Browsing Category

ନ୍ୟୁଜ୍

ଧସୁଛି ଜୋସିମଠ : ୬୦୦ ରୁ ଅଧିକ ଘରରେ ଫାଟ; ପ୍ରାୟ ୩ ହଜାର ବାସିନ୍ଦା ପ୍ରଭାବିତ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲିର ଜୋସିମାଠ ସହରରେ ଲଗାତାର କିଛି ଦିନ ଧରି ସମସ୍ୟା ଭିତରେ ରହିଛି । ଜୋସିମଠରେ ପ୍ରାୟ ୬୦୦ ରୁ ଅଧିକ ଘରରେ ଫାଟ ସୃଷ୍ଟି ହେବା ସହ ସହରରେ ମାଟି ତଳକୁ ଦବିବାକୁ ଲାଗିଛି । ପ୍ରାୟ ୩ ହଜାର ବାସିନ୍ଦା ପ୍ରଭାବିତ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ଏକ ମନ୍ଦିର…
Read More...

ଶ୍ରୀକ୍ଷେତ୍ରରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ : ମହୋଦଧିରେ ସ୍ନାନ ପରେ ଶ୍ରୀ ଜଗନ୍ନାଥଙ୍କୁ କରିବେ…

କନକ ବ୍ୟୁରୋ : ପୁରୀ ଶଙ୍କରାଚାର୍ଯ୍ୟ ପୀଠରେ ପହଞ୍ଚିଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ । ଦୀର୍ଘ ୧୧ ଦିନ ଧରି କଂସ ଭୂମିକାରେ ଅଭିନୟ କରି ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ମାରିବା ପାଇଁ ଉଦ୍ୟମ କରି ମହାପାପ କରିଥିବାରୁ ଶ୍ରେଷ୍ଠ ଧାମ୍…
Read More...

କମନୱେଲଥ ଗେମ୍ସର  ଭାରଉତ୍ତୋଳନରେ ୨ଥର ସ୍ୱର୍ଣ୍ଣ ଜିତିଥିବା ସଂଜୀତା ଚାନୁ ଡୋପଟେଷ୍ଟରେ ଫେଲ, ଲାଗିପାରେ ୪ ବର୍ଷ ପାଇଁ…

କନକ ବ୍ୟୁରୋ : କମନୱେଲଥ ଗେମ୍ସରେ ୨ଥର ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ ସଂଜୀତା ଚାନୁ ପୁଣିଥରେ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତରଫରୁ ଗୁଜୁରାଟ ନ୍ୟାସନାଲ ଗେମ୍ସ ଠାରୁ ସଂଜୀତାଙ୍କର ସାମ୍ପଲ ନେଇଥିଲା । ଏହି ସାମ୍ପଲ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷୋଭ : ବିଜ୍ଞାପନରେ ମୋଦୀଙ୍କ ଫଟୋ ନରଖିବା ଓ ଧନ୍ୟବାଦ ଦିଆନଯିବା ନେଇ ଉଠାଇଲେ ପ୍ରଶ୍ନ ;…

କନକ ବ୍ୟୁରୋ : ରାଉରକେଲାକୁ ବିମାନ ଚଳାଚଳ ଶୁଭାରମ୍ଭ ହୋଇଥିବା ବେଳେ ଏନେଇ ପ୍ରକାଶିତ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ନରହିବା ନେଇ ଆରମ୍ଭ ହୋଇଛି ବୟାନବାଜି । ପ୍ରଧାନମନ୍ତ୍ରୀଙ୍କ ଫଟୋ ନରଖିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି,…
Read More...

ଗଞ୍ଜେଇ ନଷ୍ଟ ବେଳେ ପୋଲିସ୍ ଉପରେ ଆକ୍ରମଣ : ୩ ପୁଲିସ୍ କର୍ମଚାରୀ ଆହତ, ହୋମଗାର୍ଡ଼ଙ୍କୁ ଅଟକ ରଖିଲେ ଗାଁଲୋକ

କନକ ବ୍ୟୁରୋ : ମାଲକାନାଗିରିରେ ପୁଣି ଥରେ ଗଞ୍ଜେଇ ମାଫିଆଙ୍କ ଦୈାରାତ୍ମ୍ୟ ଦେଖିବାକୁ ମିଳିଛି । ମାଲକାନାଗିରି ରାଜବନ୍ଧ ଗାଁରେ ଗଞ୍ଜେଇ ନଷ୍ଟ ବେଳେ ଓରକେଳ ଥାନା ପୋଲିସ୍ ଉପରେ ହୋଇଛି ଆକ୍ରମଣ । ତେବେ ଆକ୍ରମଣ ଫଳରେ ୩ ପୋଲିସ୍ ମଧ୍ୟ ଆହତ ହୋଇଛନ୍ତିି । ଘଟଣାରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ…
Read More...

ଘର ଭାଙ୍ଗିଲା, କୁଆଡେ ଯିବେ ଦେହଜୀବୀ ? ଜାଡ ଭିତରେ ଖୋଲା ଆକାଶ ତଳେ ବିତୁଛି ଜୀବନ; ଥଇଥାନ ନକଲେ ନବୀନ ନିବାସ…

କନକ ବ୍ୟୁରୋ : କୋହଲା ପାଗ ଲାଗି ରହିଛି । ସୂର୍ଯ୍ୟ ନଇଁଲେ ଶୀତ ମାଡି ଆସୁଛି । ଏଭଳି ସମୟରେ ବେସାହାରା ହୋଇଛନ୍ତି, ବାଣିବିହାର ପାଖରେ ରହୁଥିବା ଦେହଜୀବୀ । ହକି ବିଶ୍ୱକପ୍ ଲାଗି ସେମାନଙ୍କ ଘର ଭାଙ୍ଗି ଦେଇଛନ୍ତି । ୪୦ରୁ ଅଧିକ ମହିଳା ଖୋଲା ଆକାଶ ତଳେ ଚାହିଁ ରହିଛନ୍ତି । ଯିବେ କୁଆଡେ,…
Read More...

ଦେଶରେ ଶ୍ରେଷ୍ଠ ଆସିକା ଥାନା : ଟ୍ରଫି ଗ୍ରହଣ କରିବେ ଥାନା ଅଧିକାରୀ ପ୍ରଶାନ୍ତ ସାହୁ

କନକ ବ୍ୟୁରୋ : ଗଞ୍ଜାମକୁ ଆସିଲା ଖୁସି ଖବର । ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି ଆସିକା ଥାନା । କେନ୍ଦ୍ର ଗୃହମନ୍ତ୍ରାଳୟର ସର୍ଭେରେ ପ୍ରାୟ ୧୬୫ ଟି ବିଷୟରେ ଉତମ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛି ଆସିକା ଥାନା । ଏହା ମଧ୍ୟରେ ରହିଛି ବୃତିଗତ ପାରଦର୍ଶିତା,…
Read More...

୨୦୨୪ ଜାନୁଆରୀ ୧୪ରେ ରାମ ମନ୍ଦିରରେ ସ୍ଥାପନ ହେବ ରାମଙ୍କ ମୂର୍ତ୍ତି । ଶିଶୁ ରୂପରେ ପୂଜା ପାଇବେ ଭଗବାନ୍

କନକ ବ୍ୟରୋ: ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଆସନ୍ତାବର୍ଷ ଜାନୁଆରୀ ୧ ସୁଦ୍ଧା ଶେଷ ହେବ। ଗତକାଲି ତ୍ରିପୁରାରେ ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେବା ପରେ ଆଜି ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୪ ଜାନୁଆରୀ ୧୪ (ମକର…
Read More...

ଅନୁଗୁଳରେ ଉତ୍ପାତ କଲା ଦନ୍ତା : ୪ଜଣଙ୍କ ଜୀବନ ନେଲା ହାତୀ; ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଇଥିଲା ଦନ୍ତା

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକରେ ହାତୀ ନେଲା ୪ ଜଣଙ୍କ ଜୀବନ । ଆଜି ଭୋର ସମୟରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିିଥିବା ଖବର ସାମନାକୁ ଆସିଛି । ଛେଳିଆପଡା ଗ୍ରାମର ସୁବାସ ବିଶ୍ୱାଳ ଯାହାଙ୍କ ବୟସ ୬୦ ସେ ଆଜି ସକାଳୁ ନିଜ ଗାଁ ପାଖ ବଗିଚାକୁ ଯାଇଥିବା ବେଳେ ହାତୀ…
Read More...

ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିଲା ବିମାନ : ଶୁଭାରମ୍ଭ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ…

କନକ ବ୍ୟୁରୋ : ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡ଼ାଣର ଶୁଭାରମ୍ଭ । ଭିସିରେ ଉଦଘାଟନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଛାଡ଼ିଲା ପରେ ବିମାନଟି…
Read More...