Browsing Category

ସ୍ପେଶାଲ୍ ରିପୋର୍ଟ

ସ୍ମାର୍ଟଫୋନ୍ ବାରମ୍ବାର ହ୍ୟାଙ୍ଗ ହେବାରେ ଚିନ୍ତିତ କି ? କେମିତି ଏ ଅସୁବିଧା ଦୂର କରିବେ, ଜାଣନ୍ତୁ

ଏବେ ସ୍ମାର୍ଟଫୋନର ଯୁଗ । ଚାରିଆଡେ ସ୍ମାର୍ଟଫୋନର ମାନିଆ । ହେଲେ ଅସଲ କଥା ହେଲା ତାହା ଯେମିତିକା ବି ସ୍ମାର୍ଟଫୋନ ହୋଇଥାଉ , ସ୍ଲୋ ହେବା ବା ବାରମ୍ବାର ହ୍ୟାଙ୍ଗ ହେବାର ସମସ୍ୟା କିନ୍ତୁ ଲାଗିରହିଥାଏ । ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ । ୧ – ଇଣ୍ଟରନାଲ୍ ମେମୋରୀରୁ…
Read More...

ପ୍ରେମ,ପ୍ରତାରଣା ଏବଂ ପ୍ରତିଶୋଧ ! ଜଣେ ପ୍ରେମିକାର ନାରକୀୟ କାଣ୍ଡ

ମଧ୍ୟପ୍ରଦେଶର ଏକ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯାହା ସଂପର୍କରେ ଆପଣ ଶୁଣିଲେ ଚକିତ ହୋଇଯିବେ । ଜଣେ ପ୍ରେମିକର ପ୍ରତାରଣାର ପ୍ରତିଶୋଧ ନେବା ପାଇଁ ପ୍ରେମିକା ସାଜିଛି ରକ୍ତମୂଖା । ଆଉ ଭିଆଇଛି ଦେଇଛି ଏକ ନାରକୀୟ କାଣ୍ଡ । ଅର୍ଥାତ୍ ପ୍ରେମିକା ଜଣକ ଏକ ଆରୁଆ ଅସ୍ତ୍ରରେ ପ୍ରେମିକର…
Read More...

ଅଜବ ପରମ୍ପରା : ମୃତକର ମାଂସ ବାଣ୍ଟି ନିଅନ୍ତି ଏ ଲୋକେ

ଆମର ଏ ଦୁନିଆରେ ଅନେକ ସ୍ଥାନରେ ଅଜବ ଜନଜାତି ସବୁ ରହିଛନ୍ତି । ସେମାନଙ୍କର ରୀତିନୀତି ଓ ପ୍ରଥା ସବୁ ଭିନ୍ନ ଧରଣର । ଏମିତି ଏକ ଜନଜାତି ହେଉଛନ୍ତି କ୍ୱାକ୍ୱାକାୱାକ୍ୱା । ଉତ୍ତର ପଶ୍ଚିମ ପେସିଫିକ୍ ଅଂଚଳରେ ରୁହନ୍ତି ଏ ଜନଜାତି । ଏ ଜନଜାତିର ଏକ ଗୁପ୍ତ ସମୁହ ହେଉଛନ୍ତି ହମାତ୍ସା ଲୋକେ ।…
Read More...

ରାଜାଘର ବାହାଘର : ୭୦ବର୍ଷ ପରେ ନୀଳଗିରି ରାଜଉଆସରେ ବାଜିଲା ସାହାନାଇ

ନୀଳଗିରି : ରାଜବାଟୀରେ ବାଜିଲା ସାହାନାଇ । ନୀଳଗିରି ରାଜବାଟିରେ ଦୀର୍ଘ ବର୍ଷ ପରେ ପାରମ୍ପରିକ ଓ ରାଜକୀୟ ରୀତିନୀତିରେ ବାହାଘର ହୋଇଛି । ନୀଳଗିରି ରାଜାଙ୍କ ଏକମାତ୍ର ପୁତ୍ର ଜନ୍ମେଜୟଙ୍କ ବିବାହ ମଧ୍ୟପ୍ରଦେଶର କୋଠରାଜବାଟୀର ରାଜକନ୍ୟା ହର୍ଷିତାଙ୍କ ସହ ଶେଷ ହୋଇଛି । ନବବିବାହିତ ଦମ୍ପତି…
Read More...

ଜଣେ ବାପାଙ୍କ ଅଜବ ସଉକ ! ବିଭିନ୍ନ ଦେଶର ନାଁ ଅନୁସାରେ ୬ ଝିଅଙ୍କ ନାମକରଣ

ଏଭଳି ଏକ ଅଜବ ଖବର ଶୁଣିବାକୁ ମିଳିଛି ଉଦୟପୁର ଅଂଚଳରେ । ଯେଉଁଠି ଏକ ଘରେ ଆଉ ଏକାସଙ୍ଗେ ବାସ କରୁଛନ୍ତି ଗୋଟେ ନୁହେଁ କି ଦୁଇଟା ନୁହେଁ ପାଖାପାଖି ଛ’ଟି ଦେଶର ଝିଅ । କଥା ଆପଣଙ୍କୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ । ତେବେ ପ୍ରକୃତ ଘଟଣାଟି ହେଲା ନିଜର ବନ୍ଧୁତାକୁ ସୁଦୁଢ କରିବାକୁ ଯାଇ ଜଣେ…
Read More...

ପରିଚୟ ଲଢେଇରେ ଅପରାଜେୟ ! ଜଣେ କିନ୍ନରଙ୍କ ସଫଳ କାହାଣୀ

କଳକି ସୁବ୍ରମଣ୍ୟମ ନାମକ ଏହି କିନ୍ନର ମହିଳା ଜଣକ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜ ଅସ୍ତିତ୍ୱ ପାଇଁ ଲଢେଇ କରୁଥିବା ଏହି ମହିଳା ଜଣଙ୍କ ନିଜ ଲଢୁଥିବା ମିଶନରେ ସଫଳତା ପାଇଥିଲେ ଯେତେବେଳେ ୨୦୧୫ ମସିହାରେ ଭାରତ ସରକାର ସମସ୍ତ କିନ୍ନର ମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା…
Read More...

ସାବଧାନ ! ଅସୁବିଧାରେ ପକାଇପାରେ ରିଲିଏନ୍ସ ଜିଓ ନାମରେ ଆସୁଥିବା ଏ ମେସେଜ୍

ଏବେ ରିଲିଏନ୍ସ ଜିଓର ଖୁବ୍ ଲୋକପ୍ରିୟତା । ଚାରିଆଡେ ଜିଓକୁ ତାରିଫ୍ । ଏ ଭିତରେ ରିଲିଏନ୍ସ ଜିଓ ନାମରେ କିଛି ଫେକ୍ ମେସେଜ ବି ଆସୁଛି ୟୁଜରଙ୍କ ନିକଟକୁ । ଆପଣକୁ ପାଖକୁ ଏମିତି କିଛି ଡାଇଉନଲୋଡ ଲିମିଟ ବଢାଇବା ପାଇଁ କିଛି ଲୋଭନୀୟ ମେସେଜ ଆସୁଛି କି? ଯଦି ଏମିତି ମେସେଜ ଆସୁଥାଏ ଏହାକୁ ଏଡେଇ…
Read More...

ମୂଷାକୁ ମିଳିଛି ସଜା : ଗୋଦାମରୁ ଚାଉଳ ଚୋରି ଯୋଗୁଁ ଦିଆଯାଇଛି ଦଣ୍ଡ !

ଚୀନ : ଏମିତି ଏକ ଖବର ଏବେ ଚର୍ଚ୍ଚାରେ । ଚୋରି କଲେ ଅପରାଧୀକୁ ଗିରଫ କରାଯାଏ । ହେଲେ ଦୋଷାରୋପ କରି ଏକ ଜୀବକୁ ଦଣ୍ଡ ଦିଆଯିବା ନେଇ ଖବର ଟିକେ ଅଡୁଆ ଲାଗିପାରେ । କିନ୍ତୁ ଏହା ସତ । ନବଭାରତ ଟାଇମ୍ସରେ ପ୍ରକାଶିତ ଏଭଳି ଏକ ଖବର । ଚୀନରେ ଏକ ମୂଷାକୁ ଚୋରି କେସରେ ମିଳିଛି ସଜା । ଚୋରି ଆଦି…
Read More...

ଅଭିନବ ଉପାୟରେ ବିବାହ : ହେଲମେଟ ପିନ୍ଧାଇ ବରଯାତ୍ରୀଙ୍କୁ ସ୍ୱାଗତ

ବିବାହ ଉତ୍ସବକୁ ଆମେ ସାଧାରଣତଃ ଖୁବ ଜାକଜମକରେ ପାଳନ କରିବାପାଇଁ ଚାହିିୁଁ । ମୋଟା ଅଙ୍କର ଯୈାତୁକ,ଭୋଭିଭାତ,ଦାମୀ ଉପହାର ଆଦି ଦେବାନେବା ବିବାହରେ ଏକ ସାଧାରଣ କଥା । ବିବାହ ଉତ୍ସବରେ କନ୍ୟା ଘର ଲୋକ ବରଯାତ୍ରୀଙ୍କ ସ୍ୱାଗତରେ କୈାଣସି କମ୍ କରିବା ପାଇଁ ଚାହାନ୍ତି ନାହିିଁ । ମହଙ୍ଗା ଉପହାର…
Read More...

ଚର୍ଚ୍ଚାରେ ‘ଜିରାଫ ୱିମେନ’ : ମହିଳାମାନେ ଜୀବନସାରା ବେକରେ ପିନ୍ଧିଥା’ନ୍ତି ପିତ୍ତଳ ତାର

ଆମର ଏ ବିଶ୍ୱରେ ଅନେକ ପ୍ରଥା ଓ ପରଂପରା । ଭିନ୍ନ ଭିନ୍ନ ଜାତି ଓ ଜନଜାତିର ଲୋକେ ଏଠାରେ ବାସ କରନ୍ତି । ସେମାନଙ୍କର ଚାଲି ଚଳନ ,ରୀତିନୀତି ସବୁ ଅଲଗା ଅଲଗା ପ୍ରକାରର । ଆମକୁ ବେଳେବେଳେ ଏହା ଆଶ୍ଚର୍ଯ୍ୟ ଲାଗିଥାଏ । ସେମାନେ ସେମାନଙ୍କର ପ୍ରଥା ଓ ପରମ୍ପରାକୁ ପ୍ରାଧ୍ୟାନ୍ୟ ଦେଇ କିଛି ଭିନ୍ନ…
Read More...