Browsing Category

ଦେଶ ବିଦେଶ

ଗୋରଖପୁରରେ ବଦଳିଲା ୫୦ ୱାର୍ଡର ନାଁ। ମିଆଁ ବଜାର ହେଲା ମାୟା ବଜାର …

କନକ ବ୍ୟୁରୋ: ଗୋରଖପୁର ନଗର ନିଗମ ୫୦ଟି ୱାର୍ଡର ନାଁ ପରିବର୍ତ୍ତନ କରିଛି । ଏହି ସମସ୍ତଙ୍କର ନୂଆ ନାମକରଣ ହୋଇଛି । ଏଥିରୁ ୨୪ଟିର ନାମ ମହାପୁରୁଷ ଏବଂ ବଳିଦାନ ଦେଇଥିବା ବ୍ୟକ୍ତିଙ୍କ ନାମରେ ରଖାଯାଇଛି । ଶିଖ ବହୁଳ ମହୋଦ୍ଦିପୁର ବର୍ତ୍ତମାନ ସର୍ଦ୍ଦାର ଭଗତ ସିଂହ ନଗର ନାମରେ ନାମିତ ହୋଇଛି ।…
Read More...

‘ଟଙ୍କା ପାଇଁ ଟିମ ଇଣ୍ଡିଆ ବିଶ୍ୱ କ୍ରିକେଟର ଲାଡଲା’: ଏମିତି କହି ଟ୍ରୋଲ ହେଲେ ଏହି ପାକିସ୍ତାନୀ କ୍ରିକେଟର 

କନକ ବ୍ୟୁରୋ: ବିିସିସିଆଇ ବର୍ତ୍ତମାନ ସମୟରେ ଆୟ କରିବାରେ ସବୁ କ୍ରିକେଟ ବୋର୍ଡଠାରୁ ଆଗରେ ରହିଛି । ଏହାସହ ଭାରତ ମଧ୍ୟ ବିଶ୍ୱର ସବୁଠାରୁ ଭଲ କ୍ରିକେଟ ଟିମ ମଧ୍ୟ । ଅନେକ ଦେଶ ଭାରତ ସହ ଖେଳିବାକୁ ବେଶ ଉତ୍ସାହିତ ଥାନ୍ତି । ହେଲେ ଭାରତର ଏହି ସଫଳତା ପାକିସ୍ତାନୀମାନେ ଗ୍ରହଣ କରିପାରନ୍ତି…
Read More...

୨୦୨୪ରେ ବିପକ୍ଷ ଏକଜୁଟ୍ ହେଲେ ଭଲ ଫଳାଫଳ ମିଳିବ, ସେତେବେଳେ ବିଜେପିକୁ ଉଚିତ୍ ଶିକ୍ଷା ମିଳିବ । ବିଜେପିକୁ ବାଣ ମାରିଲେ…

କନକ ବ୍ୟୁରୋ : ନୀତିଶଙ୍କ ଟାର୍ଗେଟରେ ବିଜେପି । ମଣିପୁରରେ ଜେଡିୟୁ ବିଧାୟକଙ୍କୁ ବିଜେପିରେ ସାମିଲ କରାଯିବା ପରେ ନୀତିଶ କହିଛନ୍ତି ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । ଦେଶରେ ଏବେ ନୂଆ ରାଜନୀତି ଆରମ୍ଭ ହେଉଛି । ଅନ୍ୟ ଦଳକୁ ଭାଙ୍ଗିବା ସମ୍ପୂର୍ଣ୍ଣ ଭୁଲ । ଆଉ ଏଭଳି କାର୍ଯ୍ୟ କରୁଥିବା ଦଳକୁ…
Read More...

ଚାଇନିଜ ଲୋନ ଆପ୍ସ ମାମଲା ।  ପେଟିଏମର ରେଜରପେ ଓ କ୍ୟାସଫ୍ରି ଠିକଣାରେ ଇଡିର ଚଢାଉ, ଜାଣନ୍ତୁ ଜବତ ହେଲା କେତେ ଟଙ୍କା ?

କନକ ବ୍ୟୁରୋ : ଚାଇନିଜ୍ ଲୋନ ଆପ୍ସ ମାମଲାରେ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କ୍ରମରେ ଆଜି ପେଟିଏମର ରେଜର ପେ ଓ କ୍ୟାସ ଫ୍ରିର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । ବେଙ୍ଗାଲୋରର ଥିବା ୬ ଟି କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରିଛି । ଇଡିର କହିବା ମୁତାବକ…
Read More...

କେରଳ ଝିଅଙ୍କ ବିଶ୍ୱ ରେକର୍ଡ । ଦିନକରେ ଶେଷ କଲେ ୮୧ ଅନଲାଇନ୍ କୋର୍ସ

କନକ ବ୍ୟୁରୋ: କେରଳର ଝିଅ ରଚିଲେ ବିଶ୍ୱ ରେକର୍ଡ । କୋଟ୍ଟାୟାମ୍ ବାସିନ୍ଦା ୨୫ ବର୍ଷୀୟା ରେହାନା ଶାଜାହାନ୍ ଗୋଟିଏ ଦିନରେ ୮୧ ଟି ଅନଲାଇନ୍ କୋର୍ସ ଶେଷ କରି ବିଶ୍ୱ ରେକର୍ଡ କରିଛନ୍ତି । ରେହନା କହିଛନ୍ତି ଯେ, ସେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପଢିବାକୁ ସ୍ୱପ୍ନ ଦେଖୁଥିବାବେଳେ ତାଙ୍କ…
Read More...

ପାକିସ୍ତାନ ଜେଲରେ ବିତିଗଲା ଯୁବ ଅବସ୍ଥା । ୨୮ ବର୍ଷ ପରେ ଘରକୁ ବାହୁଡିଲେ କୁଲଦୀପ

କନକ ବ୍ୟରୋ: ଗୁଇନ୍ଦା କରିବା ଅଭିଯୋଗରେ ଦୀର୍ଘ ୨୮ ବର୍ଷ ହେବ ପାକିସ୍ତାନ ଜେଲରେ ସଜ୍ଜା କାଟୁଥିଲେ ଗୁଜୁରାଟର କୁଲଦୀପ ଯାଦବ। ଏବେ ସେ ନିଜ ଘରକୁ ଫେରିଛନ୍ତି। ଏହାପରେ ତାଙ୍କ ଘରେ ଖୁସିର ମାହୋଲ । ଘରକୁ ଫେରିବା ପରେ ପାକିସ୍ତାନ ଜେଲରେ ଯନ୍ତ୍ରଣା ସହି ବନ୍ଦୀଥିବା ଅନ୍ୟ ଭାରତୀୟ କଏଦୀଙ୍କୁ…
Read More...

ସୋନାଲି ଫୋଗଟ୍ ହତ୍ୟା ମାମଲା : ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ମାନିଲେ ପିଏ ସୁଧୀର ସାଙ୍ଗୱାନ୍

କନକ ବ୍ୟୁରୋ : ଅଭିନେତ୍ରୀ ସୋନାଲି ଫୋଗଟ୍ ମୃତ୍ୟୁ ମାମଲରେ ବଡ଼ ଖୁଲାସା । ଗୋଆ ପୋଲିସର କହିବାନୁସାରେ, ସୋନାଲୀଙ୍କ ପିଏ ସୁଧୀର ନିଜର ଦୋଷ ସ୍ୱୀକାର କରିଛନ୍ତି । ସୋନାଲୀଙ୍କୁ ହତ୍ୟା କରାଯାଇଛି । ଏ ନେଇ ବଡ ଷଡଯନ୍ତ୍ର ରଚା ଯାଇଥିଲା । ଗୋଆରେ ସୋନାଲୀଙ୍କ ସୁଟିଂ ହେବାର କୌଣସି ଯୋଜନା ନଥିଲା…
Read More...

ଗଣପତିଙ୍କୁ ପୂଜା କଲେ ବୋଲି.. ମହିଳାଙ୍କ ବିରୋଧରେ ଫତୱା ଜାରି  । ପୁରା ପରିବାରକୁ  ଧମକ ।

କନକ ବ୍ୟୁରୋ: ସାରା ଦେଶ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାରେ ମାତିଥିବାବେଳେ ଉତ୍ତରପ୍ରଦେଶ ଆଲିଗଡରେ ଏହାର ବ୍ୟତୀକ୍ରମ ଦେଖାଦେଇଛି । ଆଲିଗଡର ଜଣେ ମହିଳା ରୁବି ଆସିଫ ଖାନ୍ ନିଜ ଘରେ ଶ୍ରୀଗଣେଶଙ୍କ ପୂଜା କଲେ ବୋଲି ତାଙ୍କ ବିରୋଧରେ ଫତୱା ଜାରି କରିଛି ରାଜ୍ୟ ମୁସଲମାନ୍ ସମ୍ପ୍ରଦାୟ । ସୂଚନା…
Read More...

ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶଙ୍କ ମିଶନ ଦିଲ୍ଲୀ । ସେପ୍ଟେମ୍ବର ୫ ରେ ଅନେକ ନେତାଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : ବିଜେପି ଠାରୁ ସଂପର୍କ ତୁଟାଇବା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ରାଜନୀତିରେ ନିଜର କ୍ଷେତ୍ର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛନ୍ତି । ସେ ଚଳିତମାସ ୫ ତାରିଖରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିବା ପରେ ଏବେ ଦେଶ ରାଜନୀତି ସରଗରମ ହେବାରେ ଲାଗିଛି ।…
Read More...

ପ୍ରସୂତୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମୃତ ଶିଶୁ ଜନ୍ମ ହେଲେ ମା’ଙ୍କୁ ମିଳିବ ….

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମହିଳା କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯଦି କୌଣସି ମହିଳା କର୍ମଚାରୀ ପ୍ରସବ ସମୟରେ ବା ପ୍ରସବର କିଛି ସମୟ ପରେ ସେମାନଙ୍କ ପିଲାଟିର ମୃତ୍ୟୁ ହୋଇଯାଏ ତେବେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଅଧିକ ୬୦ ଦିନ ଛୁଟି ମିଳିବ । କର୍ମଚାରୀ…
Read More...