Browsing Category

ସ୍ପେଶାଲ୍ ରିପୋର୍ଟ

ମୂକ ଶିଶୁ ଓ ବଧିର କୁକୁର ମଧ୍ୟରେ ଅନାବିଳ ବନ୍ଧୁତା !

କଥାରେ ଅଛି ଭଗବାନ ଗୋଟିଏ ଦରଜା ବନ୍ଦ କରିଦେଲେ ଆଉ ଗୋଟିଏ ଖୋଲି ଦିଅନ୍ତି । ଯେତେବେଳେ ଆମେ ଜୀନନରେ ସବୁ କିଛି ହରାଇ ବସୁ ଓ ବେସାହାରା ଅନୁଭବ କରୁ ସେତେବେଳେ କେବଳ ରହୁ ଭଗବାନଙ୍କ ଭରସାରେ । ଯେତେବେଳେ କିଛି ସମସ୍ୟାରୁ ଆମେ ବାହାରି ଆସୁ ସମସ୍ତେ ଏପରି କହନ୍ତି କି ଭଗବାନ ଯାହା କରନ୍ତି…
Read More...

ଭାରତର ଏକମାତ୍ର ସୂର୍ଯ୍ୟ ମନ୍ଦିର ! ଯିଏ କି ନିଜକୁ ବଂଚାଇବା ପାଇଁ ବଦଳାଇ ଦେଇଥିଲେ ମୁଖଶାଳାର ଦିଗ

ସାଧାରଣତଃ ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଭିନ୍ନ ଦେଶମାନଙ୍କରେ ଦେଖିବାକୁ ମିଳିଥାଏ । ଭାରତରେ ମଧ୍ୟ ଅନେକ ସୂର୍ଯ୍ୟ ମନ୍ଦିର ଦେଖିବାକୁ ମିଳିଥାଏ । ମାତ୍ର ଆଜି ଆପଣ ଯେଉଁ ସୂର୍ଯ୍ୟ ମନ୍ଦିର ବିଷୟରେ ଜାଣିବାକୁ ଯାଉଛନ୍ତି । ଯାହା ନିଜର କଳାତ୍ମକ କାରୁକାର୍ଯ୍ୟ ଓ ଏକ ବିଶେଷ ସ୍ୱତନ୍ତ୍ରତା…
Read More...

ତାମିଲନାଡୁରେ ଜଲ୍ଲିକଟ୍ଟୁ ତାତି ! ଢେଲାପଥର ମାଡ, ପୁଲିସର ଲାଠିଚାର୍ଜ

ଜଲ୍ଲିକଟ୍ଟୁ ଉପରେ କଟକଣା ହଟାଇବା ନେଇ ଅଧ୍ୟାଦେଶ ଆଣିବା ପରେ ମଧ୍ୟ ତାମିଲନାଡୁରେ ବିକ୍ଷୋଭର ନିଆଁ ଜଳୁଛି । ଚେନ୍ନାଇର ମରିନା ବିଚରୁ ଆଜି ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ବଳ ପ୍ରୟୋଗ କରିଛି । ମଦୁରାଇରେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ୟକ୍ତଲୋକ ଥାନା ଆଗରେ…
Read More...

‘ଲଭ୍ ପାଇଁ କୁଛଭି କରେଗା’ ! ସୋସିଆଲ ମିଡିଆରେ ଏବେ ଏପରି ପ୍ରେମୀ ଯୁଗଳଙ୍କୁ ନେଇ ଚର୍ଚ୍ଚା

ଭାବୁଥିବେ ଏଠାରେ ଆମେ କୌଣସି ସିନେମାର ନାଁ କିମ୍ବା କାହାଣୀ କହିବାକୁ ଯାଉଛୁ । କିନ୍ତୁ ପ୍ରେମ ପାଇଁ ଯେ ମଣିଷ କଣ ନକରି ପାରେ ତାହା ଏହି ଉଦାହରଣରୁ ଆପଣ ସ୍ପଷ୍ଟ ହୋଇଯିବେ । ଜଣେ ପ୍ରେମିକ ନିଜର ପ୍ରେମ ନିବେଦନ ପାଇଁ ଆଗ୍ନେୟଗିରିର ଶୀର୍ଷକୁ ଚୟନ କରିଛି ଉପଯୁକ୍ତ ସ୍ଥାନ ଭାବରେ । ଖାଲି…
Read More...

ଭାରତୀୟ ଟ୍ରେନର ‘ଅମଙ୍ଗଳ’ଯାତ୍ରା ! ଗତ ୩ ମାସ ଭିତରେ ହୋଇଛି ୪ଟି ବଡ ଧରଣର ଦୁର୍ଘଟଣା

ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଓଡିଶାର ରାୟଗଡା ସୀମାନ୍ତ ଆନ୍ଧ୍ର ପ୍ରଦେଶର କୁନେରୁ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୩୯ ଜଣ ପ୍ରାଣ ହରାଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇ ବିଭିନ୍ନ…
Read More...

ଆମେରିକାର ନ୍ୟୁଜର୍ସି ଜେଲର ଲୋମଟାଙ୍କୁରା ସତ୍ୟ : ଏଠାରେ ଭୂତ ଟାଣନ୍ତି ଲୋକଙ୍କ ଚୁଟି

ଆମେରିକାର ନ୍ୟୁଜର୍ସି ସ୍ଥିତ ଏସେକ୍ସ କାଉଣ୍ଟି ଜେଲକୁ ଦୁନିଆର ସବୁଠାରୁ ଭୟାନକ ଜେଲରେ ପରିଗଣିତ କରାଯାଏ । ଏଇ ଜେଲ ଭିତରେ ଭୂତ କଏଦୀଙ୍କ ଚୁଟି ଟାଣେ ବୋଲି ଟାଣନ୍ତି ବୋଲି ଶୁଣବା ପାଇଁ ମିଳେ । ଯାହା ଦ୍ୱାରା ଏଇ ଜେଲ ଭିତରକୁ ଯିବା ପାଇଁ କାହାର ସାହସ ହୁଏ ନାହିଁ. କିନ୍ତୁ ନିକଟରେ ବିଲ…
Read More...

ଅଜବ ଟିଭି ସୋ : ଏଥିରେ ସାମିଲ୍ ହେଲେ ସଂପୂର୍ଣ୍ଣ ନିବସ୍ତ୍ର ହେବାକୁ ପଡେ !

ଆଜିକାଲି ଟିଭି ପରଦାରେ ଆପଣ ଅନେକ ରିୟଲିଟି ସୋ । ଅଳ୍ପ ସମୟରେ ଲୋକପ୍ରିୟତା ପାଇଁ ଅନେକ କିଛି ଉପାୟ ଆପଣାଉଛନ୍ତି ଏହି କାର୍ଯ୍ୟକର୍ତ୍ତାମାନେ ।  ନାଚିବା ,ଗାଇବା ,ଖାଦ୍ୟ ତିଆରି କରିବା ଆଦି ଅନେକ ଦୃଶ୍ୟ ଏହି ସୋ ମାନଙ୍କରେ ଦେଖିଥିବେ । କିନ୍ତୁ ଏବେ ଏମିତି ଏକ ଖବର ଡେଲିମେଲରେ ପ୍ରକାଶିତ…
Read More...

ଯୌନ ସଂପର୍କ ଧର୍ଷଣ ନୁହେଁ ! ବିବାହ ପୂର୍ବରୁ ଶାରୀରିକ ସଂପର୍କ ପାଇଁ ପ୍ରେମିକା ରହିବେ ଉତ୍ତରଦାୟୀ

ବିବାହର ପ୍ରତିଶୃତି ଦେଖାଇ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିବା ମାମଲାଗୁଡିକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ । ଜଣେ ୨୧ ବର୍ଷୀୟ ପ୍ରେମିକକୁ ଆଗୁଆ ଜାମିନ୍ ପ୍ରଦାନ କରିବାବେଳେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି…
Read More...

ସ୍ୱଭାବରୁ ଚିହ୍ନନ୍ତୁ କିଏ ଆପଣଙ୍କ ପାଇଁ କ୍ଷତିକାରକ !

କୁହାଯାଏ ଅଚିହ୍ନା ଲୋକ ବିପଦର କାରଣ ହୋଇଥାନ୍ତି । ଯଦି ଆପଣଙ୍କ ମନରେ ଏଭଳି ଧାରଣା ରହିଛି ତେବେ ଏହା ସଂପୂର୍ଣ୍ଣ ରୂପେ ଭୁଲ୍ । କାରଣ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କେବଳ ଅଚିହ୍ନା ବ୍ୟକ୍ତି ନୁହଁନ୍ତି ଅନେକ ପରିଚିତ ବ୍ୟକ୍ତି ମଧ୍ୟ ସୁବିଧା ଦେଖି ନିଜର କୁପ୍ରବୃତ୍ତି ବାହାର…
Read More...

ଚର୍ଚ୍ଚାରେ ୫ ବର୍ଷର ଶିଶୁ ସୂର୍ଯ୍ୟ ପ୍ରକାଶ ! ପୂର୍ବଜନ୍ମରେ ରହୁଥିଲେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ

ସାଧାରଣତଃ ଆପଣ ପୁର୍ନଜନ୍ମ ଓ ପରଜନ୍ମ ବିଷୟରେ ବିଭିନ୍ନ ପୁରାଣ ଶାସ୍ତ୍ରରେ ପଢିଥିବେ । ଏହା ଏଭଳି ଏକ ପ୍ରସଂଗ ଯାହାକୁ କେହି ବିଶ୍ୱାସ କରନ୍ତୁ ବା ନ କରନ୍ତୁ ମାତ୍ର ଏଥିସହ ଜଡିତ ବିଭିନ୍ନ କାହାଣୀ ସମସ୍ତଙ୍କୁ କରିଥାଏ ଆକର୍ଷିତ । ଯଦିଓ ଆଜିର ବିଜ୍ଞାନ ଯୁଗରେ ଏହାକୁ ବିଶ୍ୱାସ କରା ନଗଲେ…
Read More...