Browsing Category

ନ୍ୟୁଜ୍

ଧାରଣାରୁ ଓହରିଲେ କୁସ୍ତି ଯୋଦ୍ଧା । ଯାଞ୍ଚ ପାଇଁ କ୍ରୀଡା ମନ୍ତ୍ରଣାଳୟର ସ୍ୱତନ୍ତ୍ର କମିଟି ଗଠିତ

କନକ ବ୍ୟୁରୋ: ଯାଞ୍ଚ ଶେଷ ହେବା ଯାଏଁ ବ୍ରିଜଭୂଷଣ ଶରଣ ସିଂ ରେସଲିଙ୍ଗ ଫେଡେରେସନ୍ ଅଫ୍ ଇଣ୍ଡିଆର ସମସ୍ତ କାର୍ଯ୍ୟରୁ ଦୂରେଇ ରହିବେ । ଘଟଣାର ଯାଞ୍ଚ କରିବାକୁ ଭାରତୀୟ ଅଲମ୍ପିକ୍ ସଂଘ ପରେ ଏବେ କ୍ରୀଡା ମନ୍ତ୍ରଣାଳୟ ଗଠନ କରିଛି ସ୍ୱତନ୍ତ୍ର କମିଟି । କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଉପରେ ସମସ୍ତ…
Read More...

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା : ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ; ହଜାର ହଜାର ଭକ୍ତଙ୍କ ହେବ ସମାଗମ

କନକ ବ୍ୟୁରୋ : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱନକ୍ଷତ୍ର ବା ଜନ୍ମୋତ୍ସବ ପାଳନ ହେଉଛି । ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…
Read More...

‘ଆମେ ଯୁଦ୍ଧରେ ହାରିଲେ ବିଶ୍ୱଯୁଦ୍ଧ କରିବୁ’: ପୂର୍ବ ଋଷ ରାଷ୍ଟ୍ରମୁଖ୍ୟଙ୍କ ଚେତାବନୀ

କନକ ବ୍ୟୁରୋ: ରୁଷ୍‌ ପୁଣିଥରେ ପରମାଣୁ ଯୁଦ୍ଧ ଧମକ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହ‌ଯୋଗୀ ତଥା ରୁଷ୍‌ର ପୂର୍ବତନ ରାଷ୍ଟ୍ରପତି ଡିମିଟ୍ରି ମେଦବେଦେବ ନାଟୋକୁ ‌ଚେତାବନୀ ଦେଇ କହିଛନ୍ତି ଯେ ୟୁକ୍ରେନରେ ଯଦି ରୁଷ୍‌ର ପରାଜୟ ହୁଏ ତେବେ ପରମାଣୁ ଯୁଦ୍ଧ ହେବ। ସେ…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା ! ଭୁଲ୍ ପାଇଁ ପୂର୍ବରୁ କ୍ଷମା ମାଗି ସାରିଛନ୍ତି ରିଷି ସୁନକ

କନକ ବୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା । କଥାଟା ଟିକେ ଅଡୁଆ ଲାଗୁଥିବେ ବି ଲଣ୍ଡନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଚଳନ୍ତା ଗାଡିରେ ଯାଉଥିବା ବେଳେ ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ ତାଙ୍କୁ ଇଂଲଣ୍ଡର ଲଙ୍କସାୟାର ପୁଲିସ…
Read More...

ସରିଲା ହକି ବିଶ୍ୱକପ୍ ପୁଲ୍ ପର୍ଯ୍ୟାୟ : କାଲି କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

କନକ ବ୍ୟୁରୋ : ସରିଲା ହକି ବିଶ୍ୱକପ୍ ପୁଲ୍ ପର୍ଯ୍ୟାୟ । ଡିଫେଣ୍ଡିଂ ଚାମ୍ପିୟନ୍ ବେଲଜିୟମ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ ଓ ଇଂଲଣ୍ଡ ଟିମ୍ କ୍ୱାର୍ଟର ଫାଇନାଲ୍ ଟିକେଟ୍ କାଟିଛନ୍ତି । ଆସନ୍ତାକାଲି ଠାରୁ କ୍ରସ ଓଭର ମ୍ୟାଚ୍ ଖେଳାଯିବ । ଶୁକ୍ରବାର ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ…
Read More...

ଜରିମାନା ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । କାରଣ…

କନକ ବ୍ୟୁରୋ: ଜରିମାନା ଗଣିଲେ ଖୋଦ୍ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । କାରରେ ଯାଉଥିବା ସମୟରେ ସିଟ୍ ବେଲ୍ଟ ବ୍ୟବହାର ନକରିଥିବାରୁ ପୁଲିସ ଏଭଳି ଜରିମାନା ଲଗାଇଥିଲା । ସୂଚନା ମୁତାବକ, ଚଳନ୍ତା କାରରେ ସେ ଏକ ଭିଡିଓ ବନାଇ ଅପଲୋଡ କରୁଥିଲେ । ହେଲେ ଏହି ସିଟ୍ ବେଲ୍ଟ ବାନ୍ଧିନଥିବା…
Read More...

ବଢିଲା ଭାରତ-ଚୀନ୍ ତିକ୍ତତା : ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ଗମ୍ଭୀର ସ୍ଥିତି

କନକ ବ୍ୟୁରୋ : ବଢିଲା ଭାରତ-ଚୀନ୍ ତିକ୍ତତା । ପୂର୍ବ ଲଦାଖ ଓ ଅରୁଣାଚଳ ସୀମାରେ ଚୀନ୍ ସେନାର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଏବେ ଦୁଇ ଦେଶର ତିକ୍ତତାକୁ ବଢାଇ ଦେଇଛି । ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ସ୍ଥିତି ଗମ୍ଭୀର ହୋଇଛି । ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟର…
Read More...

ହସାଇ ହସାଇ ବେଦମ କଲେ କମେଡି କିଙ୍ଗ ସୁନୀଲ ଗ୍ରୋଭର : ଡଟ୍ ଫେଷ୍ଟ ମଞ୍ଚରେ ଭିନ୍ନ ଭିନ୍ନ ଚରିତ୍ରରେ କଲେ ଭରପୂର…

କନକ ବ୍ୟୁରୋ : ହସାଇ ହସାଇ ବେଦମ କଲେ ମଶହୁର ଗୁଲାଟି ନାମରେ ପରିଚିତ କମେଡି କିଙ୍ଗ ସୁନୀଲ ଗ୍ରୋଭର । ରାଜଧାନୀରେ ଚାଲିଥିବା ଡଟ୍ ଫେଷ୍ଟ ମଞ୍ଚର ଷଷ୍ଠ ଦିବସରେ ସୁନୀଲଙ୍କ କମେଡି ପଞ୍ଚ ଲୋକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲା । ରଙ୍ଗବତୀ ଗୀତରେ ସେ ମଞ୍ଚରେ ପ୍ରବେଶ କରିଥିଲେ । ଆଉ ଏହା ପରେ…
Read More...

ଗଞ୍ଜାମ ବେଗୁନିଆପଡାରେ ବୁଲିଲା ଖଣ୍ଡା : ବ୍ଲକ ଅଧ୍ୟକ୍ଷଙ୍କ ଭଣଜାଙ୍କୁ ସଂଘବଦ୍ଧ ଆକ୍ରମଣ; ଖଣ୍ଡାଚୋଟରେ ଚାଲିଗଲା ଜୀବନ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଅଞ୍ଚଳରେ ବୁଲିଲା ଖଣ୍ଡା । ବେଗୁନିଆପଡ଼ା ବ୍ଲକ ରାଗପୁର ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଖଣ୍ଡା ଚୋଟରେ ତାଳସର ଭାବିନିପୁର ଗାଁର ପଙ୍କଜ ଗୌଡ଼ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ…
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ : ସିରିଜ କବଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ପ୍ରଥମ ମ୍ୟାଚରେ କଷ୍ଟସାଧ୍ୟ ବିଜୟ ଲାଭ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମୁକାବିଲା ଖେଳିବ । ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚରେ ଆୟୋଜନ କରୁଥିବା ରାୟପୁରରେ ୫୦ହଜାର ଦର୍ଶକଙ୍କ ସମାଗମ ହୋଇପାରେ । ପ୍ରଥମ ମ୍ୟାଚରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର…
Read More...