Browsing Category

ନ୍ୟୁଜ୍

ଭରସା କରି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବର୍ଷା । କହିଲେ, ଟିକେଟ ରେସରେ ନଥିଲି କିନ୍ତୁ…

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏହାସହ ବିଜେଡି ଟିକେଟରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ  ପରଦା ହଟିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରି…
Read More...

ରିବାଭା ଜାଡେଜା ଦାଖଲ କଲେ ନାମାଙ୍କନ, ଭାଜପା କାର୍ଯ୍ୟକ୍ରମରେ ପତ୍ନୀଙ୍କ ସହ ନଜର ଆସିଲେ ରବିନ୍ଦ୍ର ଜାଡେଜା।

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଦେଖିବାକୁ ମିଳିଛି । ନାମାଙ୍କନ ଆରମ୍ଭ ହୋଇସାରିଥିବା ବେଳେ କ୍ରିକେଟିୟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାଭା ଜାଡେଜା ଜାମନଗର(ଉତ୍ତର) ସିଟରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହା ପୂର୍ବରୁ ରବିନ୍ଦ୍ର ଜାଡେଜା ଏବଂ…
Read More...

ଜି-୨୦ ସମିଟ ପରେ ଋଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ! ରାଷ୍ଟ୍ରପତି ପୁଟିନଙ୍କ ସହ ହୋଇପାରେ ସାକ୍ଷାତ। 

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି । ଏହି ସମ୍ମିଳନୀ ୧୫ ଏବଂ ୧୬ ନଭେମ୍ବରରେ ବାଲିରେ ଆୟୋଜିତ ହେଉଛି । ଭାରତ ପାଇଁ ଏହି ସମ୍ମିଳନୀ ବେସ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମ୍ମିଳନୀର ସମାପନରେ ଇଣ୍ଡୋନେସିଆର…
Read More...

ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଦିବଙ୍ଗତ ବିଧାୟକ ବିଜୟ ବରିହାଙ୍କ ଝିଅ ବର୍ଷାଙ୍କୁ…

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବର୍ଷା ସିଂ ବରିହାଙ୍କୁ ଦଳ ପ୍ରାର୍ଥୀ କରିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା । ଇତିହାସରେ ସ୍ନାତକୋତ୍ତର କରିଛନ୍ତି ବର୍ଷା । ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି…
Read More...

ଟ୍ୱିଟରରେ ବଡଧରଣର ଛଟେଇ, ଚୁକ୍ତିଭିତ୍ତିକ ୪୪୦୦ କର୍ମଚାରୀଙ୍କୁ ବିଦା କଲେ ଏଲନ ମସ୍କ ।

କନକ ବ୍ୟୁରୋ: ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ପୁଣିଥରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ବର୍ତ୍ତମାନ ସେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଛନ୍ତି । ସୂଚନା ଅନୁସାରେ ଯେଉଁ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଉଛି ସେମାନଙ୍କୁ…
Read More...

ହେତୁବାଦୀଙ୍କ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ : ଥାନାରେ ଏତଲା, ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଦାବି

କନକ ବ୍ୟୁରୋ : ହେତୁବାଦୀ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଓଡିଶା ମନ୍ଦିର ସେବାୟତ ସଙ୍ଘ ଓ ଶ୍ରୀମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ବିରୋଧ । ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରିବା ସହ ସିଂହଦ୍ୱାରା ଥାନାରେ ଏନେଇ ଏତଲା ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାର ଏନେଇ…
Read More...

ଏଏସଓ ପରୀକ୍ଷା ବିବାଦ, ହାଇକୋର୍ଟରେ ଶୁଣାଣି ଶେଷ। ନୂଆ ମେରିଟ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ।

କନକ ବ୍ୟୁରୋ: ଏଏସଓ ପରୀକ୍ଷା ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି । ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ନୂଆ ମେରିଟ ଲିଷ୍ଟ ପ୍ରକାଶ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟଅଫ୍ ମାର୍କ ସହ ବ୍ୟକ୍ତିଗତ ମାର୍କ ପ୍ରକାଶ କରିବାକୁ ମଧ୍ୟ…
Read More...

ବିଶ୍ୱରେ ବୃଦ୍ଧି ପାଇବ ତାପମାତ୍ରା, ଅଙ୍ଗାରକାମ୍ଳ ଉତ୍ସର୍ଜନ କାରଣରୁ ଆଗାମୀ ବର୍ଷରେ ବଢିପାରେ ପୃଥିବୀର ତାପମାତ୍ରା ।

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ଚିନ୍ତା ଭିତରେ ବିଶ୍ୱରେ ଅଙ୍ଗାରକାମ୍ଳର ଉତ୍ସର୍ଜନ ଲଗାତର ରେକର୍ଡ କରୁଛି । ବିଶେଷ କରି ମାନବୀୟ ଗତିବିଧି କାରଣରୁ ବିଶ୍ୱରେ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୦୨୨ ମସିହାରେ ରେକର୍ଡସ୍ତରରେ ପହଞ୍ଚିଛି । ଜୀବାଷ୍ମ ଇନ୍ଧନରୁ…
Read More...

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ : ରୂପା ଗ୍ଲାସରେ ପାଣି ପିଉଥିଲେ, ନାମୀ ଦାମୀ ଘଣ୍ଟା ପିନ୍ଧିବା…

କନକ ବ୍ୟୁରୋ : ରୂପା ଗ୍ଲାସରେ ପାଣି ପିଉଥିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଏହା ସହ ତାଙ୍କ ସଉକ ଥିଲା ନାମୀ ଦାମୀ ଘଣ୍ଟା ପିନ୍ଧିବା । ଆୟ ବର୍ହିଭୁତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଚଢାଉ ବେଳେ ନଗଦ ଟଙ୍କା ସହ ବିଭିନ୍ନ ରକମର ସୁନା ରୂପା ଅଳଙ୍କାର ସହ ରୂପା ଗ୍ଲାସ ଓ ନାମୀ…
Read More...

ଟି-୨୦ ଫାଇନାଲ ହାରିବା ପରେ ପାକିସ୍ତାନ ଟିମକୁ ଶୋଏବ୍ ଅଖତାରଙ୍କ ସାନ୍ତ୍ୱନା : ‘ଚିନ୍ତା କରନି, ଆସନ୍ତା ବର୍ଷ ଭାରତରେ…

କନକ ବ୍ୟୁରୋ: ଟି-୨୦ ୱାର୍ଲ୍ଡ କପର ପାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟ ଥର ବାଜି ମାରିଛି ଇଂଲଣ୍ଡ । ଏହାସହ ପାକିସ୍ତାନକୁ ମଧ୍ୟ ଦ୍ୱିତୀୟ ଥର ପାଇଁ ଫାଇନାଲକୁ ଯାଇ ହାରର ସାମ୍ନା କରିବାକୁ ପଡିଛି । ଏପରି ସମୟରେ ପାକ୍ ଟିମର ମନୋବଳ ବଢାଇଛନ୍ତି ଦିଗଗଜ କ୍ରିକେଟର ଶୋଏବ ଅଖତାର…
Read More...