Browsing Category

ନ୍ୟୁଜ୍

୧୯ରେ ଲଘୁଚାପ, ଆସନ୍ତାକାଲି ଠାରୁ ୩ ଦିନ ଅତିପ୍ରବଳ ବର୍ଷା । ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ।

କନକ ବ୍ୟୁରୋ : ୧୯ରେ ଉତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ଆସନ୍ତା ୩ ଦିନ ଅଥାର୍ତ ୧୮,୧୯ ଓ ୨୦ ତାରିଖରେ ବର୍ଷା ସମ୍ଭାବନା ରହିଛି । ଏପରିକି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ…
Read More...

ରାଜ୍ୟରେ ପ୍ରବଳ ବର୍ଷା ! କେଉଁ ଦିନ କେଉଁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ?

କନକ ବ୍ୟୁରୋ : କାଲିଠୁ ପ୍ରବଳ ବର୍ଷା ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କଳାହାଣ୍ଡି,…
Read More...

ବିଜେପିରେ ବଡ ପରିବର୍ତ୍ତନ… ସଂସଦୀୟ ବୋର୍ଡରୁ ବାଦ୍ ପଡିଲେ ଗଡକରୀ, ଶିବରାଜ ।  

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡରେ ବଡ ପରିବର୍ତ୍ତନ ହୋଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବାଦ ଦିଆଯାଇଛି । ସେହିଭଳି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ବୋର୍ଡରୁ ହଟାଯାଇଛି । ସେହିପରି ବିଏସ ୟେଦିରପ୍ପା, ସୁଧା…
Read More...

ଆର୍ଥିକ ସମସ୍ୟା ଭିତରେ ପୂର୍ବତନ କ୍ରିକେଟ ଖେଳାଳୀ ବିନୋଦ କାମ୍ବଲୀ , କହିଲେ ସଚିନ ଜାଣିଛନ୍ତି ସବୁକଥା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ବିନୋଦ କାମ୍ବଲୀ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଏହି କାରଣରୁ ସେ କାମ ସନ୍ଧାନରେ ଥିବା କଥା କୁହାଯାଇଛି । କାମ୍ବଲୀ କହିଛନ୍ତି କି, ଏବେ ସେ କେବଳ ବିସିସିଆଇ ଦ୍ୱାରା ଦିଆଯାଉଥିବା ପେନସନରେ ନିଜ ପରିବାରର ପ୍ରତିପୋଷଣ…
Read More...

କର୍ମଚାରୀଙ୍କୁ ଆପଲର ଖୁସି ଖବର… ସପ୍ତାହରେ ୩ ଦିନ କର୍ମଚାରୀ ଆସିବେ ଅଫିସ

କନକ ବ୍ୟୁରୋ : କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛି ମୋବାଇଲ ନିର୍ମାତା କମ୍ପାନୀ ଆପଲ । ଆପଲ ନିଜର କର୍ମଚାରୀଙ୍କୁ ସପ୍ତାହରେ ତିନି ଦିନ ଅଫିସ ଆସିବା ପାଇଁ କହିଛି । ଆଗାମୀ ସେପ୍ଟେମ୍ବର ମାସରୁ କମ୍ପାନୀରେ ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରାଯିବ । ଏହି ପଦକ୍ଷେପ ଏହା ସଙ୍କେତ ଦେଉଛି ଯେ ଆପଲ…
Read More...

୨ଦିନ ପ୍ରବଳ ବର୍ଷିବ ! ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୧୯ ଓ ୨୦ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୮ରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷିବ । ସେହିପରି ୨୦ତାରିଖରେ ଛତିଶଗଡ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।…
Read More...

ରେଳ ଟିକେଟ ନେଇ ଅଖିଳେଶଙ୍କ ବିବାଦୀୟ ଟ୍ୱିଟ୍ । ରେଳବାଇ ପକ୍ଷରୁ ସ୍ପଷ୍ଟିକରଣ, ଏଭଳି କୌଣସି ନିୟମ ହୋଇନାହିଁ ।

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ସାରା ବିଶ୍ୱରରେ ସବୁଠାରୁ ବଡ ରେଳ ନେଟୱର୍କ ତାଲିକାରେ ରହିଛି । ପ୍ରତିଦିନ ଦେଶର କୋଟି କୋଟି ଲୋକ ଯାତ୍ରୀ ରେଳରେ ଯାତ୍ରା କରିଥାନ୍ତି । ଏହି ଯାତ୍ରୀଙ୍କ ମଧ୍ୟରେ ଅନେକ ଛୋଟ ପିଲାମଧ୍ୟ ରହିଥାନ୍ତି । ପୂର୍ବରୁ ରେଳ ବିଭାଗ ତରଫରୁ ୧ ରୁ ୫ ବର୍ଷ ମଧ୍ୟରେ…
Read More...

‘ଫିଫା’ ର ଆକ୍ସନକୁ ସାରା ଦେଶରୁ ବିରୋଧ । ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଇଣ୍ଟରନ୍ୟାସନାଲ ଫେଡରେସନ ଅଫ ଆସୋସିଏସନ ଫୁଟବଲ ବା ଫିଫା ଦ୍ୱାରା ଅଖିଳ ଭାରତୀୟ ଫୁଟବଲ ଆସୋସିଏସନକୁ ବ୍ୟାନ କରାଯିବା ପରେ କ୍ରୀଡା ଦୁନିଆରେ ହଇଚଇ ସୃଷ୍ଟି ହୋଇଛି । ଏହି ବ୍ୟାନ ଫଳରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଉପରେ ବି ଏହାର ପ୍ରଭାବ…
Read More...

ବନ୍ୟାରେ ଅସ୍ତବ୍ୟସ୍ତ ଜନଜୀବନ : ଉଜୁଡିଛି ଚାଷଜମି, ଚାଷୀ ମୁଣ୍ଡରେ ଚଡ଼କ

କନକ ବ୍ୟୁରୋ : ଲଗାଣ ବର୍ଷା ଆଉ ବନ୍ୟାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଥିବା ବେଳେ ପାଣି ଘେରରେ ବନ୍ଦୀ ହୋଇ ରହିଛନ୍ତି ଲୋକେ । ଅନ୍ୟ ସ୍ଥାନ ଭଳି ବଡ଼ମ୍ବା ନୂଆବାଙ୍ଗେରୀସିଂହା, ନରଣପୁର ଓ ଯୋଡୁମୁ ଗାଁ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି…
Read More...

ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ସର୍ତକ ରହିବାକୁ ଏସଆରସିଙ୍କ ପରାମର୍ଶ । କାଲି ପୁଣି ମୁଣ୍ଡଳୀରେ ପଶିବ ବନ୍ୟାଜଳ ।

କନକ ବ୍ୟୁରୋ : ମହାନଦୀରେ ବନ୍ୟା ଆସିବା ପରେ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଜଳସମ୍ପଦ ବିଭାଗର ଦୁଇ ଉପରିସ୍ଥ ଯନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତିକୁ ନେଇ ଆଲୋଚନା ହୋଇଛି । ତେବେ ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି,…
Read More...