Browsing Category

ନ୍ୟୁଜ୍

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟରେ ପଞ୍ଚାୟତୀରାଜ ମନ୍ତ୍ରୀ ଥିବା ଭୂପେନ୍ଦ୍ର ଚୌଧୁରୀ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଦିନ ଭୂପେନ୍ଦ୍ର ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପଠାଇ ଦେଇଛନ୍ତି । କହିରଖୁ କି…
Read More...

କେନ୍ଦୁଝରରେ ୨ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ନିଲମ୍ବିତ ହେଲେ ଫରେଷ୍ଟର ଓ ଗାର୍ଡ

କନକ ବ୍ୟୁରୋ : ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ସେମାନେ ହେଲେ ପ୍ରଦୀପ ବାରିକ ଓ ମିତ୍ରଭାନୁ ନାୟକ । କାର୍ଯ୍ୟରେ ଅବହେଳା ପାଇଁ ଆରସିସିଏଫ୍ ଉଭୟଙ୍କୁ ନିଲମ୍ବନ କରିଛନ୍ତି । କେବଳ ସେତିକି ନୁହେଁ…
Read More...

ଅଙ୍କିତା ହତ୍ୟା ଘଟଣା: ଯାଞ୍ଚ ପାଇଁ ଗଠନ ହେଲା SIT, ଘଟଣାସ୍ଥଳରେ CID।

କନକ ବ୍ୟୁରୋ: ଝାଡଖଣ୍ଡର ଅଙ୍କିତା ହତ୍ୟା ଘଟଣାର ଯାଞ୍ଚ କରିବାକୁ ଗଠନ ହେଲା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ଘଟଣାର ଯାଞ୍ଚରେ ତନାଘନା ଆରମ୍ଭ ହୋଇଛି । ଘଟଣାର ଯାଞ୍ଚ ଦାୟିତ୍ୱରେ ଖୋଦ୍ ଦୁମକା ଏସପି ଓ ଏଡିଜି ଅଛନ୍ତି । ଏହି…
Read More...

ଚାଷୀଙ୍କୁ ନୂଆଁଖାଇ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା, ୪୧ ଲକ୍ଷ ଚାଷୀ ହେବେ ଉପକୃତ ।

କନକ ବ୍ୟୁରୋ : ଚାଷୀଙ୍କୁ ନୂଆଁଖାଇ ଭେଟି । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର । ଆଉ ଏଥିପାଇଁ ମୋଟ ୮୬୯ କୋଟି ଟଙ୍କା ଦିଆଯିବ । ରାଜ୍ୟର…
Read More...

ବାହାରିବ କି ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା ସମାଧାନର ବାଟ ? କିଛି ସମୟ ପରେ ଲୋକସେବା ଭବନରେ ବୈଠକ

କନକ ବ୍ୟୁରୋ : ବାହାରିବ କି ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା ସମାଧାନର ବାଟ ? ଆଉ କିଛି ସମୟ ପରେ ଲୋକସେବା ଭବନରେ ବସିବ ବୈଠକ । ସାମିଲ ହେବେ ଦାରୁଠେଙ୍ଗର ସରପଞ୍ଚଙ୍କ ସହ ଗ୍ରାମବାସୀ । ଅଳିଆ ପକାଇବାକୁ ନେଇ ଦାରୁଠେଙ୍ଗରେ ବସିଥିଲା ଗ୍ରାମସଭା । ହେଲେ ଏବେବି ପୂର୍ବ ଜିଦରେ ଅଟଳ ରହିଛନ୍ତି…
Read More...

ପରିବାର ନିୟୋଜନ କାର୍ଯ୍ୟକ୍ରମ ପାଇଁ ନୂଆ ପଦକ୍ଷେପ : ଆରମ୍ଭ ହେବ ଶାଶୂ ବୋହୂ ସମ୍ମିଳନୀ

କନକ ବ୍ୟୁରୋ : ପରିବାର ନିୟୋଜନ କାର୍ଯ୍ୟକ୍ରମ ପାଇଁ ନୂଆ ପଦକ୍ଷେପ । ଆୟୋଜିତ ହେବେ ଶାଶୁ-ବୋହୂ ସମ୍ମିଳନୀ । ରାଜ୍ୟରେ ଥିବା ସ୍ୱାସ୍ଥ୍ୟ ଓ ୱେଲନେସ୍ କେନ୍ଦ୍ର ଗୁଡିକରେ ଦୁହେଁ ଏକାଠି ହେବା ସହିତ ପରିବାର ନିୟୋଜନ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯିବ । ପରବର୍ତ୍ତୀ ସମୟରେ ପୁରସ୍କାର ମଧ୍ୟ…
Read More...

ଶସ୍ତା ଚାଇନା ଫୋନ ଉପରୁ କଟକଣା ହଟିଲା । ସ୍ପଷ୍ଟ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

କନକ ବ୍ୟୁରୋ: ଚୀନରେ ପ୍ରସ୍ତୁତ ୧୨,୦୦୦ ତଳକୁ ଫୋନ୍ କିଣିବା ଉପରେ ଭାରତ ଯେଉଁ ଯେଉଁ କଟକଣା ଲଗାଇଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି । ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଭାରତରୁ ରପ୍ତାନି ବଢ଼ାଇବା ପାଇଁ ସରକାର ଚାଇନିଜ୍‌ ମୋବାଇଲ କମ୍ପାନି ଗୁଡ଼ିକୁ…
Read More...

ଆଜି ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ 

କନକ ବ୍ୟୁରୋ : ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ । ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ୩୩୪…
Read More...

ବଲିଉଡ୍ ଅଭିନେତା କେଆରକେ ଗିରଫ । ବିବାଦୀୟ ଟ୍ୱିଟକୁ ନେଇ ଏୟାରପୋର୍ଟରୁ ଗିରଫ କଲା ମୁମ୍ବାଇ ପୋଲିସ ।

କନକ ବ୍ୟୁରୋ: ମୁମ୍ବାଇର ମଲାଦ ପୋଲିସ ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଟିକ୍ କମାଲ ଆର ଖାନ (କେଆରକେ)ଙ୍କୁ ଗିରଫ କରିଛି। ୨୦୨୦ ରେ କରାଯାଇଥିବା ଏକ ବିବାଦୀୟ ଟ୍ୱିଟ୍ ପାଇଁ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ମୁମ୍ବାଇ ପୋଲିସ ଦଳ ତାଙ୍କୁ ଗିରଫ କରିଛି।…
Read More...

ବନ୍ୟା ଉଜାଡ଼ି ଦେଲା ଚାଷ : ଅସ୍ତରଙ୍ଗ ନୂଆହାଟରେ ୧୬ଟଙ୍କାରେ ବିକ୍ରି ହେଉଛି ତଳି

କନକ ବ୍ୟୁରୋ : ବନ୍ୟା ଉଜାଡ଼ି ଦେଇଛି ଫସଲ, ପୁଣି ଥରେ ଫସଲ କରିବାକୁ ଅଣ୍ଟା ଭିଡ଼ିଛି ଚାଷୀ । ପୁରୀ ଅସ୍ତରଙ୍ଗ ବ୍ଲକ ନୂଆହାଟରେ ଏଯାଏଁ ହୋଇନି ଧାନ ରୁଆ କାମ । ବନ୍ୟା ପାଇଁ ଧାନ ତଳି ଚାଷୀକୁ ମିଳୁନଥିବା ବେଳେ ନୂଆ କରି ଫସଲ କିପରି ଆରମ୍ଭ କରିବ ସେନେଇ ଚିନ୍ତାରେ ପଡ଼ିଛି ଚାଷୀ । ଅସ୍ତରଙ୍ଗ…
Read More...