Browsing Category

ନ୍ୟୁଜ୍

କାଳ ହେଲା ଲଗାଣ ବର୍ଷା : ଗାଁ ଦାଣ୍ଡରେ ୨ ଫୁଟ ଉଚ୍ଚର ବନ୍ୟାଜଳ, ୫୦ରୁ ୬୦ ପରିବାର ଜଳବନ୍ଦୀ

କନକ ବ୍ୟୁରୋ : କାଳ ହେଲା ଲଗାଣ ବର୍ଷା । ବାଲେଶ୍ୱର ବସ୍ତା ବ୍ଲକ ବସନ୍ତପୁର ଗାଁର ପାଖାପାଖି ୫୦ରୁ ୬୦ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଗାଁ ଦାଣ୍ଡରେ ୨ ଫୁଟ ଉଚ୍ଚର ବନ୍ୟା ଜଳ ଜମି ରହିଛି । ଘରେ ପାଣି ଜମି ରହିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ରହୁଛନ୍ତି । ପାଣି…
Read More...

ବଦଳିବେ କି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ? ବିଜେପି ସାଂସଦଙ୍କ ଟ୍ୱିଟକୁ ନେଇ ରାଜନୀତି ସରଗରମ

କନକ ବ୍ୟୁରୋ : ପ୍ରଥମେ ମହାରାଷ୍ଟ୍ର, ପରେ ବିହାର ଓ ଏବେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇପାରନ୍ତି । ଏନେଇ ବିଜେପି ସାଂସଦଙ୍କ ଟ୍ୱିଟ ପରେ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ଟ୍ୱିଟ ପରେ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା…
Read More...

ହିମାଚଳରେ ବର୍ଷା ପରେ ଜଳପ୍ରଳୟ, ଭୂସ୍ଖଳନରେ ୩ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ।

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କାଙ୍ଗଡା ଅଞ୍ଚଳରେ ବ୍ରିଟିଶ ସମୟର ଏକ ରେଳ ବ୍ରିଜ ଭାଙ୍ଗିଯାଇଛି । ସେହିଭଳି ମଣ୍ଡିରେ ମଧ୍ୟ ଗୋଟିଏ ପରିବାର ଉପରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁ ଗୋହର ଗାଁରେ ଗାଁ ମୁଖିଆଙ୍କ ଘର…
Read More...

ବନ୍ୟାଞ୍ଚଳରେ ସାପର ବିପଦ : କେମିତି କରିବେ ପ୍ରାଥମିକ ଚିକିତ୍ସା ?

କନକ ବ୍ୟୁରୋ : ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ଯାହା ଜନସାଧାରଣଙ୍କୁ ଆଶ୍ୱସ୍ତି କରିଛି । କିନ୍ତୁ ପାଣି ଘେରରେ ରହିଥିବା ଶତାଧିକ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କମିବାର ନାଁ ଧରୁନି । ବନ୍ୟା ବିପନ୍ନଙ୍କ ପାଇଁ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି ବିଷଧର…
Read More...

ବଡ଼ଖବର : ଅଗଷ୍ଟ ୨୭ରେ ଏଏସଓ ପରୀକ୍ଷା । ପୂର୍ବରୁ ବନ୍ୟା କାରଣରୁ ଘୁଞ୍ଚିଥିଲା ପରୀକ୍ଷା ।

କନକ ବ୍ୟୁରୋ : ଅଗଷ୍ଟ ୨୭ରେ ହେବ ASO ପରୀକ୍ଷା । ଆସନ୍ତା ଶନିବାର ASO ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ । ପୂର୍ବରୁ ବନ୍ୟା କାରଣରୁ ASO ପରୀକ୍ଷା ଘୁଞ୍ଚାଇଥିଲା ଓପିଏସସି ।…
Read More...

ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ୨୪ ନମ୍ବର ଗେଟ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରେଜ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ତୁରନ୍ତ ଖୋଲାଥିବା ଗେଟଗୁଡ଼ିକ ବନ୍ଦ…
Read More...

ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା : ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଆଶଙ୍କା

କନକ ବ୍ୟୁରୋ : ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ଥିବା କହିଛନ୍ତି ଏସଆରସି । ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି । କାନ୍ଥ ପଡ଼ି…
Read More...

‘୨୦୨୪ ନିର୍ବାଚନ: ମୋଦୀ-କେଜ୍ରିୱାଲ ଟକ୍କର’ । ସିବିଆଇ ରେଡ୍ ପରେ ମନୀଷ ସିସୋଦିଆଙ୍କ ଦୃଢୋକ୍ତି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଏବେ ଗୋଟିଏ ଚିନ୍ତା । ତାଙ୍କ ଦଳ ବ୍ୟତୀତ ଯଦି ଅନ୍ୟ କୌଣସି ଦଳର ସରକାର ଉନ୍ନତି କରୁଛି ତାକୁ କିପରି ଇଡି , ସିବିଆଇ ଡର ଦେଖାଇ ତଳିତଳାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ମୋଦୀ । କିନ୍ତୁ ଆମେ ଭଗତ ସିଂଙ୍କ ଅନୁଗତ । କାହାରି ଧମକକୁ ଡରିବୁ ନାହିଁ । ଦେଶ…
Read More...

ରାଧାକୃଷ୍ଣଙ୍କ ଫଟୋଚିତ୍ରକୁ ନେଇ ରାଗିଗଲେ ୟୁଜର୍ସ, ଟ୍ୱିଟରରେ ଟ୍ରେଣ୍ଡ କରୁଛି ଆମାଜନ ବଏକଟ।

କନକ ବ୍ୟୁରୋ: ଇ-କମର୍ସ କମ୍ପାନୀ ଆମାଜନର କିଛି ଉତ୍ପାଦକୁ ନେଇ ଅନେକ ଥର ବିରୋଧର ସାମ୍ନାକରିବାକୁ ପଡିଛି । କେତେବେଳେ କେଉଁ ରାଜ୍ୟର ପତାକା ତ କେତେବେଳେ ଇଶ୍ୱର ଏବଂ ଦେବତାଙ୍କ ସମ୍ବନ୍ଧୀୟ ଉତ୍ପାଦକୁ ନେଇ ଆମାଜନ ବଏକଟର ନାରା ମଧ୍ୟ ଦେଖିବାକୁ ମିଳିଛି । ପୁଣିଥରେ ସାମାଜିକ ଗଣମାଧ୍ୟମରେ…
Read More...

ଲଗାଣ ବର୍ଷାରେ ଭୂସ୍ଖଳନ : ଜାତୀୟ ରାଜରାସ୍ତାରେ ଖସିଲା ପାହାଡ ; ଅଳ୍ପକେ ବର୍ତ୍ତିଲେ ଲୋକେ

କନକ ବ୍ୟୁରୋ : ଲଗାଣ ବର୍ଷାରେ ଭୂସ୍ଖଳନ । ଜାତୀୟ ରାଜରାସ୍ତାରେ ଖସିଲା ପାହାଡ । ଅଳ୍ପକେ ବର୍ତ୍ତିଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟି ନିକଟରେ । ଏଠାରେ ବାରମ୍ବାର ପଥର ଖସିଲେ ବି ପ୍ରଶାସନ ଚେତୁ ନଥିବା ଅଭିଯୋଗ ହୋଇଛି । ଗତ କିଛି…
Read More...