Browsing Category

ସ୍ପେଶାଲ୍ ରିପୋର୍ଟ

୮୦୦ କୁକୁରଙ୍କ ଭୋକ ବୁଝନ୍ତି । ନୀରବ ପ୍ରାଣୀଙ୍କ ସ୍ୱର ପାଲଟିଛନ୍ତି ଅନନ୍ୟା ରଜନୀ ।

କନକ ବ୍ୟୁରୋ: ‘ସେମାନେ କୁକୁର ନୁହଁନ୍ତି ସେମାନେ ମୋ ପିଲାଙ୍କ ଭଳି । ତାଙ୍କର ପରା ପାଟି ଫିଟୁନି । ତାଙ୍କ ପାଇଁ କିଏ ଅଛି । ତେଣୁ ସେମାନଙ୍କର ଦାୟିତ୍ୱ ମୋ ପାଇଁ ଗୋଟେ ବଡ ଦାୟିତ୍ୱ । ସକାଳ ଆରମ୍ଭ ହୁଏ ତାଙ୍କର କାମରେ ରାତି ସରେ ମଧ୍ୟ ତାଙ୍କରି କାମରେ’ । ଏହା ହେଉଛି ମାଙ୍ଗାଲୋର…
Read More...

ଗୁଗୁଲରେ ଭୁଲରେ ବି କରନ୍ତୁନି ଏମିତି ସର୍ଚ୍ଚ । ନହେଲେ ଯିବାକୁ ପଡ଼ିବ ଜେଲ୍ ।

କନକ ବ୍ୟୁରୋ : ଗୁଗୁଲରେ ଭୁଲରେ ବି କରନ୍ତୁନି ଏମିତି ସର୍ଚ୍ଚ । ନହେଲେ ଯିବାକୁ ପଡ଼ିବ ଜେଲ୍ । ଯେକୌଣସି ପ୍ରଶ୍ନର ଉତର ଜାଣିବା ପାଇଁ ଆମେ ଗୁଗୁଲର ସହାୟତା ନେଇଥାଉ । ଆଉ ଗୋଟିଏ କ୍ଲିକରେ ଆମକୁ ସବୁ ପ୍ରଶ୍ନର ଉତର ଦେଇଥାଏ ଗୁଗୁଲ । ବିଭିନ୍ନ ରୋଗଠାରୁ ଆରମ୍ଭ କରି ରୋଷେଇ ରେସିପି ପର୍ଯ୍ୟନ୍ତ,…
Read More...

ସେବା କ୍ଷେତ୍ରରେ ଅନନ୍ୟା ସେବିକା । ଏମିତି ଡାକ୍ତର ଝିଅ ଜନ୍ମ ହେଲେ ନିଅନ୍ତି ନାହିଁ ଫିସ୍ । 

କନକ ବ୍ୟୁରୋ: ଆମ ସମାଜରେ ଶିକ୍ଷତଙ୍କ ସଂଖ୍ୟା ବଢିଛି । ଆଧୁନିକତାର ଶୀର୍ଷରେ ପହଞ୍ଚିଛି ଦେଶ । ତଥାପି ଅନେକ ସ୍ଥାନରେ କନ୍ୟା ଭ୍ରୁଣ ହତ୍ୟା ଘଟଣା ଘଟୁଛି ।  କେଉଁଠି ଡଷ୍ଟବିନରୁ ତ କେଉଁଠି ରାସ୍ତାକଡରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ କନ୍ୟା । କେବଳ ଏତିକି ନୁହେଁ ମାତୃଗର୍ଭରୁ ହିଁ ଅନେକ…
Read More...

ଏଣିକି ଇଲେକ୍ଟ୍ରିକ୍ ଗାଡିରେ ପରିଣତ ହେବ ପୁରୁଣା ଇନ୍ଧନ ଚାଳିତ କାର । କେମିତି ଏବଂ କେତେ ଟଙ୍କା ଖର୍ଚ୍ଚ ହେବ ?…

କନକ ବ୍ୟୁରୋ : ପୂର୍ବରୁ ସରକାର ଘୋଷଣା କରିଛନ୍ତି, ଆଗାମୀ ଦିନରେ ୧୫ ବର୍ଷରୁ ଉର୍ଦ୍ଧ୍ବ ଗାଡି ଆଉ ରାସ୍ତାରେ ଗଡି ପାରିବ ନାହିଁ । ସରକାରଙ୍କ ଏହି ଘୋଷଣା ଶୁଣିବା ପରେ ଅନେକ ଲୋକେ ଚିନ୍ତାରେ ପଡିଯାଇଥିବେ । କିନ୍ତୁ ବର୍ତ୍ତମାନ ପୁରୁଣା ଗାଡିକୁ ନେଇ ଚିନ୍ତା କରିବାର ଆବଶ୍ୟକ ନାହିଁ । କାରଣ…
Read More...

ଆସିଛି ପର୍ଯ୍ୟଟନ ଋତୁ । ଚଳଚଞ୍ଚଳ ଅଂଶୁପା ପ୍ରାକୃତିକ ଉଦ୍ୟାନ

କନକ ବ୍ୟୁରୋ: ଆସିଛି ପର୍ଯ୍ୟଟନର ଋୁତୁ ।ଆଉ ଚଳଚଂଚଳ ହୋଇଉଠିଛି କଟକ ଜିଲ୍ଲା ବାଙ୍କୀର ପର୍ଯ୍ୟଟନସ୍ଥଳୀ ପ୍ରକୃତି ଉଦ୍ୟାନ ଅଂଶୁପା । କୋଭିଡ କଟକଣା କିଛିମାତ୍ରାରେ କୋହଳ ହେବାପରେ ଏବେ ଏହି ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ ଆସିବାରେ ଲାଗିଛନ୍ତି । ଆଗକୁ ନୂଆବର୍ଷ ଆସୁଥିବାରୁ ଏବେଠାରୁ…
Read More...

ବିଶ୍ୱର ସବୁଠୁ ନିଆରା ଜେଲ୍…କଏଦୀଙ୍କୁ ଦିଆଯାଏ ଫାଇଭ୍ ଷ୍ଟାର ହୋଟେଲ ଭଳି ରୁମ୍, ରହିଛି ଜିମ୍, ସ୍ପା ଭଳି…

କନକ ବ୍ୟୁରୋ : ଜେଲ୍...ଯେଉଁମାନେ କିଛି ଅପରାଧଜନିତ କାର୍ଯ୍ୟ କରନ୍ତି, ସେମାନଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ୍ ଭିତରେ ରଖାଯାଇଥାଏ । ଜେଲ୍ ଭିତରକୁ ନଯାଇଥିଲେ ମଧ୍ୟ, ବିଭିନ୍ନ ଫିଲ୍ମରେ ଜେଲ ଭିତରର କାଳ୍ପନିକ ଦୃଶ୍ୟ ହୁଏତ ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ । ଏହି ଜେଲର ନାଁ…
Read More...

ଗରୀବଙ୍କ ଦେବଦୂତ , ବେସାହାରାଙ୍କ ପାଇଁ ସାହାରା ‘ହୋପ୍ ଅଫ୍ ଲାଇଫ୍’ ।

କନକ ବ୍ୟୁରୋ: ଆଜିର ସ୍ୱାର୍ଥପର ଦୁନିଆଁରେ କାହା ପାଇଁ କାହାରି ପାଖରେ ସମୟ ନାହିଁ । ଏପରି ସ୍ଥଳେ ଅସହାୟ ଗରିବ ଓ ରାସ୍ତା କଡରେ ପଡି ରହିଥିବା ବେସାହାରାଙ୍କ କଥା ପଚାରେ କିଏ? ତଥାପି କେଉଁଠି ନା କେଉଁଠି ବଞ୍ଚିଛି ମାନବିକତା । ପରଶ୍ରୀକାତର ସମାଜରେ ଏବେବି କିଛି ସହୃଦୟ ବ୍ୟକ୍ତି ଅଛନ୍ତି…
Read More...

ମଣିଷର ଲୋଭ ପାଇଁ ବଳି ପଡ଼ୁଛନ୍ତି ବନ୍ୟଜନ୍ତୁ । ଜଳବାୟୁ ପରିବର୍ତ୍ତନ ଦେଲାଣି ସାଂଘାତିକ ସୂଚନା ।

କନକ ବ୍ୟୁରୋ: ପରିବେଶବିତ ସାର ଡେଭିଡ ଅଟନୋବରଫଙ୍କ ପ୍ରସିଦ୍ଧ ଉକ୍ତି ରହିଛି । ତାହା ହେଲା “ମୁଁ ଚାହେଁ ଏ ପୃଥିବୀ ଆହୁରି ଦୁଇଗୁଣା ବଡ଼ ହୋଇ ଥାନ୍ତା ଓ ଆଉ ଏହାର ଅଧା ଭାଗକୁ ଏବେ ବି ଆବିଷ୍କାର କରିବାକୁ ବାକି ଥାନ୍ତା’ । ଏହି କଥାର ଏଠି ଅବତାରଣା କରିବାର ଉଦ୍ଦେଶ୍ୟ ହେଲା, ନିକଟରେ ଘଟିଥିବା…
Read More...

ଜିଓର ବମ୍ପର ପ୍ୟାକେଜ୍ । ମାତ୍ର ୧ ଟଙ୍କାରେ ୩୦ ଦିନର ଭ୍ୟାଲିଡିଟି ପ୍ୟାକ୍ ।

କନକ ବ୍ୟୁରୋ: ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ୍ ପ୍ୟାକ୍ । ଜିଓର ଏହି ନୂଆ ଭ୍ୟାଲିଡିଟି ୩୦ ଦିନ । ହେଲେ ଦାମ ମାତ୍ର ୧ଟଙ୍କା । ଏହା ବ୍ୟତୀତ ଏହି ପ୍ଲାନରେ ରହିଛି ଆହୁରି କିଛି ସୁବିଧା, ଯାହା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଉପାଦେୟ ହେବ ବୋଲି କୁହାଯାଉଛି ।…
Read More...

ପଲିଥିନ ତଳେ ପଡିରହିଛି ପରିବାର । ପଡୁନି ପ୍ରଶାସନର ନଜର ।

କନକ ବ୍ୟୁରୋ: ୩ ବର୍ଷ ତଳେ ସ୍ୱାମୀ ଆରପାରିକୁ ଚାଲିଗଲେ । ପଛରେ ଛାଡିଦେଇଗଲେ ତିନି ତିନିଟି ପିଲାଙ୍କ ଦାୟିତ୍ୱ । ଜମି ବୋଲି ଗୁଣ୍ଠେ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ଭଲ ନାହିଁ । ନଈକୂଳିଆ ଘରେ ବାତ୍ୟା ପବନ ଆସି ଡରେଇ ଯାଉଛିି । ହେଲେ ଏ ଅସହାୟ ଜୀବନ ଉପରେ ପଡୁନି ପ୍ରଶାସନର…
Read More...