Browsing Category

ନ୍ୟୁଜ୍

ସ୍ଲିପିଂମୋଡକୁ ଯିବା ପୂର୍ବରୁ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରପୃଷ୍ଠରେ…

କନକ ବ୍ୟୁରୋ: ଇସ୍ରୋକୁ ମିଳିଲା ବଡ଼ ସଫଳତା । ମାନବ ମିଶନରେ ହେବ ସହାୟକ । ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଣ୍ଟକୁ ସଫଳତା ପୂର୍ବକ ପୂରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର…
Read More...

ମହିଳାଙ୍କୁ ପାରାଦୀପ ବିଧାୟକଙ୍କ ଦୁର୍ବ୍ୟବହାର! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ: ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଦୁର୍ବ୍ୟବହାର ଅଭିଯୋଗ । ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ ହେଉଛି । ଏନେଇ କୁଜଂଗ ଥାନାରେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଧାୟକ । କହିଛନ୍ତି, କୌଣସି ମହିଳାଙ୍କୁ ସେ ଅପମାନ…
Read More...

ରାହୁଲ-ପ୍ରିୟଙ୍କାଙ୍କୁ ନେଇ ବିଜେପିର ବଡ ଦାବି । ବିଜେପି କହିଲା ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ…

କନକ ବ୍ୟୁରୋ: ବଂଶବାଦଠୁ ଆରମ୍ଭ କରି ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସ । ଏହା ଭିତରେ ପରମ ପ୍ରତିଦ୍ୱନ୍ଦୀ ବିଜେପି ଏକ ଭିଡିଓ ଜାରି କରି ନୂଆ ଦାବି କରିଛି । ଦଳ କହିଛି କଂଗ୍ରେସର ଦୁଇ ମୁଖ୍ୟ ଚେହେରା ତଥା ଭାଇଭଉଣୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ…
Read More...

ଏସିଆ କପ: ୨୩୦ ରନରେ ନେପାଳ ଅଲଆଉଟ, ଭାରତ ଆଗରେ ୨୩୧ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଏସିଆ କପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନେପାଳ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ମାତ୍ର ୨୩୦ ରନରେ ଅଲ ଆଉଟ ହୋଇଯାଇଛି । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ମହମ୍ମଦ ସିରାଜ ଓ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ…
Read More...

କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ୮ ଦଳର ସମ୍ପତିର ମୂଲ୍ୟ ବଢି ହୋଇଛି…

କନକ ବ୍ୟୁରୋ: କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏହି ଅବଧି ଭିତରେ ଦେଶର ୮ ପ୍ରମୁଖ ରାଜନୈତିକ ଦଳର ସମ୍ପତି ବହୁମାତ୍ରାରେ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏସବୁ ଦଳର ସମ୍ପତି ୮ହଜାର ୮୨୯ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୨୦୨୦-୨୧ ବର୍ଷ ତୁଳନାରେ ଦଳଗୁଡ଼ିକର ସମ୍ପତି ୨୧ ପ୍ରତିଶତ…
Read More...

ନିଆଁ ଲଗାଇଲା ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ: ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ

କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପରେ ସାରା ଦେଶରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଉଦୟନିଧିଙ୍କ ବୟାନ କେବଳ ଜଣଙ୍କର ନୁହେଁ ବରଂ ଡିଏମ୍କେ ଏବଂ ଇଣ୍ଡିଆ ମେଂଟର ଆଭିମୁଖ୍ୟ ବୋଲି ଗ୍ରହଣ…
Read More...

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ସରଗରମ ରାଜନୀତି । କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଲା ବିଜେପି…

କନକ ବ୍ୟୁରୋ: ମୁମ୍ବାଇରେ ବିରୋଧୀ ମହାମେଣ୍ଟର ବୈଠକର କିଛି ଘଣ୍ଟା ପରେ ‘ଇଣ୍ଡିଆ’ର ମେଣ୍ଟର ସହଯୋଗୀ ଏମକେ ଷ୍ଟାଲିନଙ୍କ ପୁଅ ଏଭଳି ଏକ ପ୍ରସଙ୍ଗ ଛିଡ଼ା କରିଦେଇଛନ୍ତି, ଯାହାକୁ ନେଇ ବଡ଼ ବିବାଦ ଦେଖା ଦେଇଛି । ସେ କହିଛନ୍ତି, କିଛି ଜିନିଷକୁ କେବଳ ବିରୋଧ କଲେ ହେବ ନାହିଁ ବରଂ ଏହାକୁ ମୂଳପୋଛ…
Read More...

କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ? ଘଂଟ ବାଡ଼େଇ ଛାତ୍ର କଂଗ୍ରେସର ପ୍ରତିବାଦ

କନକ ବ୍ୟୁରୋ: ୨୦୧୮ ମସିହାରୁ ରାଜ୍ୟରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଲିଙ୍ଗଡୋ କମିଶନ ଆଳରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସ୍ୱରକୁ ଚାପି ଦେଉଥିବା ଅଭିଯୋଗ କରି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଘଂଟ ବାଡେଇ ନିଆରା ଢଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସର ଛାତ୍ର ସଂଗଠନ ।…
Read More...

ସରକାରଙ୍କ ବିରୋଧରେ ବିଜେପି ଦେବ ଚାର୍ଜସିଟ୍: ୧୦୮ ପ୍ରସଙ୍ଗରେ ପ୍ରସ୍ତୁତ କଲା ଅଭିଯୋଗ ଫର୍ଦ୍ଦ

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି । ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦେବ ବିଜେପି । ୧୦୮ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ । ସରକାରଙ୍କ ବିଫଳତା ଓ ସଚିବଙ୍କ ସଭା ଭଳି ପ୍ରସଙ୍ଗକୁ ଚାର୍ଜସିଟ୍ ସ୍ଥାନ ଦିଆଯାଇଛି । ଆଉ ଏହି…
Read More...

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଉପସ୍ଥିତ

କନକ ବ୍ୟୁରୋ: ନବୀନ ନିବାସରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ବରିଷ୍ଠ ନେତାଙ୍କ ଭିତରେ ସାମିଲ ହୋଇଛନ୍ତି ପ୍ରଶାନ୍ତ…
Read More...