Browsing Category

ନ୍ୟୁଜ୍

ପୁଣି ରକ୍ତମୁଖା ହେଲା ରୁଷ : ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ୍ ମାଡ଼; ୨ ମୃତ

କନକ ବ୍ୟୁରୋ : ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ୍ ଉପରେ ରୁଷ ଘନଘନ ମିସାଇଲ୍ ମାଡ କରୁଛି । ରୁଷର ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁଛି । ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ ହୋଇଛି । ମିସାଇଲ୍ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି । ନାଟୋ ସହଯୋଗୀ…
Read More...

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଆଜିବି ପୂର୍ବଭଳି କୋର୍ଟ ବର୍ଜନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ୱେ ଆଜି କୋର୍ଟ ବର୍ଜନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଓକିଲଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ସୋମବାର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହେଲେ ଏବେ ଏହାକୁ ସମ୍ବଲପୁର ଆଇନଜୀବୀ ସଂଘ ଚ୍ୟାଲେଞ୍ଜ…
Read More...

ଆଜି ପ୍ରଥମାଷ୍ଟମୀ : ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ହେଉଛନ୍ତି ପୋଢ଼ୁଆଁ

କନକ ବ୍ୟୁରୋ : ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’। କାରଣ, ‘ପୋରୁହାଁ’ ବା ‘ପୋଢ଼ୁଆଁ’ ହେଉଛି ‘ପ୍ରଥମା’ ଶବ୍ଦର ଅପଭ୍ରଂଶ ।…
Read More...

ଆଜି ପ୍ରଥମାଷ୍ଟମୀ : ନୂଆ ପିନ୍ଧି ପଢ଼ୁଆଁ ହେବେ ବଡ଼ଠାକୁର, ଚଳଚଞ୍ଚଳ ଶ୍ରୀମନ୍ଦିର

କନକ ବ୍ୟୁରୋ : ଆଜି ପ୍ରଥମାଷ୍ଟମୀ । ନୂଆ ପିନ୍ଧି ପଢ଼ୁଆଁ ହେବେ ବଡ଼ଠାକୁର । ଏଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ମଧ୍ୟାହ୍ନ ଧୂପ ପରେ ପ୍ରଥମାଷ୍ଟମୀର ନୀତି ବଢ଼ିବ । ବଡ଼ ଠାକୁରଙ୍କୁ ମାମୁଁ ଘରୁ ଆସିଥିବା ନୁଆ ଲୁଗା ପିିନ୍ଧା ଯାଇ ବେଶ କରାଯିବ । ପରେ ବନ୍ଦାପନା ନୀତି ଅନୁଷ୍ଠିତ ହେବ । ଗତକାଲି…
Read More...

ଜି-୨୦ ସମ୍ମିଳନୀରେ ମୁହାଁମୁହିଁ ହେଲେ ମୋଦୀ-ଜିନପିଙ୍ଗ : ହାତ ମିଳାଇଲେ, ହେଲା ନାହିଁ ଦ୍ୱିପାକ୍ଷିକ ଆଲୋଚନା

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ ହାତ ମିଳାଇଛନ୍ତି । ସୀମା ବିବାଦକୁ ନେଇ ଲାଗି ରହିଥିବା ତିକ୍ତତା ଭିତରେ ଦୁଇ ଶକ୍ତି ରାଷ୍ଟ୍ରର ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଦୃଷ୍ଟି ଆକର୍ଷଣ…
Read More...

ପଦ୍ମପୁର ଉପନିର୍ବାଚନ : ନାମାଙ୍କନକୁ ନେଇ ଛକାପଞ୍ଝା ଜାରି

କନକ ବ୍ୟୁରୋ : ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଞ୍ଝା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ କରିଛି ।…
Read More...

ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବ,ରାଜ୍ୟରେ ଶୀତର ପ୍ରକୋପ ଜାରି : ୭.୨ ଡିଗ୍ରୀ ସହ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି…

କନକ ବ୍ୟୁରୋ : ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଓଡ଼ିଶାକୁ ଉତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ…
Read More...

ବିଶ୍ୱ ଜନସଂଖ୍ୟା ଦିବସରେ ବଡ଼ ଖବର। ୮ଶହ କୋଟି ଅତିକ୍ରମ କଲା ବିଶ୍ୱର ଜନସଂଖ୍ୟା।

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ବଡ ସମସ୍ୟା ଭାବେ ଛିଡା ହୋଇଛି । ଏହା ଭିତରେ ମିଳିତ ଜାତିସଂଘର ମୁଖ୍ୟ ଆଟୋଂନିଓ ଗୁଟରେସ ନୂଆ ଆକଳନ କରିଛନ୍ତି ଓ କହିଛନ୍ତି ଯେ, ନଭେମ୍ବର ୧୫ରେ ବିଶ୍ୱ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ମିଳିତ ଜାତିସଂଘ…
Read More...

ଟ୍ୱିଟର, ଫେସବୁକ, ମାଇକ୍ରୋସପ୍ଟ ରାସ୍ତାରେ ଆମାଜନ। ଖୁବ ଶୀଘ୍ର ୧୦ହଜାର କର୍ମଚାରୀଙ୍କୁ କରିବ ଛଟେଇ ।

କନକ ବ୍ୟୁରୋ: ଟ୍ୱିଟର ଓ ମେଟା ପରେ ଏବେ ‘ଆମାଜନ’ରେ ମଧ୍ୟ କର୍ମଚାରୀଙ୍କ ଛଟେଇକୁ ନେଇ ଖବର ଆସିଛି । ଆମାଜନ ମଧ୍ୟ କଷ୍ଟ କଟିଂ ତାଲିକାରେ ସାମିଲ ହୋଇଛି । ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି ଇ-କମର୍ସ କମ୍ପାନୀ । ସୂଚନା ଅନୁସାରେ ପାଖାପାଖି ୧୦…
Read More...

ଚାଲିଛି ୧୭ତମ ଜି-୨୦ ସମ୍ମିଳନୀ। ଇଣ୍ଡୋନେସିଆରେ ବିଶ୍ୱ ମହାଶକ୍ତିଙ୍କ ମହାମିଳନ।

କନକ ବ୍ୟୁରୋ: ଇଣ୍ଡୋନେସିଆର ରାଜଧାନୀ ବାଲିରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏହି ସମ୍ମଳନୀରେ ଦେଖିବାକୁ ମିଳିଛି ବିଶ୍ୱ ମହାଶକ୍ତିଙ୍କ ମହାମିଳନ । ଜି-୨୦ର ଏହି ୧୭ ତମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଇଛନ୍ତି । ଏହି ଅବସରରେ ନରେନ୍ଦ୍ର ମୋଦୀ ଆମେରିକା…
Read More...