥାନବାସୀଙ୍କୁ ଅପିଲ କରିଛନ୍ତି ପ୍ରିୟଙ୍କା । ବିଜେପି…
Read More...

ବିସିସିଆଇ ଉପରେ ଉଠିଲା ପ୍ରଶ୍ନ । କ’ଣ ପାଇଁ କପିଲ ଦେବଙ୍କୁ ଦିଆଗଲାନି ନିମନ୍ତ୍ରଣ? ବିରୋଧୀଙ୍କ ଆପତ୍ତି, ପଚାରିଲେ…

କନକ ବ୍ୟୁରୋ : ବିଶ୍ୱକପ ୨୦୨୩ ସରିଛି । ଟିମ ଅଷ୍ଟ୍ରେଲିଆ ପିନ୍ଧିଛି ଚାମ୍ପିୟନ ମୁକୁଟ । ନିରାଶ ହେଲେ ରୋହିତ ବାହୀନି । ଏହି ଘଟଣାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶ ଖେଳିଛି । ସେପଟେ ଅନ୍ୟ ଏକ ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଶ୍ୱକପର ବିଶାଳ ଆୟୋଜନରେ କ’ଣ ପାଇଁ…
Read More...

ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିବ ପଂଚସୂତ୍ରୀ ଯୋଜନା । ୫ଟି ଭିନ୍ନ ଦିଗରୁ ୫ଟିମ୍ କରିବେ…

କନକ ବ୍ୟୁରୋ : ଆଜିକୁ ଠିକ ୯ଦିନ । ୧୨ ନଭେମ୍ବର ଉତରାଖଣ୍ଡ ଉତରକାଶୀରେ ଭୁଷୁଡିପଡିଥିବା ନିର୍ମାଣଧୀନ ଟନେଲରେ ଚାଲିଛି ଶ୍ରମିକଙ୍କ ଉଦ୍ଧାରକାମ । ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି ସଫଳତା । ମିିଳିଥିବା ସୂଚନା ଅନୁସାରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ପ୍ଲାନ…
Read More...

ମୋସାଦ କବଳରୁ ଜୀବନ ବଞ୍ଚେଇବାକୁ ହିଟଲର ପରି ଏ ସୁଡଙ୍ଗ ସେ ସୁଡଙ୍ଗ ଭିତରେ ଦୌଡୁଛି ହମାସର କୁଖ୍ୟାତ ସର୍ଦ୍ଦାର

ଅକ୍ଟୋବର ୭ ରେ ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣରେ ୧୪୦୦  ଜଣଙ୍କୁ ହତ୍ୟା କରିଥିବା ହମାସର ‘କଂସେଇ’ ୟାହିୟା ସିନୱାର ବର୍ତ୍ତମାନ ନିଜ ଜୀବନ ବଞ୍ଚାଇବା ପାଇଁ ଗାଜାର ଟନେଲ ଭିତରେ ଲୁଚି ରହିଛି । ଇସ୍ରାଏଲ ସେନାର ପ୍ରତି ଆକ୍ରମଣ ପରେ ଏବେ ହମାସର ସ୍ବର ନରମ ପଡ଼ିଗଲାଣି । ଆଗରୁ ଯେମିତି ତୋଡ…
Read More...

୨୨ ବର୍ଷରେ ପାଇଥିଲେ ଆଇପିଏସ୍ । ଏବେ ବିହାରରେ ଲେଡି ସିଂଘମ ଭାବେ ବେଶ ପରିଚିତ

କନକ ବ୍ୟୁରୋ :  ଲେଡି ଆ.ଇ.ପି.ଏସ କାମ୍ୟା ମିଶ୍ର । ମାତ୍ର ୨୨ବର୍ଷ ବୟସରେ କାମ୍ୟା ମିଶ୍ର ୟୁ.ପି,ଏସି ପରିକ୍ଷା ରେ ଉତିର୍ଣ୍ଣ ହୋଇି ଆ.ଇ.ପି.ଏସ କାମ୍ୟା ମିଶ୍ର ହେଲେ । ପୁଣି ସାରା ଭାରତ ବର୍ଷରେ ତାଙ୍କର୧୭୨ ରେଙ୍କ୍ ଥିଲା । ଆଜି ଆମେ ଜାଣିବା ବିହାରର ଲେଡି ସିଂହମ କାମ୍ୟା ମିଶ୍ରଙ୍କ କଥା…
Read More...

ବିଶ୍ୱକପ୍ ମ୍ୟାଚ କ୍ରମରେ ଜୋର ଧରିଲା ଆଲୋଚନା । ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଲଢିପାରନ୍ତି ଲୋକସଭା ନିର୍ବାଚନ

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅନୁମାନ କରାଯାଉଛି କି ଫିଲ୍ମ ଦୁନିଆରେ ନିଜର ଯାଦୁ ଦେଖାଇ ସାରିବା ପରେ ଏବେ ରାଜନୀତିରେ ଯୋଗ ଦେଇପାରନ୍ତି ମାଧୁରୀ । ଏହା ବି ଆଲୋଚନା ହେଉଛି କି କିଛିଦିନ ହେବ ମାଧୁରୀ ଦିକ୍ଷୀତ ଅନେକ ନେତାଙ୍କ…
Read More...