Browsing Category

ସ୍ପେଶାଲ୍ ରିପୋର୍ଟ

ଗୋଟିଏ ଆଖି ଥିବା ଗାଈକୁ ଭଗବାନ ଭାବି ପୂଜା କଲେ ଲୋକେ, ଭିଡିଓ ହେଲା ଭାଇରାଲ

ଗୋଟିଏ ଆଖି ଥିବା ଗାଈର ବାଛୁରୀ କୁ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ପୂଜା କରାଯାଉଛି । ସ୍ଥାନୀୟ ଲୋକଙ୍କ ମାନିବା ଅନୁସାରେ, ଏହି ବାଛୁରୀ ଭଗବାନଙ୍କ ରୂପ, ଯାହା ତାଙ୍କ ଜିଲ୍ଲାରେ ଜନ୍ମ ହୋଇଛି । ସେଥିପାଇଁ ଏହି ଗାଈର ବାଛୁରୀକୁ ଲୋକ ଦିନରାତି ପୂଜା କରୁଛନ୍ତି । ଏହି ବାଛୁରୀର କେବଳ…
Read More...

କୁମ୍ଭ ମେଳାର ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଲଂଚ କରିଛି ନୂଆ ‘କୁମ୍ଭ ଜିଓ ଫୋନ୍’ : କୁମ୍ଭର ଲାଇଭ୍ ପ୍ରସାରଣ ଠାରୁ ଟ୍ରେନ୍…

ପ୍ରୟାଗରାଜରେ କୁମ୍ଭ ମେଳାକୁ ଆସିବାକୁ ଥିବା ଓ ଏଥିରେ ସାମିଲ ହେବାର ଇଚ୍ଛା ରଖୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଏକ ନୂଆ ‘କୁମ୍ଭ ଜିଓ ଫୋନ୍’ ଲଂଚ କରିଛି ।  ଏହି ଫୋନରେ ଶ୍ରଦ୍ଧାଳୁଙ୍କୁ କୁମ୍ଭ ସହିତ ଜଡିତ ସମସ୍ତ ତଥ୍ୟ ମିଳିବ, ଯେଉଁଥିରେ ଟ୍ରେନ୍ ଓ ବସ୍ ଷ୍ଟେସନର ସୂଚନା ସହିତ…
Read More...

ବେରୋଜଗାରୀଙ୍କ ପାଇଁ ଖୁସି ଖବର ! ୧୬୦୦ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କଲା ଏହି ସରକାରୀ ବ୍ୟାଙ୍କ, ତୁରନ୍ତ…

ଚଳିତ ବର୍ଷ ବେରୋଜଗାରଙ୍କ ପାଇଁ ରୋଜଗାର କରିବା ପାଇଁ ଅନେକ ସୁଯୋଗ ଆଣିପାରେ । ଯଦି ଆପଣ ନୂଆ ବର୍ଷରେ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଲାଭ ଜନକ ପ୍ରମାଣିତ ହୋଇପାରେ । ଭାରତରେ ସରକାରୀ ବ୍ୟାଙ୍କ ତରଫରୁ ବେରୋଜଗାର ଯୁବକଯୁବତୀଙ୍କ ପାଇଁ…
Read More...

ବଜାରକୁ ଆସିଲା ସ୍ମାର୍ଟ ପୋଷାକ ! ପିନ୍ଧିବା କ୍ଷଣି ବଡ ବଡ ରୋଗ ସମେତ ହାର୍ଟଆଟାକ ଆସିବା ପୂର୍ବରୁ ଫୋନକୁ ଚାଲିଆସିବ…

ଆମେରିକାର ଲାସ ବେଗାସରେ ଆଜି ବିଶ୍ୱର ସବୁଠାରୁ ବଡ ଟେକ୍ ସୋ କନଜ୍ୟୁମର ଇଲେକ୍ଟ୍ରୋନିକ ସୋ ତଥା ସିଇଏସ ୨୦୧୯ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଏଭଳି ଏକ ସ୍ମାର୍ଟ ୱେଷ୍ଟ ଲଂଚ କରାଯାଇଛି, ଯାହା କି ସମୟ ପୂର୍ବରୁ ହିଁ ହାର୍ଟ ଆଟାକର ସୂଚନା ଦେଇଦେବ । ଏହି ୱେଷ୍ଟକୁ ମେଡିକାଲ…
Read More...

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ! ଶ୍ରମିକ ସଂଗଠନର ଧର୍ମଘଟ ମଧ୍ୟରେ ବନ୍ଦ ରହିବନି ବ୍ୟାଙ୍କ

କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦ୍ୱାରା ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ ଉପରେ ଆଂଶିକ ପ୍ରଭାବ ପଡିବାର ସମ୍ଭାବନା ଅଛି । ବ୍ୟାଙ୍କିଙ୍ଗ ୟୁନିୟନର ଅଧିକାରୀ ଏହାର ସୂଚନା ଦେଇଛନ୍ତି । ଜାନୁୟାରୀରେ ଦୁଇ ଦିନିଆ…
Read More...

ଅମାବାସ୍ୟାରେ ଦେବୀଙ୍କ ମନ୍ଦିରରେ ହେଲା ଏକ ବିଶେଷ ପ୍ରକାରର ହୋମ : ଅଗ୍ନିକୁଣ୍ଡରେ ୧୦୦୮ କିଲୋ ଶୁଖିଲା ଲଙ୍କା ପକାଇଲେ…

କର୍ଣ୍ଣାଟକ ତିକ୍ଷ୍ଣ ପ୍ରତ୍ୟଙ୍ଗିରା ଦେବୀ ମନ୍ଦିରରେ ଶନିବାର ଅମାବାସ୍ୟା ଥିବା ହେତୁ ହୋମ କରାଯାଇଥିଲା। ଏହି ହୋମରେ ୧୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁ ସାମିଲ ରହିଥିଲେ। ଏହି ହୋମର ବିଶେଷତ୍ୱ ହେଉଛି, ଦେବୀଙ୍କୁ ଖୁସି କରିବା ପାଇଁ ୧୦ କ୍ୱିଣ୍ଟାଲ ଶୁଖିଲା ଲଙ୍କା ସହିତ ପରିବା, ନଡ଼ିଆ ଓ ମିଠା…
Read More...

ସାବଧାନ ! ଫୋନକୁ ଆସୁଛି କି WhatsApp Gold ଇନଷ୍ଟୋଲ କରିବାର ମେସେଜ୍, ଜାଣନ୍ତୁ ସତ୍ୟତା . . .

ପୂର୍ବରୁ ହ୍ଵାଟସଆପକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏବେ ହ୍ଵାଟ୍‌ସଆପ୍‌ ଗୋଲ୍‌ଡ଼କୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହ୍ଵାଟ୍‌ସଆପ୍‌ ମାଧ୍ୟମରେ ମିଛ ବାର୍ତ୍ତା ପଠାଇ କିଛି ଲୋକ ହିଂସାତ୍ମକ କାମ କରାଉଥିବାରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପରେ…
Read More...

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର ! ପ୍ରାୟ ୨୨ ଦିନ ଧରି ଆଂଶିକ ରୂପେ ବନ୍ଦ ରହିବ ମୁମ୍ବାଇ ବିମାନ ବନ୍ଦର

ଆଗାମୀ ୨ ମାସ ମଧ୍ୟରେ ମୁମ୍ବାଇରୁ କିମ୍ବା ମୁମ୍ବାଇକୁ ବିମାନ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେବେ । କାରଣ, ମୁମ୍ବାଇ ବିମାନ ବନ୍ଦର ଫେବ୍ରୁଆରିରୁ ମାର୍ଚ ଭିତରେ ୨୨ ଦିନ ଧରି ଦିନକୁ ୬ ଘଣ୍ଟା ଲେଖାଏ ବନ୍ଦ ରହିବ ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ…
Read More...

ଆପଣ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡରର ଏକ୍ସପାୟରୀ ଡେଟ୍ ଅଛି କି ନାହିଁ ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ,…

ଅନେକ ସମୟରେ ଆମେ ଖାଇବା ପିଇବା ସାମଗ୍ରୀର ଏକ୍ସପାୟରୀ ଡେଟ ପ୍ରତି ଧ୍ୟାନ ଦେଉ । କାରଣ ଏକ୍ସପାୟରୀ ଡେଟ୍ ଚାଲିଗଲେ ଖାଦ୍ୟପେୟ ଗ୍ରହଣ କରିବା ଶରୀର ପାଇଁ କ୍ଷତିକାରକ । ସେହିପରି ଔଷଧର ଏକ୍ସପାରୀ ଡେଟକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଏ । ଏକ୍ସପାରୀ ଡେଟ ପାଖେଇ ଆସିଲା ମାତ୍ରେ ହିଁ ଏହି…
Read More...

ଏସିଡ଼୍ ଆକ୍ରମଣ ପୀଡ଼ିତାଙ୍କୁ ଦିଆଯିବ ମାଗଣା ଶିକ୍ଷା ! IGNOUର ସ୍ୱାଗତଯୋଗ୍ୟ ପଦକ୍ଷେପ

ବିଭିନ୍ନ ସମୟରେ ମହିଳା ଓ ଯୁବତୀମାନେ ଏସିଡ଼୍ ଆକ୍ରମଣ ଶିକାର ହେଉଛନ୍ତି । ଏସିଡ଼୍ ଆକ୍ରକଣ ହେବାଦ୍ୱାରା ପୀଡ଼ତା ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି । ଜୀବନସାରା ଏସିଡ଼୍  ଚିହ୍ନ ରହିବା ସହ ପୀଡ଼ିତାଙ୍କ ମନୋବଳ ଭାଙ୍ଗିଦିଏ । ଏପରିସ୍ଥଳେ ସମାଜ ମଧ୍ୟ ସେମାନଙ୍କୁ ସହଜରେ ଗ୍ରହଣ କରିପାରିନି । ଜୀବନ…
Read More...