ଆଜି ମୋଦି ସରକାରକୁ ପୂରିଛି ୨ ବର୍ଷ

62

ସଫଳତା ଓ ବିଫଳତାର ଲମ୍ବା ତାଲିକା ମଧ୍ୟରେ ମୋଦି ସରକାରକୁ ପୁରିଛି ଦୁଇ ବର୍ଷ । ଦୁଇ ବର୍ଷର ଏହି ଶାସନକାଳରେ ବହୁ ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଅନେକ ଘଟଣା ସରକାରଙ୍କୁ ସମାଲୋଚିତ କରିଛି । ସେହିପରି ଅନେକ ଯୋଜନା ଓ ପଦକ୍ଷେପ ଏବେ ମଧ୍ୟ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି ଏନଡିଏ ସରକାର ଆଗରେ ।