Browsing Category

ସ୍ପେଶାଲ୍ ରିପୋର୍ଟ

ମକର ସଂକ୍ରାନ୍ତିରେ କାହିଁକି ଖିଆଯାଏ ଖେଚୁଡି ? ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ ମହତ୍ୱ

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ପର୍ବ ଅଟେ । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହନ୍ତି । ଏହି ପର୍ବ ଜାନୁୟାରୀ ମାସର ୧୪ ନମ୍ବର ଦିନ ପାଳନ କରାଯାଏ । ସୂର୍ଯ୍ୟ ଯେବେ ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି ହୋଇଥାଏ ।…
Read More...

କେଉଁ ଦିନ ପାଳନ କରାଯିବ ମକର ସଂକ୍ରାନ୍ତି ? ଜାଣନ୍ତୁ ସ୍ନାନ ଏବଂ ଦାନର ମହତ୍ୱ

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ, ଯାହା ଆମର ଭୌତିକ ଜୀବନରେ ନୂତନତ୍ୱ ଆଣି ଦେଇଥାଏ। ଆମ ଭିତରେ ଶୁଭତ୍ୱ ଓ ନବଜୀବନ ବୋଧ ଭରିଥାଏ । ଯାହାକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ…
Read More...

୮ ଘଂଟାରୁ ଅଧିକ ସମୟ ଯାଏଁ କର୍ମଚାରୀଙ୍କୁ ଖଟାଇ ପାରିବେନି କୌଣସି ବି କଂପାନୀ ! ନିୟମ ନମାନିଲେ ମାଲିକଙ୍କ ବିରୋଧରେ…

କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ସହ ଜଡିତ ସଂସଦର ଷ୍ଟାଣ୍ଡିଂ କମିଟି ପକ୍ଷରୁ ସବୁ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଏକ ସର୍ବନିମ୍ନ ପାରିଶ୍ରମିକ ବା ମଜୁରୀ (ମିନିମମ ୱେଜ୍) ଲାଗୁ କରିବାକୁ ସୁପାରିସ୍ ହୋଇଛି । ତେବେ ସେ ସରକାରୀ କ୍ଷେତ୍ର ହେଉ ଅବା ବେସରକାରୀ । ସଂଗଠିତ ହୋଇଥାଉ ଅବା ଅସଂଗଠିତ,…
Read More...

ମକର ସଂକ୍ରାନ୍ତି ୨୦୧୯ : କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର…
Read More...

ଜିଓ ସିମ୍ ବ୍ୟବହାର କରୁଛନ୍ତି କି? ତେବେ ତୁରନ୍ତ କରନ୍ତୁ ଏହି ଛୋଟିଆ କାମ, ଆକର୍ଷଣୀୟ ଉପହାର ସହ ମିଳିବ କିଙ୍ଗଖାନଙ୍କୁ…

ଯଦି ଆପଣ ଜିଓ ସିମ୍ ବ୍ୟବହାର କରୁଛନ୍ତି ଏବଂ ଆପଣ ବଲିଉଡ ସୁପରଷ୍ଟାର ତଥା ଶାହରୁଖ ଖାନଙ୍କ ସହ କିଛି ସମୟ ବିତାଇବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କର ଏହି ସ୍ୱପ୍ନକୁ ସାକାର କରିପାରନ୍ତି ମୁକେଶ ଅମ୍ବାନୀ । ଆଜ୍ଞା ହଁ ! ଜିଓ ନିଜ ଗ୍ରାହକଙ୍କ ପାଇଁ ଏକ ଶାନଦାର ଅଫର ଆଣିଛି । ଯେଉଁଥିରେ…
Read More...

କୁମ୍ଭ ମେଳା ୨୦୧୯ : ଶ୍ରଦ୍ଧାଳୁ ଏଣିକି କ୍ରୁଜରେ କରିପାରିବେ ଦର୍ଶନ, ଜାଣନ୍ତୁ ଏହାର ମୂଲ୍ୟ

ପ୍ରୟାଗରାଜରେ ୧୫ ଜାନୁୟାରୀ ୨୦୧୯ରୁ ଆରମ୍ଭ ହେବାକୁ ଥିବା କୁମ୍ଭ ମେଳା ଗତ ବର୍ଷର ତୁଳନାରେ ଏହି ବର୍ଷ ବହୁତ ଭବ୍ୟ ହେବ । ଏହାର କାରଣ ଏହା ଯେ, କୁମ୍ଭ ମେଳାରେ ଏଥର ଶ୍ରଦ୍ଧାଳୁଙ୍କ ଓ ପର୍ଯ୍ୟଟକଙ୍କୁ ରେଳପଥ, ସଡକ ପଥ ଓ ଆକାଶ ମାର୍ଗ ସହିତ ଜଳପଥରେ ବି ଆଣିବାର ପ୍ରସ୍ତୁତି କରାଯାଇଛି ।…
Read More...

ଭାରତ ବନ୍ଦ : ଜାଣନ୍ତୁ ଦିନିକିଆ ବନ୍ଦ ଦ୍ୱାରା କେତେ ହଜାର କୋଟି ଟଙ୍କାର ହୋଇଥାଏ କ୍ଷତି ?

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଗୁଡିକର ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଘ ମଙ୍ଗଳବାରରୁ ଦୁଇ ଦିନିଆ ଦେଶବ୍ୟାପୀ ବନ୍ଦର ଆହ୍ୱାନ କରିଛନ୍ତି । ଏହି ଧର୍ମଘଟରେ ଦୂରସଂଚାର, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଇସ୍ପାତ, ବିଜୁଳି, ବ୍ୟାଙ୍କିଙ୍ଗ, ବୀମା ଓ ପରିବହନ କ୍ଷେତ୍ରର ଲୋକ ସାମିଲ…
Read More...

ଜରୁରୀ ସୂଚନା : ଆରବିଆଇର କଡା କଟକଣା, ମାର୍ଚ୍ଚ ୧ରୁ ବନ୍ଦ ହୋଇଯିବ ଆପଣ ବ୍ୟବହାର କରୁଥିବା ଏହି ଆକାଉଂଟ୍

ମାର୍ଚ୍ଚ ୧ ତାରିଖରୁ ବନ୍ଦ ହୋଇଯିବ ମୋବାଇଲ ୱାଲେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆରବିଆଇର ନିୟମ ଅନୁସାରେ ସାରା ଦେଶରେ କାର୍ଯ୍ୟରତ ୯୫ ପ୍ରତିଶତ ମୋବାଇଲ ୱାଲଟ ମାର୍ଚ୍ଚ ୧ ତାରିଖରୁ ବନ୍ଦ ହୋଇଯିବ । ଯାହା ଦ୍ୱାରା ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ମୋବାଇଲ ୱାଲେଟ ତଥା ପେଟିଏମ,…
Read More...

ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ଆବଶ୍ୟକ ଏହି ୭ଟି ଡକ୍ୟୁମେଂଟ ! ଜାଣନ୍ତୁ କିଭଳି ଏବଂ କେଉଁଠି କରିବେ…

ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ କୋଟା ଦେବା ଲାଗି କେନ୍ଦ୍ର କ୍ୟାବିନେଟ୍ ମଂଜୁରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏପରି ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିପାଇଁ ସମ୍ବିଧାନ ସଂଶୋଧନ ବିଧେୟକ…
Read More...

ଗୋଟିଏ ଆଖି ଥିବା ଗାଈକୁ ଭଗବାନ ଭାବି ପୂଜା କଲେ ଲୋକେ, ଭିଡିଓ ହେଲା ଭାଇରାଲ

ଗୋଟିଏ ଆଖି ଥିବା ଗାଈର ବାଛୁରୀ କୁ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ପୂଜା କରାଯାଉଛି । ସ୍ଥାନୀୟ ଲୋକଙ୍କ ମାନିବା ଅନୁସାରେ, ଏହି ବାଛୁରୀ ଭଗବାନଙ୍କ ରୂପ, ଯାହା ତାଙ୍କ ଜିଲ୍ଲାରେ ଜନ୍ମ ହୋଇଛି । ସେଥିପାଇଁ ଏହି ଗାଈର ବାଛୁରୀକୁ ଲୋକ ଦିନରାତି ପୂଜା କରୁଛନ୍ତି । ଏହି ବାଛୁରୀର କେବଳ…
Read More...