Browsing Category

ସ୍ପେଶାଲ୍ ରିପୋର୍ଟ

ବାସନାର ଲାଳସାରେ ଅନ୍ଧ ହୋଇ ସମ୍ପର୍କ ଭୁଲିଗଲା ପୁତୁରା…ଖୁଡି ଦେଲେ ଉଚିତ୍ ଜବାବ୍ !

ସମାଜରେ ଦୁଷ୍କର୍ମର ଏତେ ସବୁ ନାରକୀୟ କାଣ୍ଡ ଘଟିବା ପରେ ମଧ୍ୟ ଲୋକଙ୍କର ମାନସିକତାରେ ପରିବର୍ତ୍ତନର ଝଲକ ଦେଖାଯାଉନାହିଁ । କାମ ବାସନାର କ୍ଷଣିକ ଲାଳସା ପାଇଁ ସମ୍ପର୍କୀୟଙ୍କୁ ଭୁଲିଯାଉଛି ଅବିବେକୀ ମଣିଷ । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଦୁର୍ଗାପୁରଠାରେ । ଏଠାରେ ମନୋଜ କୁମାର ନାମକ…
Read More...

ନଡିଆ,କଦଳୀ ନୁହଁ ଏଠି ଚକଲେଟ୍ ଏବଂ ନୁଡଲ୍ସରେ ପ୍ରସନ୍ନ ହୁଅନ୍ତି ଠାକୁର !

ଭାରତୀୟ ସଂସ୍କୃତିରେ ମନ୍ଦିରର ଭିନ୍ନ ମାନ୍ୟତା ରହିଛି। ଜୀବନର ଖୁସିର ମୁହୂର୍ତ୍ତ ହେଉ ବା ଦୁଃଖର, ଅନେକ ମନ୍ଦିରକୁ ଯାଇ ଈଶ୍ୱରଙ୍କୁ ସମସ୍ତ ଗୁହାରୀ ଜଣାଇଥାନ୍ତି। ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଯିବା ସହ ଭଗବାନଙ୍କୁ ପ୍ରସାଦ ମଧ୍ୟ ଅର୍ପଣ କରିଥାନ୍ତି । ସାଧାରଣତଃ ଭଗବାନଙ୍କୁ ମନ୍ଦିରରେ…
Read More...

ଟାଇପିଂ କରିବା ପଡିବ ମହଙ୍ଗା ! ହୋଇପାରେ ସାଢେ ତିନି ଅଙ୍ଗୁଳିରେ ସମସ୍ୟା ।

ବଢୁଥିବା ଜୀବନଶୈଳୀ,ଅଫିସରେ ବଢୁଥିବା କାମ ଏବଂ କର୍ମ ବ୍ୟବସ୍ଥାର ଚାପରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ । ଏହି ସବୁ ରୋଗ ଏବେ ମଣିଷ ଜୀବନରେ ଯେମିତି ସାଧାରଣ ହୋଇଗଲାଣି । ପ୍ରାୟତଃ ସବୁ କମ୍ପାନୀରେ କମ୍ପ୍ୟୁଟରର ବ୍ୟବହାର ହୋଇଗଲାଣି । ଅଫିସରେ କମ୍ପ୍ୟୁଟର ଟାଇପିଂ କରି କରି…
Read More...

ଏମିତି ବି ଅଛନ୍ତି ଫ୍ୟାନ୍! ଷ୍ଟାଡିୟମ ଭିତରକୁ ଛାଡ଼ିଲେନି ବୋଲି କ୍ରେନରେ ଚଢ଼ି ନିଜ ପ୍ରିୟ ଟିମର ଦେଖିଲେ ମ୍ୟାଚ,…

ଅନେକ ସମୟରେ ନିଜ ପ୍ରିୟ ଟିମ୍ ପାଇଁ ଫ୍ୟାନ ମାନେ ଏମିତି କିଛି କାମ କରିଥାନ୍ତି ଯାହା ତାଙ୍କୁ ଚର୍ଚ୍ଚାରେ ରଖିଥାଏ । ସେ ପଡ଼ିଆ ଭିତରେ ହେଉ ଅବା ବାହାରେ । ଆଇପିଏଲରେ ମଧ୍ୟ ଏହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ କ୍ରିକେଟ ଅପେକ୍ଷା ଫୁଟବଲ ଖେଳରେ ଫ୍ୟାନ ମାନଙ୍କର ଅଧିକ…
Read More...

ସିଙ୍ଗଲଙ୍କ ପାଇଁ ଫେସବୁକ ଆଣିଛି ନୂଆ ଡେଟିଙ୍ଗ ଫିଚର : ଏଣିକି ୟୁଜର୍ସ ଚାଟିଙ୍ଗ ସହ ଡେଟିଙ୍ଗର ବି ମଜା ନେଇପାରିବେ,…

ଏବେ ଫେସବୁକରେ ବି ଟିଣ୍ଡର ଭଳି ଡେଟିଙ୍ଗର ମଜା ନିଆଯାଇପାରିବ । ପ୍ରସିଦ୍ଧ ନେଟୱ୍ୱର୍କିଙ୍ଗ ସାଇଟ ଫେସବୁକ ନିଜର ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଛି । ଏଥିରେ ୟୁଜର୍ସ ଚାଟିଙ୍ଗ କରିବା ସହ ଡେଟିଙ୍ଗ ବି କରିପାରିବେ । ଫେସବୁକ ନିକଟରେ ହିଁ ଏହା ବିଷୟରେ ଘୋଷଣା କରିଛି । ଫେସବୁକ ନିଜର…
Read More...

ଲୋକଙ୍କ ଅଶ୍ଲୀଳ ମେସେଜକୁ ଡିଲିଟ୍ କରିବା ସହ ଭିଡିଓ ଚାଟିଂର ସୁବିଧା ଯୋଗାଇବ ଏହି ସୋସିଆଲ୍ ସାଇଟ୍ !

ଲୋକପ୍ରିୟ ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏଣିକି ଭିଡିଓ ଚାଟର ସୁବିଧା ଉପଲବ୍ଧ ହେବ ବୋଲି ଫେସବୁକ୍ ଘୋଷଣା କରିଛି। ଏହାବ୍ୟତୀତ ଆହୁରି ଦୁଇଟି ନୂଆ ଫିଚର୍ ମଧ୍ୟ ଲଞ୍ଚ୍ ହୋଇଥିବା ସୂଚନା ରହିଛି। ଫେସବୁକର ସହ ନିର୍ମାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ‘କେତେକ…
Read More...

ଖାସ୍ ହିନ୍ଦୁ ଧର୍ମର ସମ୍ମାନ ପାଇଁ…! ମୁସଲିମ ପରିବାରର ବାହାଘର କାର୍ଡରେ ପ୍ରଭୁ ଶ୍ରୀରାମ-ସୀତାଙ୍କ ଫଟୋ,…

ଦେଶରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଅନେକ ସମୟରେ ବିଭେଦ ଲାଗି ରହିଥିବା ବେଳେ ଉତ୍ତର ପ୍ରଦେଶର ଏକ ମୁସଲିମ ପରିବାର ଭାଇଚାରର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଲାଗିରହିଛି । ଏକ ମୁସଲମାନ ପରିବାର ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କ ଫଟୋ…
Read More...

ଆଜିର ଦିନରେ ଆମେରିକା ସେନାବାହିନୀ ଗୁଳିରେ ଟଳିପଡିଥିଲା ଓସାମା ବିନ୍ ଲାଦେନ୍ । ଜାଣନ୍ତୁ ଆମେରିକା କିଭଳି ରଚିଥିଲା…

ସାତ ବର୍ଷ ପୂର୍ବେ ଆଜିର ଦିନରେ ଆତଙ୍କର ଅନ୍ୟନାମ କୁହାଯାଉଥିବା ଆତଙ୍କବାଦୀ ଓସାମା ବିନ୍ ଲାଦେନକୁ ଆମେରିକା ସେନାବାହିନୀ ମାରି ଗଡାଇଥିଲେ । ୨୦୧୧ ମସିହା ମଇ ମାସ ୨ ତାରିଖ ଦିନ ଆତଙ୍କ ସଂଗଠନ ଅଲ୍ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନ ସେତେବେଳେ ପାକିସ୍ଥାନର ଏବଟାବାଦ୍ ସ୍ଥିତ ଠିକଣାରେ…
Read More...

କଳିଯୁଗର ଅର୍ଜ୍ଜୁନ ! ହାତ ନୁହେଁ ଆଜ୍ଞା ଗୋଡରେ ମାରନ୍ତି ମାଛର ଆଖିକୁ ତୀର ।

ଏ ହେଉଛନ୍ତି ଆନ୍ଧ୍ରପ୍ରଦେଶର ସୁବ୍ୱାରାଓ ଲିଙ୍ଗମଙ୍ଗୁଟଲା । ଯାହାଙ୍କୁ ଆପଣ ଅର୍ଜ୍ଜୁନଙ୍କ ଅବତାର ମଧ୍ୟ କହିପାରିବେ । ସୁବ୍ୱାରାଓ କେବଳ ଖୋଲାଆଖିରେ ନୁହଁ ଆଖିରେ ପଟି ବାନ୍ଧି ମଧ୍ୟ ତୀର ଚଳାଇବାର କୌଶଳତା ଦେଖାଇଥାନ୍ତି । ଗୋଡ ମାଧ୍ୟମରେ ପାଣିରେ ପହଁରୁଥିବା ମାଛର ଆଖିକୁ ବାଣ ବିନ୍ଧିବାର…
Read More...

ଏଣିକି ବିନା ସିମରେ ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ ନମ୍ବରକୁ କରିହେବ କଲ୍ । ଜାଣନ୍ତୁ କିପରି

ଖୁବ୍ ଶୀଘ୍ର ୱାଇଫାଇ ଫୋନରୁ ହୋଇପାରିବ ଟେଲିଫୋନ୍ କଲ୍ । ଇଂଟରନେଟ୍ ଟେଲିଫୋନି ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ । ଖୁବ୍ ଶୀଘ୍ର ୱାଇଫାଇ ନେଟୱର୍କରୁ ଟୋଲିଫୋନ୍ କଲ୍ ସମ୍ଭବ ହୋଇପାରିବ । ଏପରି ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଆନ୍ତଃମନ୍ତ୍ରାଳୟ ଟେଲିକମ୍ କମିଶନ୍ । ୱାଇଫାଇ ନେଟୱର୍କରୁ…
Read More...