Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡରର ଏକ୍ସପାୟରୀ ଡେଟ୍ ଅଛି କି ନାହିଁ ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ,…

ଅନେକ ସମୟରେ ଆମେ ଖାଇବା ପିଇବା ସାମଗ୍ରୀର ଏକ୍ସପାୟରୀ ଡେଟ ପ୍ରତି ଧ୍ୟାନ ଦେଉ । କାରଣ ଏକ୍ସପାୟରୀ ଡେଟ୍ ଚାଲିଗଲେ ଖାଦ୍ୟପେୟ ଗ୍ରହଣ କରିବା ଶରୀର ପାଇଁ କ୍ଷତିକାରକ । ସେହିପରି ଔଷଧର ଏକ୍ସପାରୀ ଡେଟକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଏ । ଏକ୍ସପାରୀ ଡେଟ ପାଖେଇ ଆସିଲା ମାତ୍ରେ ହିଁ ଏହି…
Read More...

ଏସିଡ଼୍ ଆକ୍ରମଣ ପୀଡ଼ିତାଙ୍କୁ ଦିଆଯିବ ମାଗଣା ଶିକ୍ଷା ! IGNOUର ସ୍ୱାଗତଯୋଗ୍ୟ ପଦକ୍ଷେପ

ବିଭିନ୍ନ ସମୟରେ ମହିଳା ଓ ଯୁବତୀମାନେ ଏସିଡ଼୍ ଆକ୍ରମଣ ଶିକାର ହେଉଛନ୍ତି । ଏସିଡ଼୍ ଆକ୍ରକଣ ହେବାଦ୍ୱାରା ପୀଡ଼ତା ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି । ଜୀବନସାରା ଏସିଡ଼୍  ଚିହ୍ନ ରହିବା ସହ ପୀଡ଼ିତାଙ୍କ ମନୋବଳ ଭାଙ୍ଗିଦିଏ । ଏପରିସ୍ଥଳେ ସମାଜ ମଧ୍ୟ ସେମାନଙ୍କୁ ସହଜରେ ଗ୍ରହଣ କରିପାରିନି । ଜୀବନ…
Read More...

ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡ଼ ସଂଯୋଗ ବାଧ୍ୟତାମୂଳକ ! ଖୁବଶୀଘ୍ର ନିୟମ ଆଣୁଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ଖୁବ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଯୋଡ଼ିବା ପାଇଁ ନିୟମ ଆଣିପାରନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ପଞ୍ଜାବର ଫଗବାଡ଼ାରେ ଲଭଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟର ୧୦୬ ତମ ଭାରତୀୟ ବିଜ୍ଞାନ କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗଦେଇ…
Read More...

ଭୋକ ସହିପାରିଲାନି କୁନି ପୁଅ ! ଖାଦ୍ୟ ନମିଳିବାରୁ ପିଇଦେଲା କୀଟନାଶକ, ଆଉ ତାପରେ…

ଇଏ ଏକ ଏମିତି ଘଟଣା । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା। ଜଣେ ଭୋକିଲା ଆଦିବାସୀ ଶିଶୁ ନିଜର ଭୋକ ସମ୍ଭାଳି ନପାରି କୀଟନାଶକ ଖାଇ ପ୍ରାଣ ହାରିଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏପରି ଏକ ଅଭାବନୀୟ ଘଟଣା ରତଲମ…
Read More...

ଆଇଏଏସ୍ ଅଫିସରଙ୍କ ପତ୍ନୀଙ୍କ ଫେସବୁକ୍ ଆକାଉଣ୍ଟରେ ଯୁବକ ଦେଇଥିଲେ ଅସଭ୍ୟ କମେଣ୍ଟ ! ଥାନାକୁ ଡାକି ଯୁବକଙ୍କୁ ମାଡ…

ସମ୍ପ୍ରତି ଆଦିଲପୁରର ଜିଲ୍ଲା ମାଜିଷ୍ଟ୍ରେଟ୍ ଥିବା ବେଙ୍ଗଲ୍ କ୍ୟାଡରର ଆଇଏଏସ ଅଫିସର ନିଖିଳ ନିର୍ମଳ ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ମାରୁଥିବା ଦୃଶ୍ୟର ଭିଡିଓ ରବିବାର ସନ୍ଧ୍ୟାରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖା ଯାଉଛି ନିର୍ମଳ ଏବଂ ତାଙ୍କ ପତ୍ନୀ ଫଲକତା ଥାନାରେ ଭାରପ୍ରାପ୍ତ…
Read More...

କାହାକୁ ମିଳିବ ୧୦ପ୍ରତିଶତ ସବର୍ଣ୍ଣ ସଂରକ୍ଷଣର ଲାଭ ? କ’ଣ ରହିଛି ମୋଦି ସରକାରଙ୍କ ସର୍ତ୍ତ ?

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା । ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରୁ ମଂଜୁରୀ- ମିଳିଛି ।ଏହି କ୍ରମେ ଅର୍ଥନୈତିକ ଅନଗ୍ରସରଙ୍କୁ ମିଳିବ ସୁବିଧା । ଆର୍ଥିକ ସ୍ଥିତି ଦୁର୍ବଳ ଥିବା କେନ୍ଦ୍ର ସରକାରଙ୍କ ଉପରେ ସବର୍ଣ୍ଣ…
Read More...

ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ ! ୧୪ବର୍ଷ ଧରି କୋମାରେ ପଡିଥିବା ମହିଳା, କେମିତି ଜନ୍ମ କଲେ ପୁଅ

ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନା ପ୍ରଦେଶ ଅନ୍ତର୍ଗତ ଫିନିକ୍ସ ସ୍ଥିତ ହେସିଏଣ୍ଡା ହେଲଥ କେୟାରରେ ପ୍ରାୟ ୧୪ ବର୍ଷ ହେବ କୋମାରେ ପଡ଼ିରହିଥିବା ଜଣେ ମହିଳା ଡିସେମ୍ବର ୨୯ ତାରିଖ ଦିନ ପୁଅଟିଏ ଜନ୍ମ କରିଛନ୍ତି। ଏହା ଦୁଷ୍କର୍ମ ଘଟନା ହୋଇଥାଇପାରେ ବୋଲି ସନ୍ଦେହ କରି ପିଲାର ବାପା କିଏ…
Read More...

ଫ୍ଲିପକାର୍ଟରେ ମାତ୍ର ଏକ ଟଙ୍କାରେ କିଣନ୍ତୁ ଘରୋଇ ସାମଗ୍ରୀ ! ଜାଣନ୍ତୁ କିପରି ଉଠାଇବେ ଲାଭ ?

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ କିଛି ସମୟ ପୂର୍ବରୁ ୱାଲମାର୍ଟ ସହ ମିଶିଯାଇଥିଲା । ଆଉ ଏହାପରେ ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଅନେକ ଆକର୍ଷଣୀୟ ଅଫର ଉପଲବ୍ଧ କରିଛି । ସ୍ମାର୍ଟଫୋନ୍, ଏସେସରିଜ. ଘରୋଇ ସାମଗ୍ରୀ ଓ ରାସନ ସାମଗ୍ରୀ ଆଦି ଉପରେ କମ୍ପାନୀ ଅନେକ ଆକର୍ଷକ ଅଫର ପ୍ରଦାନ କରୁଛି ।…
Read More...

ଐତିହାସିକ ବିଜୟ ପରେ ପଡିଆରେ ନାଚିଲା ଟିମ୍ ଇଣ୍ଡିଆ ! ଦେଖନ୍ତୁ ଭିଡିଓ ।

୭୨ ବର୍ଷର ଲମ୍ବା ଅପେକ୍ଷାକୁ ଶେଷ କରିବା ସହ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ପଡିଆରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତି କ୍ରିକେଟ୍ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିଛି । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ…
Read More...

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ‘ଆଁଖ ମାରେ’ ଗୀତରେ ଝୁମିଲେ ସାସଂଦ । ସାମନାକୁ ଆସିଲା ଭିଡିଓ  

ମହାରାଷ୍ଟ୍ରର ଭଣ୍ଡାରା-ଗୋନ୍ଦିଅ।ରୁ ଏନସିପି ସାଂସଦ ମଧୁକର କୁକଡେଙ୍କ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ସେ ସ୍କୁଲ ଛାତ୍ରୀଙ୍କ ସହ ଏକ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ । ସ୍କୁଲର ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ସାଂସଦ ମଂଚ ଉପରେ ଥିଲେ , ଯେବେକି କିଛି ସ୍କୁଲ ଛାତ୍ରୀ…
Read More...