Browsing Category

ନ୍ୟୁଜ୍

୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ଜାନୁଆରୀରେ ୧୨,୦୦୦ କର୍ମଚାରୀ ଛଟେଇ ହୋଇଥିଲେ ।

କନକ ବ୍ୟୁରୋ: ୩୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଗୁଗୁଲ । ଏଭଳି ଏକ ଖବର ପ୍ରକାଶ ପାଇବା ପରେ ଆଇଟି ସେକ୍ଟରରେ ଛାଟିନିଆଁ ପଶିଛି । ଚଳିତ ବର୍ଷ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ‘ଗୁଗଲ୍‌’ ଆହୁରି ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଥିବା କଥା ଏକ…
Read More...

ଭାରସାମ୍ୟ ହରାଇ ଓଲଟିଲା କେମିକାଲ ଟ୍ୟାଙ୍କର । ବାଲେଶ୍ୱର ଖନ୍ତପଡ଼ା ଥାନା ଭଗତପୁର ଘଟଣା । ଗ୍ୟାସ ଲିକେଜ ପାଇଁ ଲୋକେ…

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା କେମିକାଲ ଟ୍ୟାଙ୍କର । ବାଲେଶ୍ୱର ଖନ୍ତାପଡ଼ା ଥାନା ଭଗତପୁର ଚିଙ୍ଗୁଡ଼ି ପ୍ଲାଂଟ ନିକଟରେ ରାସ୍ତା ତଳକୁ ଓଲଟିଲା ହାଇଡ୍ରୋ କ୍ଲୋରିକ ଏସିଡି ଗ୍ୟାସ ବୋଝେଇ ଗାଡି । ଗ୍ୟାସ ଲିକେଜ ହେଉଥିବାରୁ ଲୋକେ ଭୟଭୀତ । ଏହି ଟ୍ୟାଙ୍କରଟି ଗଞ୍ଜାମ ଜିଲ୍ଲା ମୋହନା…
Read More...

ଗହଣା ଦେଖିବା ବାହାନାରେ ଲୁଟିନେଲେ ମହିଳା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।

କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ଗହଣା ଦୋକାନରୁ ସୁନା ଗହଣା ଲୁଟି ନେଉଥିବାର ଦୃଶ୍ୟ । ଗହଣା ଦୋକାନକୁ ଯାଇ ବିଭିନ୍ନ ପ୍ରକାରର ଗହଣା ଦେଖିବାକୁ କହି ପାଖାପାଖି ଲକ୍ଷେ ଟଙ୍କାର ସୁନା ଲୁଟିନେଲେ । ମହାଦେବ ଅଳଙ୍କାର ଦୋକାନରେ ଜଣେ ମାତ୍ର ସେଲ୍ସମ୍ୟାନ ଥିବା ଦେଖି ଲୁଟି ନେଇଛନ୍ତି ମହିଳା…
Read More...

ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତ ।

କନକ ବ୍ୟୁରୋ: ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଆଜି ରବିବାର ସାଙ୍ଗକୁ ସନ୍ତାକାଲି ବଡ଼ ଦିନ ରହିଛି । ତେଣୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆଜି ସକାଳଠାରୁ ପୁରୀରେ…
Read More...

ଜମ୍ମୁ-କାଶ୍ମୀର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ମସଜିଦ ଭିତରେ ଅବସରପ୍ରାପ୍ତ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ…

କନକ ବ୍ୟୁରୋ: ବାରମୂଳା ଜିଲ୍ଲାସ୍ଥିତ ଏକ ମସଜିଦ ଭିତରେ ଅଜ୍ଞାତ ଆତଙ୍କବାଦୀମାନେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି। ଶୀରି ବାରମୂଳା ଅନ୍ତର୍ଗତ ଗଣ୍ଟମୂଳା ବାଲାସ୍ଥିତ ଏକ ସ୍ଥାନୀୟ  ମସଜିଦ ଭିତରେ ‘ଆଜାନ୍‌’ କରୁଥବା…
Read More...

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ।

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ…
Read More...

ନିୟନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।

କନକ ବ୍ୟୁରୋ: ନିୟମନ୍ତ୍ରଣକୁ ଆସିନି ରାଉରକେଲାରେ ହଇଜା ସ୍ଥିତି । ହଇଜାରେ ଆଉ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ବେସରକାରୀ ଭାବେ ମୃତ୍ୟୁ ସଂଖା ୧୬ରେ ପହଞ୍ଚିିଛି । ମୃତକ ହେଉଛନ୍ତି କୁଆରମୁଣ୍ଡା ଅଞ୍ଚଳର ସୁବୋଧ ଟପ୍ପୋ । ଝାଡାବାନ୍ତିରେ ଗୁରୁତର ହୋଇ ସେ ଆଇଜିଏଚ୍ରେ ଭର୍ତି ହୋଇଥିଲେ ।…
Read More...

ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନିକ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର । ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ।

କନକ ବ୍ୟୁରୋ: ଯଦି ସ୍ତ୍ରୀ ଜାଣିଶୁଣି ସ୍ୱାମୀଙ୍କୁ ଅପମାନ କରନ୍ତି , ସର୍ବ ସମକ୍ଷରେ ଅସମ୍ମାନ କରନ୍ତି, ତେବେ ଏହାକୁ ସହ୍ୟ କରିବାକୁ ସ୍ୱାମୀ ବାଧ୍ୟ ନୁହଁନ୍ତି । ଏଥିରେ ସ୍ୱାମୀ ଜଣକ ପ୍ରତିକ୍ରିୟା ପ୍ରକାଶ କରିପାରିବେ । ଏପରିକି ଆବଶ୍ୟକ ପଡିଲେ ସ୍ୱାମୀ ଜଣକ ସ୍ତ୍ରୀକୁ ଛାଡପତ୍ର ଦେଇପାରିବେ…
Read More...

ରାଜଧାନୀକୁ ପୁଣି ଫେରିଛି ପଥ ଉତ୍ସବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଭୁବନେଶ୍ୱର ରାଜପଥ ।

କନକ ବ୍ୟୁରୋ: ରାଜଧାନୀକୁ ପୁଣି ଫେରିଲା ପଥ ଉତ୍ସବ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବ ପଥ ଉତ୍ସବ । ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିବ । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ର୍ୟାପର ବିଗ୍ଡିଲ୍ ସହ ପ୍ରିନ୍ସ…
Read More...

ସମୁଦ୍ର ମଝିରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା ।

କନକ ବ୍ୟୁରୋ: ଭାରତ ମହାସାଗରରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଆକ୍ରମଣ ନେଇ ବଡ଼ ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା ପଛରେ ଇରାନର ହାତ ଥିବା କହିଛି…
Read More...