Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣ ବ୍ରାଣ୍ଡେଡ କପଡା କିଣିବା ସମୟରେ ଠକାମିର ଶିକାର ହେଉଛନ୍ତି କି? ତେବେ ପଢ଼ନ୍ତୁ ପୁରା ଖବର ଓ ହୋଇଯାଆନ୍ତୁ ସାବଧାନ ।

ଲିଭାଇସର ଜିନ୍ସ ମାତ୍ର ୩୦୦ ଟଙ୍କାରେ । ଏହା ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ୍ୟ ଅଟେ । ନାମି ଦାମି କମ୍ପାନୀର ବ୍ରାଣ୍ଡର ଟ୍ୟାଗ ଲାଗିଥିବା ଜିନ୍ସ, ସାର୍ଟ, ଜ୍ୟାକେଟ, ଜୋତା, ଟି-ସାର୍ଟ ଇତ୍ୟାଦି ବଜାରରେ ଅଭାବ ନାହିଁ । ଏକ ଅନୁମାନ ମୁତାବକ, ସହରରେ ପାଖାପାଖି ୯୦ ପ୍ରତିଶତ…
Read More...

ଉମଙ୍ଗ ଆପ୍ ଜରିଆରେ ଦେଖିପାରିବେ ପେନସନ୍ ପାସବୁକ୍ ! ଇପିଏଫଓ ଉପଲବ୍ଧ କଲା ନୂଆ ସୁବିଧା, ଜାଣନ୍ତୁ କିପରି ହେବେ ଉପକୃତ

ପେନସନ ପାଇଁ ଇପିଏଫଓ ନୂଆ ସୁବିଧା ଆରମ୍ଭ କରିଛି । ଏହି ସୁବିଧା ଅନୁସାରେ ଯେଉଁ ପେନସନଭୋଗୀମାନେ ୱେସାଇଟରେ ପାସବୁକ ଦେଖିବା ପାଇଁ ଅସୁବିଧା ଭୋଗୁଛନ୍ତି, ଏବେ ସେମାନଙ୍କୁ ଆଇ ଅସୁବିଧା ହେବ ନାହିଁ । ଏବେ ଆପଣ ଉମଙ୍ଗ ଆପ୍ ଜରିଆରେ ପାସବୁକ ଦେଖିପାରିବେ । ଏପରି ହେବା ଦ୍ୱାରା ଇପିଏଫଓଳୁ…
Read More...

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ନୂଆ ନିୟମ ! ୨୦୨୧ ପର ଠାରୁ ୟୁନିଭରସିଟିରେ ପାଠ ପଢାଇବା ପାଇଁ ପିଏଚଡି…

ବିଶ୍ୱବିଦ୍ୟାଳୟ ପାଇଁ ଆସିବ ନୂଆ ନିୟମ । ୨୦୨୧ ପର ଠାରୁ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ହେବାପାଇଁ ପିଏଚଡି ଡିଗ୍ରୀ ଆବଶ୍ୟକ ପଡିବ । ଏପରିକି ଆସିଷ୍ଟଣ୍ଟ ପ୍ରଫେସର ପଦ ପାଇଁ ମଧ୍ୟ ପିଏଚଡିର ଆବଶ୍ୟକତା ରହିବ । କେବଳ ସେତିକି ନୁହେଁ ବିନା ପିଏଚଡି ଡିଗ୍ରୀରେ କେହି ମଧ୍ୟ ୟୁନିଭରସିଟିରେ ପାଠ…
Read More...

ବୈଜ୍ଞାନିକଙ୍କ ନୂଆ ଖୋଜ : ଏଣିକି ନଦୀ ଗୁଡିକରେ ପ୍ରଦୂଷଣ ସ୍ତର ରୋକିବ ଡ୍ରୋନ । ଜାଣନ୍ତୁ କେମିତି ?

ନଦୀ ଗୁଡିକରେ ପ୍ରଦୂଷଣ ସ୍ତର ଜାଣିବା ପାଇଁ ବିଶେଷଜ୍ଞଙ୍କୁ ଆଉ ହଇରାଣ ହେବାକୁ ପଡିବନି, କାହିଁକିନା ଏବେ ଡ୍ରୋନ ଦ୍ୱାରା ବି ନଦୀ ଗୁଡିକରେ ପ୍ରଦୂଷଣର ସ୍ତର ଜଣାପଡିବ । ଯେମିତି ଗଙ୍ଗା ଭଳି ନଦୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି, ଯଦି ଠିକ ସମୟରେ ଏହାର ନିୟନ୍ତ୍ରଣ କରାନଯାଏ, ତେବେ ଅବସ୍ଥା…
Read More...

ବିନା ପେଟ୍ରୋଲରେ ଚାଲିବ ଆପଣଙ୍କ ଗାଡ଼ି ! ହେଲେ ଏହା ସମ୍ଭବ କିପରି, ଜାଣନ୍ତୁ ?

ଏବେ ଆପଣଙ୍କ ସ୍କୁଟର ବିନା ପେଟ୍ରୋଲରେ ରାସ୍ତାରେ ଗଡ଼ିବ । ଆପଣ ଚିନ୍ତା କରୁଥିବେ ଏହା କିପରି ସମ୍ଭବ । ସୂଚନା ଅନୁସାରେ ସ୍କୁଟରରେ ଇନ୍ଧନ ରୂପରେ ବ୍ୟାଟେରୀର ପ୍ରୟୋଗ କରାଯିବ । ହିମାଚଳପ୍ରଦେଶ କାଙ୍ଗଡ଼ା ଜିଲ୍ଲାରେ ତଲବାଡ଼ରେ ଥିବା ଅଟୋମୋବାଇଲ ଇଞ୍ଜିନିୟରିଂ ସଂସ୍ଥାନରେ ବିନା ପେଟ୍ରୋଲରେ…
Read More...

ଆତଙ୍କୀ ଟାର୍ଗେଟରେ ଭାରତ ! ଲମ୍ବୁଛି ଆଇଏସଆଇଏସ ସଂଗଠନର ଚେର, ବଡ଼ ଧରଣ ଆକ୍ରମଣ ସମ୍ଭାବନା

ଦୁନିଆର ସବୁଠାରୁ ଖତରନାକ ଆତଙ୍କୀ ସଂଗଠନ ହେଲା ଆଇଏସଆଇଏସ୍ । ବିିଗତ ବେଶ କିଛି ଦିନ ହେବ ଭାରତରେ ଆଇଆଇସର ଚେର ଲମ୍ବିବାରେ ଲାଗିଛି ବୋଲି ଶୁଣିବା ପାଇଁ ମିଳୁଛି । ଖବର ଅନୁସାରେ ଭାରତର ପୂର୍ବ ରାଜ୍ୟ ତଥା ଆସାମରେ ଆଇଏସଆଇଏସର ସ୍ଥିତି ମହଭୁୁତ ହେବାରେ ଲାଗିଛି । ଆସାମରେ ଏକ ଗଛରେ…
Read More...

ଜୋତା ଫୋପାଡିଲେ ପୋଲିସ୍ ବାବୁ ! ହେଲମେଟ୍ ନ ପିନ୍ଧି ରାସ୍ତାରେ ଯାଉଥିବା ଯୁବକଙ୍କ ଉପରକୁ ଜୋତା ଫୋପାଡିଲେ ଟ୍ରାଫିକ…

ସମସ୍ତଙ୍କୁ ଜ୍ଞାତ ଅଛି ବାଇକ୍ କିମ୍ବା ସ୍କୁଟି ଚଲାଇବା ସମୟରେ ହେଲମେଟ୍ ପିନ୍ଧିବା ନିହାତି ଆବଶ୍ୟକ । କିନ୍ତୁ କିଛି ଲୋକ ନିଜର ମୂଲ୍ୟବାନ ଜୀବନକୁ ତୁଚ୍ଛ ମଣି ଦ୍ରୁତ ଗତିରେ ଯାତାୟତ କରୁଛନ୍ତି ସେ ବି ବିନା ହେଲମେଟରେ । ଲୋକଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ…
Read More...

କ୍ୟାମେରାରେ କଏଦ୍ ହେଲା ରେଳବାଇର କଳା ସତ ! ଟଏଲେଟ୍ ପାଣିରେ ଚା ପ୍ରସ୍ତୁତ କରୁଥିବାର ଭିଡିଓ ଭାଇରାଲ୍ ।

ଭାରତୀୟ ରେଳବାଇ ଲକ୍ଷ ଲକ୍ଷ ଜନତାଙ୍କ ଯାତାୟାତ କରିବାର ଏକ ମାଧ୍ୟମ । ରେଲୱେ ତରଫରୁ ଯାତ୍ରୀଙ୍କ ପାଇଁ ଯାତାୟତର ସୁବିଧା ଥିଲେ ମଧ୍ୟ କିଛିଟା କ୍ଷେତ୍ରରେ ରେଳବାଇ ଉପରୁ ଜନତାଙ୍କ ବିଶ୍ୱାସ ତୁଟି ଯାଉଛି । ନିକଟରେ ଏଭଳି ଏକ ଭିଡିଓ ସାମ୍ମାକୁ ଆସିଛି ଯାହା ଲୋକଙ୍କ ଭରଷାକୁ ଶକ୍ତ ଚାପୁଡା…
Read More...

କୁନି ବୟସରେ ନିଆରା ନିଶା : ଗଭୀର ଜଳରେ ଘଂଟା ଘଂଟା ଧରି ପହଁରିବାରେ ଅଭ୍ୟସ୍ତ ଆଠଗଡ଼ କାଦୁଆ ନୁଆଗାଁର କୁନି ଭାଇ ଭଉଣୀ,…

କନକ ବ୍ୟୁରୋ : ପିଲାଦିନୁ ଗଭୀର ପାଣିରେ ପହଁରି ପରିଚୟ ସୃଷ୍ଟି କରିଛନ୍ତି ଦୁଇ ଭାଇଭଉଣୀ । କଟକ ଜିଲ୍ଳା ଆଠଗଡ଼ କାଦୁଆ ନୁଆଗାଁର ଏହି ଦୁଇ ଭାଇଭଉଣୀ ଗଭୀର ପାଣିରେ ଘଂଟା ଘଂଟା ଧରି ପହଁରି ସ୍ଥାନୀୟ ଅଂଚଳରେ ବିସ୍ମୟ ସୃଷ୍ଟି କରିଛନ୍ତିି । ମାତ୍ର ୬ରୁ ୭ବର୍ଷ ବୟସରେ ଭାଇ ଭଉଣୀଙ୍କ ଏଭଳି ନିଆରା…
Read More...

ହତିଆର ଲାଇସେନ୍ସ ପାଇଁ ପଞ୍ଜାବ ସରକାରଙ୍କ ନୂଆ ନିୟମ ! ହତିଆର ଲାଇସେନ୍ସ କରିବା ପୂର୍ବରୁ ସର୍ତ୍ତ ମାନିବା ଅନିବାର୍ଯ୍ୟ…

ହତିଆର ପ୍ରସ୍ତୁତ କରିବା ଉପରେ କଡା ନିୟମ ସହ ନୁତନ ପରିବର୍ତ୍ତନ ଜାରି କରାଯାଇଛି । ଏବେ ସର୍ତ୍ତକୁ ନମାନି ଯଦି ହତିଆର ପ୍ରସ୍ତୁତ କରିବେ ତେବେ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ । ସୁଚନା ଅନୁସାରେ ପଞ୍ଜାବର କୌଣସି ପାଲେସ କିମ୍ବା ହୋଟେଲରେ ବିବାହ ସମାରୋହରେ ହର୍ସ ଫାୟାରିଙ୍ଗ୍(ଘୋଡା…
Read More...