Browsing Category

ନ୍ୟୁଜ୍

ବିସିସିଆଇ ସିନିୟର ଚୟନକର୍ତ୍ତା କମିଟି ଘୋଷଣା: କମିଟିରେ ସ୍ଥାନ ପାଇଲେ ଓଡିଆ ପୁଅ ଶିବସୁନ୍ଦର ଦାସ

କନକ ବ୍ୟୁରୋ: ବିସିସିଆଇ ଘୋଷଣା କଲେ ସିନିୟର ଚୟନକର୍ତ୍ତା କମିଟି । ଏହି ୫ ଜଣିଆ କମିଟିରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ତଥା ପୂର୍ବତନ ଭାରତୀୟ ଖେଳାଳି ଶିବସୁନ୍ଦର ଦାସ । ତେବେ ବିସିସିଆଇ ପୁଣି ଚୟନକର୍ତ୍ତା କମିଟିର ମଙ୍ଗ ଚେତନ ଶର୍ମାଙ୍କ ହାତରେ ଦେଇଛନ୍ତି । ଚେତନ ଶର୍ମାଙ୍କୁ ପୁଣି…
Read More...

ଅଞ୍ଜଳୀଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଭିନେତା ଶାହାରୁଖ ଖାନ୍, ଜାଣନ୍ତୁ କେତେ ଟଙ୍କା ଦେଲେ ସହାୟତା

କନକ ବ୍ୟୁରୋ : ଅଭିନେତା ଶାହାରୁଖ ଖାନ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେହିଭଳି ନିଜର ବଦାନ୍ୟତା ପାଇଁ ମଧ୍ୟ ସେତିକି ପରିଚିତ । ଏବେ ତାଙ୍କ ଦ୍ୱାରା ପରିଚାଳିତ ଏନଜିଓ ମୀର ଫାଉଣ୍ଡେସନ ତରଫରୁ ଅଞ୍ଜଳୀ ସିଂଙ୍କ ପରିବାରକୁ ସହାୟତା ଦିଆଯାଇଛି । ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି କି…
Read More...

ସାଙ୍ଗ ପାଇଁ ସାହାଯ୍ୟ ଭିକ୍ଷା: ଦାନବାକ୍ସ ଧରିଲେ, ରାସ୍ତାକୁ ଓହ୍ଲାଇଲେ

କନକ ବ୍ୟୁରୋ: କୁହାଯାଏ ଜୀବନର ସବୁଠାରୁ ଶ୍ରେଷ୍ଠ ସମ୍ପର୍କ ହେଉଛି ବନ୍ଧୁତ୍ୱ । ଯେଉଁ ସମ୍ପର୍କରେ ରାଗ, ରୁଷା ମାନ ଅଭିମାନ ସବୁ ରହିଥାଏ । ତୁମ ସୁଖ ଦୁଃଖ ସବୁ ସମୟରେ ଜଣେ ବନ୍ଧୁ ହିଁ ତମ ପାଖରେ ଛିଡା ହୋଇଥାଏ । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରରେ । ଯେଉଁଠି…
Read More...

ଜିମରେ ହୃଦଘାତରେ ଟଳିପଡିଲେ ଡାକ୍ତର । ୱାକଆଉଟ୍ କଲା ସମୟରେ ଗଲା ଜୀବନ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷେ୍ନøରେ ଏକ ଜିମରେ ୱକଆଉଟ୍ କରୁଥିଲେ ଡାକ୍ତର । ହୃଦଘାତରେ ଗଲା ଜୀବନ । ଏ ଘଟଣାର ପୁରା ଦୃଶ୍ୟ ଜିମର ସିସିଟିଭିରେ କଏଦ ହୋଇଛି । ଡାକ୍ତର ଜଣକ ହେଉଛନ୍ତି ସଞ୍ଜୀବ ପାଲ୍ । ବିକାଶନଗରର ଏକ ଜିମରେ ବାୟାମ କରୁଥିବା ସମୟରେ ସେ ହଠାତ୍ ତଳେ ପଡିଗଲେ । ସେଠାରେ…
Read More...

ରାଜ୍ୟରେ ବଢ଼ୁଥିବା ସଡକ ଦୁର୍ଘଟଣା ପାଇଁ ସୁପ୍ରିମକୋର୍ଟଙ୍କ ଉଦବେଗ: ସୁରକ୍ଷା ଦୃଶ୍ୟପଟର ସମୀକ୍ଷା କରିବାକୁ…

କନକ ବ୍ୟୁରୋ: ରାଜ୍ୟରେ ସଡକ ଦୁର୍ଘଟଣା ପ୍ରସଙ୍ଗରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । ରାଜ୍ୟରେ ସଡ଼କ ସୁରକ୍ଷା ଦୃଶ୍ୟପଟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛି ସର୍ବୋଚ୍ଚ ନ୍ୟାୟାଳୟର ସୁରକ୍ଷା ସମ୍ପର୍କିତ କମିଟି । ରାଜ୍ୟରେ ଦୁର୍ଘଟଣା ଜନିତ…
Read More...

ଦୁଇ ଖଣ୍ଡରେ ଭାଗ ହେବ ପାକିସ୍ତାନ? ତାଲିବାନ ସହ ବଢ଼ୁଛି ବିବାଦ, ଉତ୍ତର ପାକିସ୍ତାନରେ ସମାନ୍ତରାଳ ସରକାର ଗଢ଼ିଲା…

କନକ ବ୍ୟୁରୋ: ଦୁଇ ଖଣ୍ଡ ହୋଇଯିବ ପାକିସ୍ତାନ । ତେହେରିକ –ଇ- ତାଲିବାନ ପାକିସ୍ତାନ ଭିତରେ, ଏକ ସ୍ୱତନ୍ତ୍ର ସରକାର ଘୋଷଣା କରିବା ପରେ, ଏଭଳି ସମ୍ଭାବାନ ସୃଷ୍ଟି ହୋଇଛି । ଯାହା ପାକିସ୍ତାନର ସାର୍ବଭୌମତ୍ୱକୁ ନେଇ ବଡ ପ୍ରଶ୍ନ ଛିଡା କରିଛି । ତେହେରିକ୍ ଇ-ତାଲିବାନ ଓ ବେଲୁଚ…
Read More...

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ସଫଳ ହେଲା ରିଷଭ ପନ୍ତଙ୍କ ଅପରେଶନ

କନକ ବ୍ୟୁରୋ : ଭାରତୀୟ ଟିମର ୱିକେଟକିପର ରିଷଭ ପନ୍ତଙ୍କର ଡିସେମ୍ବର ୩୦ ତାରିଖରେ ଏକ ବଡ ଦୁର୍ଘଟଣା ହୋଇଥିଲା । ଏଥିରେ ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିଲା । ତାଙ୍କ ଲିଗାମେଣ୍ଟ ମଧ୍ୟ ଫାଟିଯାଇଥିଲା । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡେରାଡୁନର ମୁମ୍ବାଇ ଅଣାଯାଇଛି । ମୁମ୍ବାଇର…
Read More...

ପଞ୍ଜାବ ସରକାରଙ୍କୁ ବଡ ଝଟକା । ୧୦ମାସ ମଧ୍ୟରେ ୨ମନ୍ତ୍ରୀ ଦେଲେଣି ଇସ୍ତଫା, ହୋଇପାରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ

କନକ ବ୍ୟୁରୋ : ପଞ୍ଜାବର ଭଗୱନ୍ତ ମାନ୍ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଫୈଜା ସିଂ ସରାରୀ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କହିଛନ୍ତି କି ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ତାଙ୍କର ବ୍ୟକ୍ତିଗତ କାରଣ । ହେଲେ ସେ ଦଳରେ ଥିଲେ ଓ ଆଗକୁ ଜଣେ ସଚ୍ଚୋଟ କର୍ମୀଭାବେ ଦଳରେ…
Read More...

ଜିଓ ଲଞ୍ଚ କଲା ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍, କେତେ ଟଙ୍କାରୁ ମିଳିବ ୫ଜି ଡାଟା? ଜାଣନ୍ତୁ ଡିଟେଲ୍ସ

କନକ ବ୍ୟୁରୋ: ସବୁଠୁ ଶସ୍ତାରେ ମିଳିବ ୫ ଜି ଡାଟା! ଜିଓ ଘୋଷଣା କଲା ନୂଆ ପ୍ଲାନ୍ ଜିଓ ନୂଆ ରିଚାର୍ଜ ପ୍ଳାନ୍ ଘୋଷଣା କରିଛି । ଯାହାର ଦାମ୍ ମାତ୍ର ୬୧ ଟଙ୍କା । ଏହି ପ୍ଲାନରେ ୟୁଜର୍ସକୁ ୫ଜି ଡାଟା ମିଳିବ । କମ୍ପାନୀ ଏହି ପ୍ଲାନ୍ ସେହି ୟୁର୍ସଙ୍କ ପାଇଁ ଘୋଷଣା କରିଛି ଯେଉଁମାନେ ୫ଜିକୁ…
Read More...

ଏଯାଏଁ ୯୬ ଶିକ୍ଷକଙ୍କ ନାହିଁ ଖୋଜ ଖବର, ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ଉପରେ ଜାରି ରହିବ କାଯ୍ୟନୁଷ୍ଠାନ । ଏପରି କହିଛନ୍ତି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଯେଉଁ ଶିକ୍ଷକ ମାନେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଛନ୍ତି ଓ କିଛି ନୋଟିସ୍ ର ଜବାବ…
Read More...