Browsing Category

ଦେଶ ବିଦେଶ

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭିନ୍ନ ଅବତାରରେ କୋହଲି । ସ୍ୱତନ୍ତ୍ର ମାସ୍କ ପିନ୍ଧି ପଡିଆକୁ ଓହ୍ଲାଇଲେ ବିରାଟ ।…

କନକ ବ୍ୟୁରୋ : ଏସିଆ କପର ସୁପର-୪ ମୁକାବିଲା ଆଜିଠାରୁ ଆରମ୍ଭ ହେବ । ସୁପର-୪ରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସାମିଲ ହୋଇଛନ୍ତି । ଯାହା ସୁପର-୪ ମୁକାବିଲାକୁ ଆହୁରି ରୋଚକ କରିବ । ତେବେ ରବିବାର ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ରବିବାର…
Read More...

କୋର୍ଟରେ ଆତ୍ମସମର୍ପଣ କଲେ ଜିତେନ୍ଦ୍ର ନାରାୟଣ ତ୍ୟାଗୀ । କହିଲେ ସନାତନ ଧର୍ମର ଅପମାନକୁ ନେଇ ଲଢୁଥିବା ଲଢେଇରେ…

କନକ ବ୍ୟୁରୋ : ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଓରଫ ୱାସୀମ ରିଜବୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତ୍ୟାଗୀ କହିଛନ୍ତି କି ସନାତନ ଧର୍ମର ଅପମାନ ପରେ ସେ ଲଢୁଥିବା ଲଢେଇରେ ଏବେ ସେ ଏକୁଟିଆ ହୋଇ ଯାଇଛନ୍ତି । ହେଲେ ଘରକୁ ଫେରିବାର ତାଙ୍କର କୌଣସି ଅଭିଳାଶ ନାହିଁ । ଧର୍ମ ସଂସଦରେ ବିବାଦୀୟ…
Read More...

ଜେଡିୟୁର ୫ ବିଧାୟକ ବିଜେପିରେ ସାମିଲ ହେବା ଘଟଣା । ଜେଡିୟୁ ନେତା କହିଲେ ୨୦୨୪ ରେ ଦେଶ ହେବ ବିଜେପି ମୁକ୍ତ

କନକ ବ୍ୟୁରୋ : ମଣିପୁରରେ ନିତୀଶଙ୍କ ପାର୍ଟି ଜେଡିୟୁର ୫ ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ପ୍ରଥମଥର ଜେଡିୟୁ ନେତାଙ୍କ ପ୍ରତିକ୍ରିୟା ଆସିଛି । ଦଳର ନେତା ତଥା ରାଜ୍ୟସଭା ସାଂସଦ ଲଲନ ସିଂ ସୋସିଲ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ ସୋସିଲ ମୋଦୀଙ୍କୁ ଅରୁଣାଚଳ ପ୍ରଦେଶ ଓ ମଣିପୁର…
Read More...

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ : ଛୋଟ ଅପରାଧ ପାଇଁ ଅଧା ଜେଲ ଦଣ୍ଡ ଭୋଗି ସାରିଥିବା କଏଦୀଙ୍କୁ ଖଲାସ କରିବାକୁ…

କନକ ବ୍ୟୁରୋ : ଜେଲରୁ ଖଲାସ ହେବେ ଅଧା ଜେଲ ଦଣ୍ଡ ଭୋଗି ସାରିଥିବା କଏଦୀ । ସାତ ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷ ପାଇଁ ଦଣ୍ଡିତ ଅପରାଧୀଙ୍କୁ ଖଲାସ କରାଯିବ । ପ୍ରାବଧାନ ବୁଝାମଣା ବା ପ୍ଲି ବାର୍ଗେନିଂ ବ୍ୟବସ୍ଥାରେ ଏମାନଙ୍କୁ ମୁକ୍ତ କରାଯିବ । ଓଡ଼ିଶା ସମେତ ଦିଲ୍ଲୀ, ଗୁଜରାଟ, କେରଳ,…
Read More...

ବିମାନବନ୍ଦରର ନିୟମ ଭାଙ୍ଗିଲେ ନେତା । ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସହ ୯ଜଣଙ୍କ ନାଁରେ ମାମଲା…

କନକ ବ୍ୟୁରୋ: ଝାଡଖଣ୍ଡ ଦେବଘର ଏୟାରପୋର୍ଟର ସୁରକ୍ଷାରେ ବ୍ୟତୀକ୍ରମ ଘଟଣାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ଜଣଙ୍କ ନାଁରେ ମାମଲାର ଦାଏର କରିଛି କୋଣ୍ଡା ପୋଲିସ୍ । ଏୟାରପୋର୍ଟ ଡିଏସପି ସୁମନ ଆନନଙ୍କ ଅଭିଯୋଗ କ୍ରମେ ଏହି ମାମଲା ଦାଏର ହୋଇଛି । ଗୋଡ୍ଡା ଲୋକସଭା…
Read More...

ଦିଲ୍ଲୀ ସରକାରୀ ସ୍କୁଲରେ ୬୦ ପ୍ରତିଶତ ଆଟେଣ୍ଡାନ୍ସ ଅନିବାର୍ଯ୍ୟ । ଅଭିଭାବକଙ୍କୁ ମୋବାଇଲରେ ପଠଯିବ ଉପସ୍ଥିତି ତାଲିକା

କନକ ବ୍ୟୁରୋ: ଦିଲ୍ଲୀର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପାଇଁ କଡା ନିୟମ । ଏଣିକି ଉପସ୍ଥିତି କମ ରହିଲେ ପିଲାମାନେ ଦେଇପାରିବେ ନାହିଁ ବାର୍ଷିକ ପରୀକ୍ଷା । ଉପରାଜ୍ୟପାଳ କିଛି ସ୍କୁଲ ବୁଲି ଛାତ୍ରଛାତ୍ରୀଙ୍କର କମ୍ ଉପସ୍ଥିତି ଥିବା ଅଭିଯୋଗ କରିବା ପରେ ଏହି ନିୟମକୁ…
Read More...

୫୦ ବର୍ଷ ପରେ ଚନ୍ଦ୍ରରେ ପାଦ ରଖିବ ମଣିଷ : ଆଜି ପୁଣି ଅର୍ଟିମିସ୍ ମିଶନ ସହାୟତାରେ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ମହାକାଶକୁ…

କନକ ବ୍ୟୁରୋ : ୫୦ ବର୍ଷ ପରେ ଚନ୍ଦ୍ରରେ ପୁଣି ପାଦ ରଖିବ ମଣିଷ । ଆଜି ଅର୍ଟିମିସ୍ ମିଶନ ସହାୟତାରେ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ମହାକାଶକୁ ପଠାଇବ ନାସା । ଗତ ୨୯ ତାରିଖରେ ଉତକ୍ଷେପଣ ହେବାର ଥିଲା । ହେଲେ ରକେଟରେ ଇନ୍ଧନ ଲିକ୍ ଯୋଗୁଁ ଶେଷ ମୁହୁର୍ତ୍ତରେ ବାତିଲ ହୋଇଥିଲା ଉତକ୍ଷେପଣ । ଶେଷ…
Read More...

ଫିଲ୍ମ ଦେଖି ଗ୍ୟାଙ୍ଗଷ୍ଟର ହେବାକୁ ଇଚ୍ଛା : ୬ ଦିନରେ ୫ ହତ୍ୟା କରିବା ପରେ ଗିରଫ ହେଲା ସିରିଏଲ କିଲର; ଧରିବାକୁ…

କନକ ବ୍ୟୁରୋ : କେଜିଏଫ ଫିଲ୍ମର ରକି ଭାଇର ଚରିତ୍ରରେ ଅଭିନୟ କରିଥିଲେ ସାଉଥ ଷ୍ଟାର ୟଶ । ଆଉ ଏହି ରକି ଭାଇ ନାଁ ବେଶ ଲୋକ ପ୍ରିୟ ରହିଛି । ଏବେ ରକି ଭାଇ ହେବାକୁ ଯାଇ ୬ ଦିନରେ ୫ ହତ୍ୟା କରିଛି ଜଣେ ଯୁବକ । ଭୋପାଳରେ ଆତଙ୍କ ଖେଳାଇଥିବା ସିରିଏଲ କିଲର ଏବେ ଗିରଫ ହୋଇଛି । ୨୫୦ ପୋଲିସକୁ ନେଇ…
Read More...

ଆର୍ଥିକ ମୋର୍ଚ୍ଚାରେ ବ୍ରିଟେନକୁ ଶକ୍ତ ଝଟକା : ଭାରତ ହେଲା ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶ

କନକ ବ୍ୟୁରୋ : ଦେଶର ଅର୍ଥନୀତି ପାଇଁ ଏକ ଭଲ ଖବର । ମଜବୁତ ହେଉଛି ଦେଶର ଅର୍ଥନୀତି । ଯାହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦେଖିବାକୁ ମିଳିଛି । ୟୁରୋପରେ ମାନ୍ଦାବସ୍ଥା ଭିତରେ ଘରୋଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହେତୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶରେ ସାମିଲ ହୋଇଛି ।…
Read More...

ଲିଜ୍ ଟ୍ରସ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ : କନଜରଭେଟିଭ୍ ପାର୍ଟି ଭୋଟିଂରେ ପଛରେ ରହିଲେ ଅନ୍ୟତମ…

କନକ ବ୍ୟୁରୋ : ପୂର୍ବତନ ବିଦେଶ ସଚିବ ଲିଜ୍ ଟ୍ରସ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଦେଶବ୍ୟାପୀ ହୋଇଥିବା କନଜରଭେଟିଭ୍ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନସେଲର ରିଷି ସୁନକଙ୍କୁ ସେ ବହୁ ପଛରେ ପକାଇ…
Read More...