Browsing Category

ନ୍ୟୁଜ୍

ବିଶ୍ୱବିଦ୍ୟାଳୟରେ ପଢାଇଲେ, ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ଦେଲେ । ତଥାପି ରାଜ୍ୟ ସରକାରଙ୍କ ଆଇଏଏସ କୋଚିଂ ବିଫଳ,…

କନକ ବ୍ୟୁରୋ : ଓଡ଼ିଶାରୁ ପୂର୍ବଭଳି ଆଉ ପ୍ରଶାସନିକ ପରୀକ୍ଷାରେ ଛାତ୍ରଛାତ୍ରୀ ସେଭଳି ସଫଳ ହେଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ୨୦୧୬-୧୭ରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଇଏଏସ କୋଚିଂ ଦେବାକୁ ଉଚ୍ଚଶିକ୍ଷା ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଲକ୍ଷ୍ୟ ଥିଲା ଓଡ଼ିଶାରୁ ଅଧିକ ସଂଖ୍ୟାରେ…
Read More...

ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ମାମଲା : ନ୍ୟାୟ ଦାବିରେ ନବନିର୍ମାଣ ଛାତ୍ର ସଙ୍ଗଠନ ପକ୍ଷରୁ ବିକ୍ଷୋଭ 

କନକ ବ୍ୟୁରୋ : ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ମାମଲା । ନ୍ୟାୟ ଦାବିରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ଉଠାଇ ନେଇଛି । ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ଏକାଧିକ ଯୁବକ ରୁଚିକାଙ୍କ ମାଆ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡ଼କୁ ଧସେଇ ପଶିଲା ବେଳେ…
Read More...

ଚତୁର୍ଥ ଦିନରେ ଶିକ୍ଷକ ଆନ୍ଦୋଳନ, ରାସ୍ତା ଉପରେ କଲେ ଯଜ୍ଞ ଓ ପୂଜାପାଠ : କାଲିଠୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ,…

କନକ ବ୍ୟୁରୋ : ତିନି ଦଫା ଦାବିରେ ଚାରି ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି  । କିନ୍ତୁ ଶିକ୍ଷକଙ୍କ ଆନ୍ଦୋଳନ ପୂରଣ ପାଇଁ ସରକାର ଠୋସ୍ ପଦକ୍ଷେପ ନେଉ ନଥିବାରୁ, ଆଜି ଶିକ୍ଷକମାନେ ନିଆରା ଢ଼ଙ୍ଗରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଯଜ୍ଞ କରି ପ୍ରତିବାଦ ଜଣାଇଛନ୍ତି ।…
Read More...

ଆଦାନୀଙ୍କ ମାଲିକାନାକୁ ଯାଇପାରେ ଏନଡିଟିଭି । ଆରଆରପିଆରଏଚ ବୋର୍ଡରୁ ଇସ୍ତଫା ଦେଲେ ରାଧୀକା ଓ ପ୍ରଣୟ ରାୟ

କନକ ବ୍ୟୁରୋ : ନ୍ୟୁ ଦିଲ୍ଲୀ ଟେଲିଭିଜନ (ଏନଡିଟିଭି)କୁ ଅଧିଗ୍ରହଣ କରିବାକୁ ଆଦାନୀ ଗ୍ରୁପର ଖୋଲା ପ୍ରସ୍ତାବ ପରେ ଏବେ ଆରଆରପିଆର ହୋଲଡିଂ ପ୍ରାଇଭେଟ ଲିମିଟେଡ ବୋର୍ଡର ନିର୍ଦ୍ଦେଶକ ପଦରୁ ପ୍ରଣୟ ରାୟ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଧୀକା ରାୟ ଇସ୍ତଫା ଦେଇଛନ୍ତି । ସେପଟେ ଉଭୟଙ୍କ ଇସ୍ତଫା…
Read More...

ଆନ୍ଦୋଳନରତ ଓକିଲ, ପୋଲିସ ମୁହାଁମୁହିଁ : ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନଜୀବୀଙ୍କ ଆନ୍ଦୋଳନ ହଟାଇବାକୁ ପୋଲିସର…

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ସମ୍ବଲପୁର ଆଇନଜୀବୀ । ସ୍ଥାୟୀ ବେଂଚ ଦାବିରେ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ ସମ୍ବଲପୁର ଓକିଲ ସଂଘ । କିନ୍ତୁ ଓକିଲଙ୍କ ଆନ୍ଦୋଳନକୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆନ୍ଦୋଳନ ସ୍ଥଳରେ ପହଁଚିଥିଲା ପୋଲିସ୍…
Read More...

ରାସ୍ତାରେ ଆଉ ଗଡିବନି ୧୫ବର୍ଷର ପୁରୁଣା ଗାଡି : ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

କନକ ବ୍ୟୁରୋ : ପୁରୁଣା ଗାଡି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ରେଜିଷ୍ଟରଡ୍ ଭେଇକିଲ୍ ସ୍କ୍ରାପିଂ ଫ୍ୟାସିଲିଟି ପଲିସି – ୨୦୨କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଯାନବାହାନ ଜନିତ ବାୟୁ ପ୍ରଦୂଷଣ କମ୍ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା…
Read More...

ଟୋୟୋଟା କିର୍ଲୋସ୍କାର ଭାଇସ୍-ଚେୟାରମ୍ୟାନ୍ ବିକ୍ରମ୍ କିର୍ଲୋସ୍କାରଙ୍କ ହୃଦଘାତରେ ପରଲୋକ । ଆଜି ଶେଷକୃତ୍ୟ

କନକ ବ୍ୟୁରୋ: ଟୋୟୋଟା କିର୍ଲୋସ୍କାର ମୋଟରର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କାରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ଆଜି ଦ୍ୱିପହରରେ ବେଙ୍ଗାଲୁରୁ ସ୍ଥିତ ହେବ୍ୱଲ ଶ୍ମଶାନରେ କରାଯିବାର ସୂଚନା ରହିଛି ।…
Read More...

ପଦ୍ମପୁରରେ ରେଡ୍ ଜାରି : ରାତି ଅଧରେ ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ନିର୍ବାଚନ ସ୍ୱତନ୍ତ୍ର ସ୍କ୍ୱାର୍ଡର ଚଢ଼ାଉ,…

କନକ ବ୍ୟୁରୋ : ପଦ୍ମପୁର ଗଳିପଡାରେ ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ରେଡ୍ । ମଙ୍ଗଳବାର ରାତି ୧୦ଟାରୁ ୧୧ଟା ୩୦ ଯାଏ ଏହି ରେଡ ଚାଲିଥିଲା । ପଦ୍ମପୁର ଅତିରିକ୍ତ ତହସିଲଦାରଙ୍କ ସମେତ ଏକ ୪ ଜଣିଆ ଟିମ୍ ପୁଲିସ ସହାୟତାରେ ଏହି ଯାଞ୍ଚ କରିଥିଲେ । ସେପଟେ ଘଟଣା ନେଇ ପ୍ରତାପଙ୍କ ଭଣଜା ମୁହଁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ : ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟରେ…

କନକ ବ୍ୟୁରୋ : ଗତକାଲି ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨…
Read More...

୨୧୯ ରନରେ ଭାରତ ଅଲଆଉଟ: ନ୍ୟୁଜିଲାଣ୍ଡ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଭାରତ ଏହି ମ୍ୟାଚରେ ମାତ୍ର ୨୧୯ ରନ କରିବାରେ ସଫଳ ହୋଇଛି । ଭାରତ ପକ୍ଷରୁ ୱାସିଂଟନ ସୁନ୍ଦର ଅର୍ଦ୍ଧଶତକ ହାସଲ କରିଥିଲେ । ଏବେ ନ୍ୟୁଜିଲାଣ୍ଡ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ…
Read More...