Browsing Category

ଦେଶ ବିଦେଶ

ରୋଚକ ମୋଡରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ସିବିଆଇ ସ୍କାନରରେ ସିସୋଦିଆଙ୍କ ବ୍ୟାଙ୍କ ଆକାଉଣ୍ଟ

କନକ ବ୍ୟୁରୋ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘର ଓ କାର୍ଯ୍ୟାଳୟ ଉପରେ ସିବିଆଇ ଚଢାଉ ପରେ ଏବେ ବ୍ୟାଙ୍କ ଆକାଉଣ୍ଟରେ କରିଛି ଚଢାଉ । ସବୁଠୁ ବଡ କଥା ହେଉଛି ଯାଞ୍ଚ ସମୟରେ ସିବିଆଇ ଟିମ ସହ ନିଜେ ସିସୋଦିଆ ଓ ତାଙ୍କ ପତ୍ନୀ ବ୍ୟାଙ୍କରେ ପହଁଚିଥିଲେ । ୩ଘଣ୍ଟାର ଖୋଲତାଡ ପରେ ଖାଲି…
Read More...

ଝାଡ଼ଖଣ୍ଡ ଦୁମକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି: ମୃତ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଝାଡ଼ଖଣ୍ଡ ଦୁମକା ନାବାଳିକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । ରାଜ୍ୟ ସରକାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି । ସେପଟେ ଘଟଣାସ୍ଥଳରେ ପହଁଚି ସୁରାକ ସଂଗ୍ରହ କରିଛି ଏଫଏସଏଲ ଟିମ୍ । ମାମଲା ଉପରେ ମଙ୍ଗଳବାର ଶୁଣାଣୀ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ହତ୍ୟା ମାମଲାର…
Read More...

ଆଖିକୁ ଦିଶୁନି କିନ୍ତୁ କମ୍ପାନୀ ଦେଉଛି ୪୭ ଲକ୍ଷ , ଜାଣନ୍ତୁ କିଏ ଓ କାହିଁକି ଦେଉଛି ଏତେ ଟଙ୍କା

କନକ ବ୍ୟୁରୋ : କେହି ଜଣେ ଜନ୍ମରୁ ଦିବ୍ୟାଙ୍ଗ ହେଉ କି ଦୁର୍ଘଟଣାରେ ପଡି ଦିବ୍ୟାଙ୍କ ହେଇଯାଉ । ଏହାପରେ ସ୍ୱାଭାବିକ ସେମାନଙ୍କର ମନୋବଳ ଦୁର୍ବଳ ହୋଇଯାଇଥାଏ । କେହି କେହି ପେଟ ପାଟଣା ପାଇଁ ଭିକ୍ଷା ମାଗନ୍ତି ତ କେହି କେହି ନିଜକୁ ଦିବ୍ୟାଙ୍ଗ ଭାବି ଅନ୍ୟ ଉପରେ ନିର୍ଭର ହୋଇଯାନ୍ତି । ହେଲେ…
Read More...

ଯଦି ଏମିତି ହୁଏ… ଚିର ପ୍ରତିଦ୍ୱନ୍ଦୀକୁ ପୁଣି ଚିତ୍ କରିବ ଭାରତ, ଜାଣନ୍ତୁ ଏସିଆ କପର ସମୀକରଣ

କନକ ବ୍ୟୁରୋ: ଏସିଆ କପରେ ଭାରତ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିସାରିଛି । ୨୮ ଅଗଷ୍ଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ହରାଇ ଏସିଆ ମିଶନରେ ଆଗକୁ ବଢିଛି । ଦର୍ଶକମାନେ ଭାରତ-ପାକିସ୍ତାନର ଏହି ରୋମାଞ୍ଚକର ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି । କାରଣ ଅନେକ ଦିନ ପରେ ଦୁଇ ଦଳ…
Read More...

ସୋନାଲି ମୃତ୍ୟୁ ମାମଲାର ତଦନ୍ତ କରିବ ନାହିଁ ସିବିଆଇ, ପଢନ୍ତୁ ତଦନ୍ତ ନେଇ କଣ କହିଲେ ଗୋଆ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ସୋନାଲି ଫୋଗଟଙ୍କ ମୃତ୍ୟୁରେ ତଦନ୍ତ ବର୍ତ୍ତମାନ ଡେପୁଟି ଏସପି ରାଙ୍କର ଅଧିକାରୀ କରିବେ । ମଙ୍ଗଳବାର ମାମଲାକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ସେ ମନା କରିଦେଇଛନ୍ତି । ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ସେ…
Read More...

ଗଣେଶ ପୂଜାରେ ହେବ ୨୬/୧୧ ଭଳି ଆକ୍ରମଣ, କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ । ଆଲର୍ଟମୋଡରେ ମୁମ୍ବାଇ…

କନକ ବ୍ୟୁରୋ : ଗଣେଶ ପୂଜାକୁ ନେଇ ମାୟାନଗରୀ ମୁମ୍ବାଇରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କରୋନା ପାଇଁ ୨ ବର୍ଷ ଗଣେଶ ପୂଜା ସେତେଟା ଜାକଜମକରେ ହୋଇନଥିବା ବେଳେ ଏଥର ବେଶ ଧୂମଧାମରେ ପାଳିତ ହେବ ଗଣେଶ ପୂଜା । ବିନା କଟକଣାରେ ପୂଜା ହେଉଥିବାରୁ ମୁମ୍ବାଇବାସୀ ମଧ୍ୟ ବେଶ ଖୁସି ଅଛନ୍ତି ।…
Read More...

୫ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ।

କନକ ବ୍ୟୁରୋ: ଦେଶରେ ମୌସୁମୀ ବିଦାୟ ନେବାକୁ ଯାଉଛି । ଅନେକ ରାଜ୍ୟରେ ବର୍ଷାର ଗତିବିଧି ଧୀମା ହେବାରେ ଲାଗିଛି । ତେବେ କିଛି ରାଜ୍ୟରେ ବର୍ଷା ଜାରିରହିଛି । ଭାରତୀୟ ପାଣିପାଗ ବିଭାଗ ବର୍ଷା ନେଇ ସତର୍କ କରାଇଛି । ଅରୁଣାଚଳପ୍ରଦେଶ, ଆସାମ ସମେତ କିଛି ରାଜ୍ୟରେ ୫ ଦିନ ବର୍ଷା ନେଇ ଆଲର୍ଟ…
Read More...

ଶ୍ରୀଲଙ୍କା ପରେ ଏବେ ଇରାକରେ ତାତିଲେ ଲୋକ । ରାଷ୍ଟ୍ରପତି ଭବନରେ ପଶି କରୁଛନ୍ତି ମଉଜ

କନକ ବ୍ୟୁରୋ : ଶ୍ରୀଲଙ୍କା ପରେ ଏବେ ଇରାକରେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି । ସୋମବାର ଦିନ ମୌଲବୀ ମୁକ୍ତଦାର ଅଲ ସଦର ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିବା ପରେ ଦେଶରେ ହିଂସା ଆରମ୍ଭ ହୋଇ ଯାଇଛି । ସିୟା ଗୁରୁ ମୌଲବୀ ମୁକ୍ତଦାର ଅଲ ସଦରଙ୍କ ଏଭଳି ଘୋଷଣା ପରେ ଲୋକମାନଙ୍କ ମଧ୍ୟରେ…
Read More...

ଦେଢବର୍ଷ ବୟସରେ ଚାଲିଯାଇଥିଲେ, ୨୫ ବର୍ଷ ପରେ ଖୋଜିପାଇଲେ ମାଆ…

କନକ ବ୍ୟୁରୋ:  ବେଳେ ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କେରଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଚକିତ କରିଛି । ଦେଢ ବର୍ଷ ବୟସରେ ହଜିଯାଇଥିବା ପୁଅ ୨୫ ବର୍ଷ ପରେ ନିଜ ମାଆକୁ ଭେଟିଛନ୍ତି । ନିଜେ ପୁଅ ମାଆକୁ ଖୋଜି ଖୋଜି…
Read More...

ବିଧାନସଭାରେ ଗର୍ଜିଲେ ସିସୋଦିଆ । ବିରୋଧୀ ଦଳକୁ କହିଲେ ପିଲାଚୋର ପାର୍ଟି

କନକ ବ୍ୟୁରୋ : ଏବେ କିଛିଦିନ ହେବ ବିଜେପି ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଟିକେ ଥମିଥିବା ବେଳେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀର ଅବକାରୀ ନୀତିକୁ ନେଇ ଆମ୍ନା ସାମ୍ନା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ…
Read More...