Browsing Category

ନ୍ୟୁଜ୍

ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାର ବିବାଦ ପରେ ସ୍ପଷ୍ଟିକରଣ ରଖିଲେ କାମିୟା ଜାନି । କହିଲେ, ସେ କେବେବି…

କନକ ବ୍ୟୁରୋ: ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାରକୁ ନେଇ ବିବାବ ପରେ ମୁହଁ ଖୋଲିଛନ୍ତି ୟୁ-ଟ୍ୟୁବର କାମିଆ ଜାନି । କହିଛନ୍ତି ସେ ଜଣେ ହିନ୍ଦୁ । ସେ କେବେବି ଗୋମାଂସ ଖାଇନାହାଁନ୍ତି ଅବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ…
Read More...

ହିଜାବ ଉପରେ ନାହିଁ ବାଧ୍ୟବାଧ୍ୟକତା । ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର ।

କନକ ବ୍ୟୁରୋ: ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି । ହିଜାବ ନିଷେଧାଦେଶ ଉପରେ କୌଣସି ବାଧ୍ୟ ବାଧକତା ନାହିଁ ବୋଲି କହିବା ସହ ମହିଳାଙ୍କ ଯାହା ଇଚ୍ଛା ତାହା ସେମାନେ ପିନ୍ଧନ୍ତୁ ବୋଲି କହିଛନ୍ତି…
Read More...

ମହାନତା ଦେଖାଇଲେ ସଫେଇ କର୍ମୀ । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଚାରିଆଡୁ ପ୍ରଶଂସା ।

କନକ ବ୍ୟୁରୋ: ସଫେଇ କର୍ମୀଙ୍କ ମହାନତା । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳଛି । ସ୍ଥାନୀୟ ଅଞ୍ଚଳର ଅର୍ପିତା ସାହୁଙ୍କ ସୁନା ଚେନ ଓ ଲକେଟ ଭୁଲବଶତଃ ଅଳିଆ ଗଦାରେ ପଡିଯାଇଥିଲା । ଚାରିଆଡେ ଖୋଜାଖୋଜି କରି…
Read More...

ଧିକ ସେ ପୁଅ ଜନ୍ମ । ମା’କୁ ଖୁଣ୍ଟରେ ବାନ୍ଧି ମାଡମାରିଲା ପୁଅ । ସେପଟେ ବରଗଡରେ ବୃଦ୍ଧା ମା’କୁ ଜଙ୍ଗଲରେ ଛାଡି…

କନକ ବ୍ୟୁରୋ: ମାନବିକତା ଭୁଲିଗଲା ମଣିଷ । ପାଦରେ ଘା ହୋଇଯିବାରୁ ଅସହାୟ ବୃଦ୍ଧାଙ୍କୁ ନିଛାଟିଆ ଜଙ୍ଗଲରେ ଏକା ଛାଡି ଚାଲିଗଲେ ପରିବାର ଲୋକେ । ଡିସେମ୍ବର ମାସ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଥିବା ଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସମାଜସେବୀ । ଏଭଳି ହୃଦୟ ବିଦାରକ…
Read More...

ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି ପରେ ପ୍ରତିକ୍ରିୟା ରଖିଲେ ସଂସଦ ଅନୁଭବ ମହାନ୍ତି । କହିଲେ ବାପା ସୁସ୍ଥ…

କନକ ବ୍ୟୁରୋ: ବିବାହ ବିଚ୍ଛେଦ ପାଇଁ ବାଟ ଫିଟିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ବିଳମ୍ବରେ ହେଉ ପଛେ ନ୍ୟାୟ ମିିଳିଥିବା କହିଛନ୍ତି ଅନୁଭବ । ସେପଟେ ଦ୍ୱିତୀୟ ବିବାହ କଥା ଚିନ୍ତା କରିନଥିବା…
Read More...

ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଆକଳନ । ହେଲେ ଦୃଶ୍ୟମାନ ହେବ ଘନ…

କନକ ବ୍ୟୁରୋ: ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଂଟାରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଆକଳନ । ହେଲେ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ ଘନ କୁହୁଡି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘନକୁହୁଡି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨…
Read More...

ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ । ଓଡିଶା ସମେତ ବଦଳିଲେ ବିଭିନ୍ନ ରାଜ୍ୟର ପ୍ରଭାରୀ…

କନକ ବ୍ୟୁରୋ: ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ପରିବର୍ତନ । ଓଡିଶା ସମେତ ବଦଳିଛନ୍ତି ବିଭିନ୍ନ ରାଜ୍ୟର ପ୍ରଭାରୀ । ଓଡିଶାରେ ଚେଲ୍ଲା କୁମାର ଆଉ ପ୍ରଭାରୀ ରହିବେନି । ତାଙ୍କ ସ୍ଥାନରେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର ଓଡିଶା ପ୍ରଭାରୀ ହେବେ । ଅଜୟ କୁମାର ପୂର୍ବରୁ…
Read More...

ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଓଡିଶା ଫେରିଲେ ବିଜେପି ବିଧାୟକ । ରାଜ୍ୟ ସରକାରଙ୍କ ବିରୋଧରେ ଦେଲେ ଯୁଦ୍ଧ ଡାକରା ।

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସଭାପତି ଜେପି.ନଡ୍ଡାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଲେ ବିଜେପି ବିଧାୟକ । ଭୁବନେଶ୍ୱର ବିମାନବନ୍ଦରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ଯାଇଥିଲୁ ସେ ନେଇ ଆଲୋଚନା ହୋଇଛି । ଉଭୟ…
Read More...

କୋଭିଡ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ହେଲେ ଆଇଏନଏସଏସିଓଜି କହିଲା ଆବଶ୍ୟକ ନାହିଁ ଅଧିକ ଡୋଜର ଭ୍ୟାକସିନ ।…

କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ଏକ ଆଶ୍ୱସ୍ତିକର ଖବର ଆସିଛି । ଆଇଏନଏସଏସିଓଜି କହିଛି କୋଭିଡର ନୂଆ ଭାରିଆଣ୍ଟ ପାଇଁ ଅ୍ରାଉ ଅତିରିକ୍ତ ଭ୍ୟାକ୍ସିନର ଆବଶ୍ୟକତା ନାହିଁ । କିନ୍ତୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ପାଇଁ ପ୍ରତିଷେଧାତ୍ମକ ଡୋଜର ଆବଶ୍ୟକତା ରହିଛି ।…
Read More...

ଝାରସୁଗୁଡାରେ ଆୟୋଜିତ ହେଲା ୨ ଦିନିଆ ହୋମିଓପାଥିକ ଜାତୀୟ କର୍ମଶାଳା । ବରିଷ୍ଠ ଡାକ୍ତରମାନେ ଦେଲେ ପରାମର୍ଶ

କନକ ବ୍ୟୁରୋ : ପ୍ରସିଦ୍ଧ ହୋମିଓପାଥିକ୍ ଡାକ୍ତର ଡା.ଦେବଶ୍ଲୋକ ଶର୍ମା ଏବଂ ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଜିତେଶ ଶର୍ମାଙ୍କ ତତ୍ତ୍ୱାବଧାନରେ ଜଟିଳ ରୋଗ ଉପରେ ଦୁଇ ଦିନିଆ ଜାତୀୟ ହୋମିଓପାଥିକ୍ କର୍ମଶାଳା ଆୟୋଜିତ ହୋଇଥିଲା।…
Read More...