Browsing Category

ସ୍ପେଶାଲ୍ ରିପୋର୍ଟ

ଅଧରାତିରେ ଅପେକ୍ଷା କରିଥିଲା ମୃତ୍ୟୁ ! ତପ୍ତପାଣି ଘାଟିରୁ ଖସିଲା ବସ୍, ବିପଦ ଡାକି ଆଣିଲା ଘନ କୁହୁଡି । ଜାଣନ୍ତୁ କାଳ…

କନକ ବ୍ୟୁରୋ : ତପ୍ତପାଣି ଘାଟିରୁ ଖସିଲା ବସ୍ । ବିପଦ ଡାକି ଆଣିଲା ଘନ କୁହୁଡି । ତପ୍ତପାଣି ଘାଟିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଚାଲି ଯାଇଛି ୮ ଜୀବନ । ଆହତ ହୋଇଛନ୍ତି ୪୦ ଯାତ୍ରୀ । ଟିକିରୀରୁ ବ୍ରହ୍ମପୁର ଆସୁଥିବା ମାରୁତୀ ବସର ଏ ଦୁର୍ଘଟଣା ପରର ଚିତ୍ର ଦେଖିଲେ ଆପଣଙ୍କ ଛାତି ବି…
Read More...

କଣ୍ଡକ୍ଟର କ୍ଲିୟର୍ କଲେ ୟୁପିଏସସି ପରୀକ୍ଷା : ବସ୍ ରେ ୫ ଘଣ୍ଟା କାମ କରିବା ସହ ୮ ଘଣ୍ଟାର କଠିନ ପରିଶ୍ରମରେ ବସ୍…

ସଂଘୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରୀକ୍ଷା ଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ଗୋଟିଏ । ଏହି ପରୀକ୍ଷାରେ ସଫଳ ହେଲେ ଆଇଏଏସ୍ ଓ ଆଇପିଏସ୍ ଭଳି ବଡ଼ ପଦ ପାଇଁ ନିଯୁକ୍ତି ମିଳିଥାଏ। ୟୁପିଏସସି ପରୀକ୍ଷାରେ ସଫଳ ହେବା ପାଇଁ ସେମିତି କଠିନ ପରିଶ୍ରମ ବି କରିବାକୁ ପଡ଼ିଥାଏ। ତେବେ ଏଭଳି…
Read More...

ମ୍ୟାନ ଭର୍ସେସ ୱାଇଲ୍ଡ ଶୋ’ରେ ଟଲିଉଡ୍ ସୁପରଷ୍ଟାର୍ : ସାମ୍ନାକୁ ଆସିଲା ବେୟର୍ ଗ୍ରିଲ୍ସ ଏବଂ ରଜନୀକାନ୍ତଙ୍କ ପ୍ରଥମ…

ମ୍ୟାନ ଭର୍ସେସ ୱାଇଲ୍ଡ ଶୋ’ରେ ସୁପରଷ୍ଟାର ରଜନୀକାନ୍ତ । ପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଶୋ’ର ଆଗାମୀ ଏପିସୋଡରେ ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ । ଏପିସୋଡର ସୁଟିଙ୍ଗ କର୍ଣ୍ଣାଟକର…
Read More...

ଦେଶଦ୍ରୋହୀ ଶରଜିଲ୍ ଇମାମ୍ ଗିରଫ ପରେ ପାଟଣାରୁ ଦିଲ୍ଲୀ ଆଣିବାକୁ ପୋଲିସ୍ ର ପ୍ରୟାସ : ଭାରତରୁ ଆସାମକୁ ଅଲଗା କରିବା…

ଦେଶଦ୍ରୋହ ମାମଲାରେ ବିହାରର ଜହାନାବାଦ୍ ରୁ ଗିରଫ ହୋଇଥିବା ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ଛାତ୍ର ଶରଜିଲ୍ ଇମାମ୍ କୁ ଆଜି ଦିଲ୍ଲୀ ଅଣାଯିବ । ଗିରଫ ପରେ ଜହାନାବାଦ୍ କୋର୍ଟରୁ ମଙ୍ଗଳବାର ଦିଲ୍ଲୀ ପୋଲିସ୍ ଇମାମ୍ କୁ ରିମାଣ୍ଡରେ ନେଇଛି । ଗତକାଲି ରାତିରେ ତାକୁ ପାଟଣାର…
Read More...

ବୌଦ୍ଧରେ ବଡ଼ ଦେଉଳର କୁନି ଜଗା-ବଳିଆ । ହାତ ଅଛି କାମ କରୁନି, ଗୋଡ଼ ଅଛି ହେଲେ ଚାଲି ହେଉନି । ଦୁଇ ପୁଅଙ୍କ ଚିକିତ୍ସା…

କନକ ବ୍ୟୁରୋ: ପୁଣି ଯାଆଁଳା ଭାଇଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଜନ୍ମରୁ ଠିକ୍ ଠାକ୍ ଚାଲୁଥିବା ଯାଆଁଳା ଭାଇ ଜଗା-ବଳିଆଙ୍କ ଗୋଡ଼ ହଠାତ ଅଚଳ ହୋଇଯାଇଛି । ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲିଛନ୍ତି ବାପା-ମାଆ । ହେଲେ ଡାକ୍ତର ଅପରେସନ୍ ପାଇଁ କହିବାର ପରେ ଅଟକି ଯାଇଛି…
Read More...

ରଖେ ହରି ମାରେ କିଏ ! ଟ୍ରେନ ଟ୍ରାକରେ ପଡିଗଲା କୁନି ଝିଅ, କିଛି ଏହିଭଳି ଭାବେ ମୃତ୍ୟୁର ମୁହଁ ଭିତରୁ ଗେହ୍ଲି ଝିଅକୁ…

କନକ ବ୍ୟୁରୋ : କଥାରେ ଅଛି, ରଖେ ହରି ମାରେ କିଏ । ଯେତେବଡ ବିପଦ ହେଇଥାଉ ନା କାହିଁକି, ଯାହାକୁ ଭଗବାନ ରକ୍ଷା କରିବେ, ତାର ବା କିଏ କଣ କ୍ଷତି କରିପାରିବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ, ଯାହା ଦେଖିଲେ ଆପଣଙ୍କ ଆଖି ସ୍ତବ୍ଧ ହୋଇ ରହିଯିବ । ଭଲଭାବେ ଦେଖନ୍ତୁ ଏହି…
Read More...

କାଙ୍ଗାଳର ଚରମ ସୀମାରେ ପହଞ୍ଚିଲା ପାକିସ୍ତାନ। ଭୋକ ବିକଳରେ ଦୋକାନରୁ ଅଟା, ଚାଉଳ ଚୋରୀ କଲେ ଲୋକ । 

ପାକିସ୍ତାନର ଆର୍ଥୀକ ସ୍ଥିତି ଅସମ୍ଭାଳ ହୋଇ ପଡିଛି । ପ୍ରତ୍ୟେକ ଜିନିଷର ଚାହିଦା ଏବେ ଖୁବ୍ ବଢିଯାଇଛି । ଭୋକରୁ ବଂଚିବା ପାଇଁ ଦୋକାନରୁ ଅଟା, ଡାଲି, ମସଲା ଓ ଚାଉଳ ଲୁଟିବା ଆରମ୍ଭ କରି ଦେଇଛନ୍ତି ଲୋକେ। ପାକିସ୍ତାନର ସବୁଠାରୁ ବଡ ସହର କରାଚୀରେ କିଛି ଲୋକେ ଏକ କୀରାଣୀ ଦୋକାନରୁ ଅଟା ,…
Read More...

ଅବହେଳାରେ ଓସ୍କାର ପୁରସ୍କାର ପ୍ରାପ୍ତ ସିନେମାର ବାଳ କଳାକାର : ବସ୍ତି କୁଡିଆରେ ଅବହେଳିତ ଅବସ୍ଥାରେ ବିତୁଛି ଜୀବନ ,…

ଓସ୍କାର ଆୱାର୍ଡ ପୁରସ୍କାର ପ୍ରାପ୍ତ ସିନେମାର କଳାକାର ଅଜହରୁଦ୍ଦିନ ଇସ୍ମାଇଲ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଡୈନୀ ବାୟଲଙ୍କ ଫିଲ୍ମ “ସ୍ଲମଡଗ୍ ମିଲିୟନ”ରେ ଅଜହରୁଦ୍ଦିନ ବାଳ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଜରିଆରେ ତାଙ୍କୁ ଅନେକ ସଫଳତା ମିଳିଥିଲା ।…
Read More...

ସୈତାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତ ପବନ ଜହ୍ଲାଦ । ଆଉ ୩ ଦିନର ଅପେକ୍ଷା, ନିର୍ଭୟାଙ୍କୁ ମିଳିବ…

କନକ ବ୍ୟୁରୋ : ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ । ଆଉ ଫାଶୀ ଖୁଂଟରେ ଝୁଲିବେ ନରରାକ୍ଷସ । ଆଉ ମାତ୍ର ୩ ଦିନର ଅପେକ୍ଷା । ନ୍ୟାୟ ପାଇବ ନିର୍ଭୟା । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ୪ ସୈତାନଙ୍କୁ ହାତ ଠାରି ଡାକୁଛି ମୃତ୍ୟୁ । ଆସନ୍ତା ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ…
Read More...

ଅନଲାଇନ୍ ଖାଦ୍ୟର ବଢିଲା ମୂଲ୍ୟ ! ଫୁଡ୍ ଡେଲିଭରୀ ଆପ୍ ସ୍ୱିଗୀ ଏବଂ ଜମାଟୋ ବଢାଇଲେ ଡେଲିଭରୀ ଚାର୍ଜ ।

ଗତ ୬ ମାସ ହେବ ଅନଲାଇନ ଖାଦ୍ୟ ଅର୍ଡରର ମୂଲ୍ୟ ବଢିଯାଇଛି । କମ୍ପାନୀମାନେ ଗୋଟିଏ ପଟେ ଖାଦ୍ୟ ମୂଲ୍ୟ କମାଇଥିବା ବେଳେ ଅନ୍ୟ ପଟେ ଡେଲିଭରୀ ଚାର୍ଜକୁ ଅତ୍ୟଧିକ ବଢାଇ ଦେଇଛନ୍ତି । ଏଥିଯୋଗୁଁ ଲୋକେ ସିଧାସଳଖ ରେଷ୍ଟୁରାଣ୍ଟରୁ ଖାଇବା ମଗାଉଛନ୍ତି । ମୂଲ୍ୟ ବଢାଇବା କାରଣରୁ କିଛି ରେଷ୍ଟୁରାଣ୍ଟ…
Read More...